ପିଏମ୍ ଙ୍କ ପ୍ରିନସପାଲ୍ ସେକ୍ରେଟାରୀ ହେଲେ ପ୍ରମୋଦ ମିଶ୍ର
ନୂଆଦିଲ୍ଲୀ: ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ର ଟପ୍ ପୋଷ୍ଟ ଅଳଙ୍କୃତ କରିଛନ୍ତି । ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ବା ପ୍ରିନସପାଲ୍ ସେକ୍ରେଟାରୀ ପଦରେ ତାଙ୍କୁ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ...
Read more








