Our Correspondent

ଭୁବନେଶ୍ୱରରେ ବାଘ ଆତଙ୍କ

- ପଳାସପଲ୍ଲୀରେ ସଂଧ୍ୟାରୁ ପଡ଼ିଲା କବାଟ - କାରଗିଲ୍ ରାସ୍ତାରେ ଯିବାକୁ ଲୋକ ଡରିଲେ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହରରେ ବାଘ । କଥାଟି ନିହାତି ଅବିଶ୍ୱାସ ଲାଗୁଥିଲେ ବି ସତ । ସହରର ଅନ୍ୟତମ ଭିଆଇପି ଅଞ୍ଚଳ କୁହାଯାଉଥିବା ପଳାସପଲ୍ଲୀରେ...

Read more

ନିରଞ୍ଜନଙ୍କ କ୍ଷମତା ଅଙ୍କ

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ସ୍ଥାନକୁ ଖସିଥିବା କଂଗ୍ରେସ ଏଥର ଶାସନ କ୍ଷମତାକୁ ଫେରିବା ଆଶା ବାନ୍ଧିଛି । ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ଆଜି ବେଶ୍ ଦମ୍ଭର ସହ ଏକଥା କହିଛନ୍ତି । ମଝିରେ ମଝିରେ ଆଗରୁ ଏଭଳି କୁନ୍ଥେଇ...

Read more

ଯୁଗ୍ମ ସଚିବ ପଦବୀରେ ଦୋଷୀ ସାବ୍ୟସ୍ତ ଲାଞ୍ଚୁଆ ଅଫିସର

ଭୁବନେଶ୍ୱର: ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ହାତରେ ଧରାପଡ଼ିଥିଲେ । କୋର୍ଟ ଏହି ମାମଲାର ବିଚାର କରି ତାଙ୍କୁ ଦୋଷୀ ସାବ୍ୟସ୍ତ କଲେ । କୋର୍ଟ ରାୟ ଆସିବାର ୬ ମାସ ବିତିଗଲାଣି । ମାତ୍ର ସଂପୃକ୍ତ...

Read more

ରାଜନାଥ ନରମ, ଧର୍ମେନ୍ଦ୍ରଙ୍କ ତାତିରେ ବିଜେଡ଼ି ତାତିଲା

ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ହମଲାକୁ ନେଇ ବ୍ୟସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଆଜି ଓଡ଼ିଶା ଆସିଥିଲେ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବାକୁ । ଭଦ୍ରକ ରାଣୀତାଲରେ ଆୟୋଜିତ ଉତ୍ତର ଓଡ଼ିଶା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସେ ଉଦବୋଧନ...

Read more

ସହିଦଙ୍କ ପାଇଁ ଦୁଇ ମିନିଟ୍ ନିରବ

ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ହମଲାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ସମେତ ୪୦ ଜବାନଙ୍କ ପାଇଁ ଆଜି ଭାରତ କାନ୍ଦୁଛି । ଦେଶର କୋଣ ଅନୁକୋଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ସହିଦଙ୍କ ସ୍ମୃତିରେ କେଉଁଠି ମହମବତୀ ଜାଳି ଲୋକେ...

Read more

ଓଡ଼ିଆ ସହିଦଙ୍କୁ ଓଡ଼ିଶା ମାଟିରେ ସଲାମ, ସହାୟତା ରାଶି ୨୫ ଲକ୍ଷକୁ ବଢ଼େଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆତଙ୍କବାଦର ଶିକାର ଦୁଇ ଓଡ଼ିଆ ସହିଦ ପ୍ରସନ୍ନ କୁମାର ସାହୁ ଓ ମନୋଜ ବେହେରାଙ୍କ ପାର୍ଥିବ ଶରୀର ଆଜି ଜନ୍ମମାଟିକୁ ଅଣାଯାଇଛି । ବୀର ସହିଦଙ୍କ କଫିନ ଧରି ଦିଲ୍ଲୀରୁ ଆସିଥିବା ସ୍ୱତନ୍ତ୍ର ବିମାନ ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନ...

Read more

ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି; ସାରା ଦେଶ କାନ୍ଦିଲା,ଏକଜୁଟ ହେଲା

ନୂଆଦିଲ୍ଲୀ: ପୁଲୱାମା ଆତଙ୍କାବାଦୀ ହମଲାରେ ସହିଦ ହୋଇଥିବା ବୀର ଜବାନଙ୍କ ପାଇଁ ସାରା ଦେଶ କାନ୍ଦୁଛି । ୪୦ ଜଣ ବୀର ସନ୍ତାନଙ୍କୁ ହରାଇଥିବା ଦେଶବାସୀଙ୍କୁ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଏହା ଏକଜୁଟ କରିଦେଇଛି । “ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି,...

Read more
Page 833 of 1023 1 … 832 833 834 … 1,023