ଆସିଲା ‘କାଳିଆ ଛାତ୍ରବୃତ୍ତି’; ଚାଷୀପିଲା ମାଗଣାରେ ପଢ଼ିବେ ବୃତ୍ତିଗତ ପାଠ
କେନ୍ଦୁଝର: ଦୁଇ ମାସ ପରେ ସାଧାରଣ ନିର୍ବାଚନ । ଭୋଟରଙ୍କୁ ଆକୃଷ୍ଟ କରି ରଖିବାକୁ ବିଜେଡ଼ି ସରକାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି । ଯୋଜନା ପରେ ଯୋଜନା ଘୋଷଣା ଚାଲିଛି । ଏହିକ୍ରମରେ କେନ୍ଦୁଝର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ...
Read more








