Our Correspondent

ନାଣ୍ଡୁ ବିଜେଡ଼ି ନା ବିଜେପିର ?

ଭୁୁବନେଶ୍ୱର: ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଅଭିଯୁକ୍ତ ଭାବେ ପୁଲିସ ଦ୍ୱାରା ଗିରଫ ନାଣ୍ଡୁ ଓରଫ ରୂପେଶ ଭଦ୍ରର ରାଜନୈତିକ ଲିଙ୍କ୍ ନେଇ ଏବେ ଜୋରଦାର ଚର୍ଚ୍ଚା । ସ୍ମିତାରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି...

Read more

ସ୍ମିତାରାଣୀ ମୃତ୍ୟୁକୁ ନେଇ ରାଜନୈତିକ ଝଡ଼

ଭୁବନେଶ୍ୱର: ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବିରୋଧୀ ଦଳ ଅଭିଯୋଗ ଆଣି ତମ୍ବିତୋଫାନ ଆରମ୍ଭ କରିଥିବା ବେଳେ ଜିଲ୍ଲା...

Read more

ଅମାନିଆ ନେତାଙ୍କୁ ଛାଟ! ୩ ଦିନ ଭିତରେ କ୍ୱାର୍ଟର୍ସ ନ ଛାଡ଼ିଲେ ଏଫଆଇଆର

ଭୁୁବନେଶ୍ୱର: ସରକାରୀ କ୍ୱାର୍ଟର୍ସ ମାଡ଼ି ରହିଥିବା ପୂର୍ବତନ ବିଧାୟକମାନଙ୍କ ପାଇଁ ଚରମବାଣୀ । ୩ ଦିନ ଭିତରେ ସେମାନେ ଘର ନ ଛାଡ଼ିଲେ ପୁଲିସରେ ଏତଲା ଦିଆଯିବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି ।...

Read more

୫-ଟି ଆଧାରରେ ସରକାରୀ ବାବୁଙ୍କ ଆପ୍ରେଜାଲ୍

ଭୁବନେଶ୍ୱର: ୫-ଟି ଆଧାରରେ କାମ କଲେ ସରକାରୀ ବାବୁଙ୍କୁ ଭଲ ସିସିଆର ମିଳିବ । ନ କଲେ ସିସିଆର୍ ଖରାପ ହୋଇଯିବ । ପଦୋନ୍ନତି କି ଅନ୍ୟାନ୍ୟ ସୁବିଧା ସୁଯୋଗ ହରାଇବେ । ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମର ସଫଳ...

Read more

ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍-୨: ଫୁଲବାଣୀକୁ ମେଡ଼ିକାଲ୍ କଲେଜ ଉପହାର

ଭୁୁବନେଶ୍ୱର: ‘ମୋ ସରକାର’ ଅଭିଯାନ ଦ୍ୱିତୀୟ ଦିନ ଗସ୍ତକାଳର ଅନୁଧ୍ୟାନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଓ ଟିମ୍ ଗସ୍ତ କରିଥିବା ୬ଟି ଜିଲ୍ଲାର ଡାକ୍ତରଖାନାଗୁଡ଼ିକ ପାଇଁ ପ୍ୟାକେଜ୍ ଘୋଷଣା...

Read more

ଦାମଙ୍କ ଜାତି ଗଲା ପେଟ ପୂରିଲାନି

ବିଜେପି ଛାଡ଼ିଲେ, ପୁଣି ବିଜେଡ଼ିକୁ ଆଖେଇଲେ ଭୁୁବନେଶ୍ୱର: ବିଜେପିରେ ଅଣନିଶ୍ୱାସୀ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଶେଷରେ ଆଜି ଦଳ ଛାଡ଼ିଛନ୍ତି । ବିଜେପିରୁ ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ବିଜେପିରେ ତାଙ୍କୁ ଅଣଦେଖା କରାଯାଇଥିବାରୁ...

Read more

୭୩ ରେ ୨୩ ବସନ୍ତ

ଭୁବନେଶ୍ୱର: ରାଜନୀତିରେ ନା ସେ ଦେଖିଛନ୍ତି ହାଡ଼ଭଙ୍ଗା ଶୀତ ନା ଦେଖିଛନ୍ତି ନିଦାଘ ଖରା । କେବଳ ଦେଖି ଆସିଛନ୍ତି ବସନ୍ତ । ୨୩ ବର୍ଷର ରାଜନୈତିକ କ୍ୟାରିୟର୍ ତାଙ୍କ ପାଇଁ ଆଣିଛି ୨୩ ଟି ବସନ୍ତ । ରାଜନୀତିରେ ବିଫଳତାର...

Read more
Page 784 of 1023 1 … 783 784 785 … 1,023