Our Correspondent

ନମ୍ବର ଟୁ ମନ୍ତ୍ରୀଙ୍କ ନମ୍ବର ୱାନ୍ ଅହଂକାର !

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରରେ ସେ ହୋଇଛନ୍ତି ନମ୍ବର ଟୁ ମନ୍ତ୍ରୀ । ହାତରେ ଅର୍ଥ ଓ ଅବକାରୀ ବିଭାଗର ଦାୟିତ୍ୱ । ଗତ ଦୁଇ ପାଳିରେ ଶିଳ୍ପ ଓ ନଗର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ...

Read more

ସାମ୍ବାଦିକଙ୍କ ଉପରକୁ ଚିହିଁକି ଗଲେ, ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ନିର୍ବାଚନ ପ୍ରଚାର ଆଗମନ ପରିପ୍ରେକ୍ଷୀରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଚିହିଁକି ଯାଇ ହାତ ଉଠାଇଛନ୍ତି କେନ୍ଦ୍ରାପଡ଼ା ଏସପି ନୀତି ଶେଖର । ତାହା ପୁଣି ବିଜେଡ଼ିର ଦୁଇ ହେଭିୱେଟ୍ ଙ୍କ ଉପସ୍ଥିତିରେ ।...

Read more

ରମ୍ ମନ୍ଦିର ଭରସା !

ବରେନ୍ଦ୍ରକୃଷ୍ଣ ସାହୁ ମଦ କୌଣସି ସମସ୍ୟାର ସମାଧାନ ନୁହେଁ । ବରଂ ସମସ୍ୟାକୁ ଅଧିକରୁ ଅଧିକ ଜଟିଳ କରିଥାଏ । ତଥାପି କାହିଁକି କେଜାଣି ଲୋକେ ମଦ ପିଅନ୍ତି । ମଦକୁ ଏବେ କିଛି ଲୋକ ଘୃଣା କରୁଛନ୍ତି, କିନ୍ତୁ କିଛି...

Read more

ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶା ବିଜେପିର ଭୀଷ୍ମ ପିତାମହ କୁହାଯାଉଥିବା ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଆଜି ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି...

Read more

ମିଡ଼ିଆର ପୋଲ୍ ଖୋଲିଲେ ପ୍ରଭୁ ଚାୱାଲା

ଭୁବନେଶ୍ୱର: ମିଡ଼ିଆ ଯେଉଁଠି ଚେକ୍ ଲଗାଇବା କଥା, ଏବେ ତାହା ଉପରେ ନିର୍ଭରଶୀଳ । ସରକାର, କର୍ପୋରେଟ୍ ହାଉସ୍ ମାନଙ୍କର ଅନୁଗ୍ରହ ଉପରେ ମିଡ଼ିଆ ନିର୍ଭର କରୁଛି । ତେଣୁ ବର୍ତ୍ତମାନ ସ୍ଥିତିରେ ମିଡ଼ିଆଠାରୁ ନିରପେକ୍ଷ ସମ୍ବାଦ ଆଶା କରାଯାଇପାରିବନି ।...

Read more

ଦିଲ୍ଲୀ ସରକାରୀ ବଙ୍ଗଳା ଛାଡୁନାହାନ୍ତି ବୈଜୟନ୍ତ

ବୈଜୟନ୍ତ ରହୁଥିବା ବଙ୍ଗଳାରେ ରହିବେ ଅନୁଭବ ! ଭୁୁବନେଶ୍ୱର: ସାଂସଦ ପଦରୁ ବିଦାୟ ନେବାର ୧୩ ମାସ ବିତିଗଲାଣି । ଦିଲ୍ଲୀରେ ନିଜର ଗଣ୍ଡା ଗଣ୍ଡା ଘର, ଅଫିସ । ହେଲେ ୨-ମହାଦେବ ରୋଡ୍ ବଙ୍ଗଳାରୁ ମୋହ ତୁଟାଇ ପାରୁନାହାନ୍ତି ପୂର୍ବତନ...

Read more

ଆଉ ଅୟସ କରିବେନି ମନ୍ତ୍ରୀ !

ଭୁବନେଶ୍ୱର: ପଞ୍ଚମ ଥର ପାଇଁ ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଭିନ୍ନ ମୁଡ୍ ରେ ଉଭା ହୋଇଛନ୍ତି । ନିଜ ମନ୍ତ୍ରୀମାନଙ୍କ ଉପରେ ରଖିଛନ୍ତି କଡ଼ା ନଜର । ମନ୍ତ୍ରୀମାନେ ଭୁବନେଶ୍ୱରରେ ଅୟସ୍ ନ କରି ନିଜ ବିଭାଗ...

Read more
Page 798 of 1023 1 … 797 798 799 … 1,023