ଗଳାବାଟରେ ମନ୍ତ୍ରୀଙ୍କ ହାଇଦ୍ରାବାଦ ଅକଳ !
ଭୁୁବନେଶ୍ୱର: ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କୃଷ୍ଣଲୀଳା ଏବେ ସବୁଆଡ଼େ ଚର୍ଚ୍ଚା । ସରକାରୀ ଗସ୍ତ ବେଳେ ବାନ୍ଧବୀ ମାଆ, ଝିଅଙ୍କୁ ହାଇଦ୍ରାବାଦ ସାଙ୍ଗରେ ନେଇ ବିବାଦରେ ଫସିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ବରଖାସ୍ତ ଦାବିରେ ବିରୋଧୀ...
Read more








