ପିପିଲିରୁ ପୁଣି ମହାରଥୀ, ଦାମଙ୍କୁ ଫାଇଟ୍ ଦେବେ ରଘୁନନ୍ଦନ
ଭୁବନେଶ୍ୱର: ପିପିଲିରେ ପ୍ରଦୀପ ମହାରଥୀଙ୍କ ଉପରୁ ଭରସା ତୁଟାଇ ପାରିନାହାନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ପୁନର୍ବାର ସେଠାରୁ ପ୍ରାର୍ଥୀ କରାଯାଇଛି । ପିପିଲି ଗଣଦୁଷ୍କର୍ମ ମାମଲାରେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସେ ଅଡୁଆରେ ଥିଲେ ।...
Read more








