Our Correspondent

ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଅକ୍ଟୋବର ୧୬ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ତମ ଜନ୍ମଦିନ । ଏହି ଦିନକୁ ଧୁମଧାମ୍ ରେ ପାଳନ କରିବା ପାଇଁ କର୍ମୀମାନେ ଅପେକ୍ଷାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳିବେନି ବୋଲି ଆଜି ଘୋଷଣା...

Read more

ପାଣ୍ଡିଆନ୍ ଙ୍କ ପ୍ରଥମ ଗସ୍ତର ପ୍ରଭାବ: ତିନି ଜିଲ୍ଲା ପାଇଁ ୪୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରୁ ‘ମୋ ସରକାର’ ଅଭିଯାନ ଆରମ୍ଭ କରିଥିଲେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଏବଂ ତାଙ୍କ ଟିମ୍ । ଗସ୍ତର ପ୍ରଥମ ଦିନରେ ତିନୋଟି ଯାକ ଜିଲ୍ଲା ସରକାରୀ ଡାକ୍ତରଖାନାର ରୋଗୀସେବା ସ୍ଥିତି ଅନୁଧ୍ୟାନ...

Read more

ପାଣ୍ଡିଆନ୍ ଙ୍କ ଆକ୍ସନ୍ ଅନ୍ ସ୍ପଟ୍

- ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସୋ କଜ୍, ସିଡ଼ିଏମଓ ସସପେଣ୍ଡ୍ - ‘ମୋ ସରକାର’ ଅଭିଯାନରେ ତୃତୀୟ ମହଲା ଅଧିକାରୀ - ଢ଼େଙ୍କାନାଳ ଜିଲ୍ଲା ଡାକ୍ତରଖାନା, ଆରଟିଓ ଅଫିସ ବୁଲିଲେ କୁଟ୍ଟେ ଭୁବନେଶ୍ୱର: ପୂରା ଆକ୍ସ ମୁଡ୍ ରେ ୫-ଟି ସଚିବ ଭି.କାର୍ତ୍ତିକେୟ...

Read more

ବିଜେପିରେ ୟୁଜ୍ ଆଣ୍ଡ ଥ୍ରୋ! ଦଳ ଛାଡ଼ିଲେ ଅଶୋକ ପାଣିଗ୍ରାହୀ

ଭୁବନେଶ୍ୱର: ଶେଷରେ ବିଜେପି ଛାଡ଼ିଲେ ବିଜେପୁର ନେତା ଅଶୋକ ପାଣିଗ୍ରାହୀ । ବିଜେପିରେ ଥାଇ ବି ନ ଥିଲା ଭଳି ଥିଲେ । ଦଳ ତାଙ୍କୁ ପଚାରୁ ନ ଥିଲା କି କୌଣସି ଦାୟିତ୍ୱ ଦେଉ ନ ଥିଲା । ଏଥିରେ...

Read more

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡାର ଉପକାରିତା ବୁଝାଇଲେ ମନ୍ତ୍ରୀ

ଭୁବନେଶ୍ୱର: ଆଜି ଥିଲା ବିଶ୍ୱ ଅଣ୍ଡା ଦିବସ । ଏହି ଅବସରରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡାର ଉପକାରିତା ସମ୍ପର୍କରେ ସଚେତନାର ବାର୍ତ୍ତା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ମନ୍ତ୍ରୀ କହିଛନ୍ତି, ଅଣ୍ଡାରେ ଯଥେଷ୍ଟ ପରିମାଣରେ...

Read more

ଆହାର କେନ୍ଦ୍ରରେ ଲୋକଙ୍କ ସହ ଭାତ ଡାଲମା ଖାଇଲେ ମୁଖ୍ୟ ଶାସନ ସଚିବ, ପାଣ୍ଡିଆନ୍

ଭୁବନେଶ୍ୱର: ‘ମୋ ସରକାର’ ଅଭିଯାନରେ ସାରା ରାଜ୍ୟ ବୁଲୁଥିବା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ଆଜି ବୌଦ୍ଧର ଏକ ଆହାର କେନ୍ଦ୍ରରେ ଦେଖିବାକୁ ମିଳିଥିଲା । ସାଙ୍ଗରେ ଥିଲେ ଜାତୀୟ ସ୍ୱାସ୍ଥ୍ୟ...

Read more

ଚାକିରିରୁ ତଣ୍ଟିଆ ଖାଇଲେ ୩ ଖାଉ ବାବୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଅପରେସନ କ୍ଲିନ୍’ ରେ ସଫା ହୋଇଛନ୍ତି ଆଉ ୩ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଦୁର୍ନୀତିକୁ ନୀତି କରି କୋଟି କୋଟି ଟଙ୍କା କମେଇଥିବା ଏହି ତିନିଙ୍କୁ ରାଜ୍ୟ ସରକାର ଚାକିରିରୁ ତଡ଼ି ଦେଇଛନ୍ତି ।...

Read more
Page 785 of 1023 1 … 784 785 786 … 1,023