Our Correspondent

ଜିତୁଙ୍କୁ ହଟାଇ ରୋହିତଙ୍କୁ ସନ୍ତୁଷ୍ଟ କରିବା ଉଦ୍ୟମ

ଭୁବନେଶ୍ୱର: ଧର୍ମଶାଳାର ଦୁଇ ଥରର ଯୁବ ବିଧାୟକ ପ୍ରଣବ(ଜିତୁ) ବଳବନ୍ତରାୟଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ପଦବୀରୁ ହଟାଯାଇଛି । ସେହି ପଦବୀଟି ରୋହିତ ପୂଜାରୀଙ୍କୁ ଫେରାଇ ଦିଆଯାଇଛି । ରେଢ଼ାଖୋଲ ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ରୋହିତ...

Read more

ଉତ୍ତରାଧିକାରୀ ଲୋକେ ବାଛିବେ କହିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ପୁତୁରା ଅରୁଣ ପଟ୍ଟନାୟକ ନା ଅନ୍ୟ କେହି? ପଞ୍ଚମ ଥର ପାଇଁ ଶାସନ ଗାଦିରେ ବସିଥିବା ୭୨ ବର୍ଷ ବୟସ୍କ ନବୀନଙ୍କ କ୍ଷେତ୍ରରେ ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ । ପଞ୍ଚମ ଥର...

Read more

ଅକ୍ଟୋବର ୨୧ରେ ବିଜେପୁର ଭୋଟ, ୨୪ରେ ଫଳ

ମହାରାଷ୍ଟ୍ର, ହରିଆନା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ବିଜେପୁର ବିଧାନସଭା ପାଇଁ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଭୋଟ ଗ୍ରହଣ ହେବ । ମହରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନ ସମେତ ୧୮ଟି ରାଜ୍ୟର ୬୪ଟି ବିଧାନସଭା...

Read more

କୃଷି ବିଭାଗର ‘କାଳିଆ’ ସ୍ପଷ୍ଟୀକରଣ: ୯୯% ଯୋଗ୍ୟ ହିତାଧିକାରୀ, ଅନିୟମିତତା ହୋଇନି

ଭୁୁବନେଶ୍ୱର: ‘କାଳିଆ’ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରିଛି କୃଷି ବିଭାଗ । ଏହି ବୃହତ୍ତ ପ୍ରକ୍ରିୟାରେ ୫୧,୦୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୩୨ ହଜାର ବଡ଼ଚାଷୀ, ସରକାରୀ କର୍ମଚାରୀ...

Read more

‘କାଳିଆ’ କେଳେଙ୍କାରୀ: ସରକାରଙ୍କୁ ଅଡୁଆରେ ପକାଇଦେଲେ ମନ୍ତ୍ରୀ

ଭୁୁବନେଶ୍ୱର: ‘କାଳିଆ’ ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ବ୍ୟକ୍ତିଙ୍କ ପାଖକୁ ଯାଇଛି ପ୍ରାୟ ୧୭୦ କୋଟି । ୨୦ ହଜାର ସରକାରୀ କର୍ମଚାରୀ ଓ ପେନସନଭୋଗୀ, ୯ ହଜାର ନାବାଳକ/ନାବାଳିକା, ୧୨ ହଜାର ବଡ଼ଚାଷୀ ଏବଂ ଗୋଟିଏ ପରିବାରରୁ...

Read more

ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ୍: ସରକାରୀ କ୍ୱାର୍ଟର ନ ଛାଡ଼ିଲେ ପାଣି, ବିଜୁଳି ବନ୍ଦ

ଭୁବନେଶ୍ୱର: ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୨୬ ଜଣ ପୂର୍ବତନ ବିଧାୟକଙ୍କୁ ତୁରନ୍ତ ଘରଛାଡ଼ ଆଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଘର ନ ଛାଡ଼ିଲେ ପାଣି ଓ ବିଜୁଳି କାଟି ଦିଆଯିବ ବୋଲି ଧମକ ବି ଦେଇଛନ୍ତି ।...

Read more

ପଟ୍ଟନାୟକ-ବାରିକଙ୍କ ଜିମାରେ ସ୍ୱାସ୍ଥ୍ୟ ବିଭାଗ !

ଭୁବନେଶ୍ୱର: ପଟ୍ଟନାୟକ ଏବଂ ବାରିକଙ୍କ ଜିମାରେ ଏବେ ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କର ଏମାନେ ଡାହାଣ ଓ ବାମ ହାତ । କେଉଁ ଡାକ୍ତରଙ୍କର କେଉଁଠି ପୋଷ୍ଟିଂ ହେବ, କେଉଁ ଫାଇଲ୍ ଉପରେ ମନ୍ତ୍ରୀ କ’ଣ ଲେଖିବେ, ମନ୍ତ୍ରୀ...

Read more
Page 788 of 1023 1 … 787 788 789 … 1,023