Our Correspondent

ପ୍ରତିଶ୍ରୁତି ପାଳିବାକୁ ହାତ ଖୋଲିଲେ: ୧. ୩୮ ଲକ୍ଷ କୋଟିର ବଜେଟ୍ ଆଣିବେ ରାଜ୍ୟ ସରକାର

ଭୁବନେଶ୍ୱର: ପଞ୍ଚମ ପାଳି ସରକାର ଗଠନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ପରିଷଦ ବୈଠକରେ ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ସଂକଳ୍ପ ନେଇଥିଲେ । ଦଳର ଇସ୍ତାହାରକୁ ନୀତିଗତ ଭାବେ ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଭାବେ ଅନୁମୋଦନ...

Read more

ଖରାଛୁଟି ବଢ଼ିଲା, ମନ୍ତ୍ରୀ ଜାଣିଲେନି

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକର ଖରାଛୁଟିକୁ ରାଜ୍ୟ ସରକାର ୨୫ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି । କେତେକ ଘରୋଇ ସ୍କୁଲ ଆଜି ଖୋଲିଥିବା ବେଳେ ଆସନ୍ତାକାଲି...

Read more

ବିଜେଡ଼ିର ବଦଳିଲାନି ଦିଲ୍ଲୀ ଆଭିମୁଖ୍ୟ

ଭୁବନେଶ୍ୱର: ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥା କହି ଆସୁଛନ୍ତି ବିଜେଡ଼ି ମୁଖିଆ ନବୀନ ପଟ୍ଟନାୟକ । ଅବଶ୍ୟ ସେଥିରେ ଗୋଟିଏ କ୍ଲଚ୍ ଯୋଡିଛନ୍ତି । ଓଡ଼ିଶାର ସ୍ୱାର୍ଥ ପାଇଁ ଯିଏ କାମ କରିବ ତାକୁ ବିଜେଡ଼ି ସମର୍ଥନ କରିବ ।...

Read more

୫୦୦ ଏଏସଓଙ୍କ ନିଯୁକ୍ତିକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଚିବାଳୟରେ ନିଯୁକ୍ତି ହେବାକୁ ଯାଉଛନ୍ତି ୫୦୦ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର(ଏଏସଓ) । ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ୫୦୦ ଜଣଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଞ୍ଜୁର କରିଛନ୍ତି । ଓପିଏସସି ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷା ଫଳ ଗତ...

Read more

କେନ୍ଦ୍ରାପଡ଼ାରେ ନବୀନ: ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ପାଟକୁରା ପ୍ରଚାରର ଶୁଭାରମ୍ଭ!

ଭୁୁବନେଶ୍ୱର: ପାଟକୁରା ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ପ୍ରଚାର ଆରମ୍ଭ ହୋଇଗଲାଣି । ରଣକୌଶଳ ଓ କର୍ମୀ ସମ୍ମିଳନୀରେ ବିଜେଡ଼ି ଆଗୁଆ ରହିଥିବା ବେଳେ ବିଜେପି ପ୍ରଚାର ଉପରେ ଗୁରୁତ୍ୱ ଦେଇଛି । ଭୁବନେଶ୍ୱରରେ ପାଇଥିବା ସଫଳତାକୁ...

Read more

୨୫ ପୂର୍ବରୁ ବିଜେଡ଼ିର ଥଇଥାନ ପୋଷ୍ଟିଂ

ରାଜ୍ୟସଭା ପ୍ରାର୍ଥୀ,ପ୍ରମୁଖ ସଂସ୍ଥା ମୁଖିଆଙ୍କ ନାଁ ଏକାସାଙ୍ଗେ ହୋଇପାରେ ଘୋଷଣା ଭୁବନେଶ୍ୱର: ଗୋଟିଏ ଥାକରେ ଘୋଷଣା ହେବ ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ମହିଳା କମିଶନ ଅଧ୍ୟକ୍ଷ, ଓଡ଼ିଶା ହାଉସିଂ ବୋର୍ଡ ଏବଂ ବିଡ଼ିଏ...

Read more

ନିତି ଆୟୋଗ ବୈଠକରେ ନବୀନ ଉଠାଇଲେ ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’

ଭୁୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟକୁ ଏକ ମାପକାଠି ଭାବେ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ...

Read more
Page 802 of 1023 1 … 801 802 803 … 1,023