Our Correspondent

ବାପା ଜାଗାରେ ପୁଅ: ଓସିଏରେ ରହିଲା ଆଶିର୍ବାଦ ରାଜ୍

କଟକ: ବାପାଙ୍କ ଜାଗାରେ ପୁଅ । ପୁଣି ଆଶିର୍ବାଦ ବେହେରାଙ୍କ କବଜାରେ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) । ଆଜି ଅନୁଷ୍ଠିତ ଓସିଏ ନିର୍ବାଚନରେ ଆଶିର୍ବାଦଙ୍କ ପୁଅ ସଞ୍ଜୟ ବେହେରା ସମ୍ପାଦକ ନିର୍ବାଚିତ ହୋଇ ଓସିଏ ମଙ୍ଗ ଧରିଛନ୍ତି । ମୋଟ ୭୦...

Read more

‘ମୋ ସରକାର’ ଟ୍ରେଲର୍: ଡାକ୍ତରଖାନାରୁ ବନ୍ଧା ହେଲେ ୩୦ ଦଲାଲ

ଭୁୁବନେଶ୍ୱର: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମୋ ସରକାର’ । ଥାନା ଓ ଡାକ୍ତରଖାନାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ତେବେ ତାହା ପୂର୍ବରୁ ଏହି କାର୍ଯ୍ୟକ୍ରମର ଟ୍ରେଲର୍ ଦେଖିବାକୁ...

Read more

ବିଜେପୁର ଦାୟିତ୍ୱରେ ଦଳର ହେଭିୱେଟ୍

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଦଳର ହେଭିୱେଟ୍ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନ ନିବାସରେ ଅନୁଷ୍ଠିତ ଦ୍ୱିତୀୟ କସରତ୍ ବୈଠକରେ ଏହି ନେତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟାଯାଇଥିବା ସୂଚନା ମିଳିଛି । ତେବେ ଔପଚାରିକ...

Read more

ଦିଲ୍ଲୀପ ପଣ୍ଡା ବିଜେପୁରରୁ କଂଗ୍ରେସ ପ୍ରାର୍ଥୀ, ନିର୍ବାଚନ ଲଢ଼ିବା ପାଇଁ ହାତ ପାତିଲେ ନିରଞ୍ଜନ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହେବେ ଦିଲ୍ଲୀପ କୁମାର ପଣ୍ଡା । ଏଆଇସିସି ପକ୍ଷରୁ ଆଜି ସଂଧ୍ୟାରେ ତାଙ୍କର ପ୍ରାର୍ଥୀତ୍ୱ ଘୋଷଣା କରାଯାଇଛି । ବିଜେପୁର ପାଇଁ ପିସିସି ପକ୍ଷରୁ ୫ ଜଣଙ୍କ ନାଁ ସଟ୍ ଲିଷ୍ଟ କରାଯାଇ ଏଆଇସିସିକୁ...

Read more

ନେତାଙ୍କ ଆଚରଣ; ଗୋଇଠା ମାରି ବିଷ୍ଣୁ

ଭୁବନେଶ୍ୱର: ଗୋଇଠା ମାରି ବିଷ୍ଣୁ କହିଲେ ନେତା । ବ୍ରହ୍ମପୁରର ବିଜେଡ଼ି ସାଂସଦ ଚନ୍ଦ୍ରଶେଖର ସାହୁ ଗତକାଲି ଜଣେ ନବାଗତ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଥିଲେ । ସୋସିଆଲ୍ ମିଡ଼ିଆ ସମେତ ବିଭିନ୍ନ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ତାଙ୍କର...

Read more

5-T କରାମତି: ପୂର୍ତ୍ତ ଇଂଜିନିୟରଙ୍କ ପାଇଁ ନୂଆ ବଦଳି ନୀତି

ଭୁବନେଶ୍ୱର: ସରକାରୀ ଇଂଜିନିୟରମାନଙ୍କ ବଦଳି ଓ ପୋଷ୍ଟିଂରେ ସ୍ୱଚ୍ଛତା ଆଣିବା ଲାଗି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏକ ନୂଆ ବଦଳି ନୀତି ଗ୍ରହଣ କରିଛି । ଓଡ଼ିଶା ଇଂଜିନିୟରିଂ ସର୍ଭିସ୍(ଓଇଏସ୍)ଏବଂ ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ସ ସର୍ଭିସ୍(ଓଡ଼ିଇଏସ୍) କ୍ୟାଡରରେ ଥିବା ଚାକିରିଆମାନଙ୍କ...

Read more

ଫେରିଲା କୋରିଆ; ବ୍ୟାପକ କ୍ଷେତ୍ରରେ ପୁଞ୍ଜି ନିବେଶର ଆଗ୍ରହ

ଭୁବନେଶ୍ୱର: ପୋସ୍କୋ କଥା ଭୁଲି ଓଡ଼ିଶା ସହ ନୂଆ ସମ୍ପର୍କରେ ଯୋଡି ହେବାକୁ ଯାଉଛି କୋରିଆ । ତେବେ ଏଥର ଆଉ ଇସ୍ପାତ ଭଳି ମେଗା ଶିଳ୍ପ କ୍ଷେତ୍ରରେ ନୁହେଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ପୁଞ୍ଜି ଖଟାଇବାକୁ ଚାହିଁଛି ।...

Read more
Page 787 of 1023 1 … 786 787 788 … 1,023