ଅଶୋକ ପଣ୍ଡାଙ୍କ ହୀନିମାନିଆ ରାଜନୀତି
ଭୁବନେଶ୍ୱର: ମନ୍ତ୍ରୀ ଅଶୋକ ପଣ୍ଡାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇଛନ୍ତି ଭୁବନେଶ୍ୱର ଜିଲ୍ଲା ସଂଗଠନର ନେତା ଓ କର୍ମୀ । କର୍ମୀମହଲରେ ଗ୍ରହଣୀୟତା ହରାଇଥିବା ଏବଂ ଯାବତୀୟ ଅପବାଦରେ ଘେରା ଅଶୋକ ନିଜକୁ ଜିଲ୍ଲା ବିଜେଡ଼ିର ସର୍ବେସର୍ବା ବୋଲାଇବାର ନିଶା ଛାଡ଼ିପାରୁନାହାନ୍ତି ।...
Read more








