ଇଏସ୍ଆଇ ହସ୍ପିଟାଲକୁ ନେଇ ମିଛ କହିଲେ ମୋଦୀ – କଂଗ୍ରେସ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗତକାଲିର ଓଡିଶା ଗସ୍ତ ଅବସରରେ ଏବଂ ଖୋର୍ଦ୍ଧା ଠାରେ ଇ.ଏସ୍.ଆଇ. ହସ୍ପିଟାଲକୁ ନେଇ ସାଧାରଣ ସଭାରେ ରଖିଥିବା ମନ୍ତବ୍ୟକୁ ଦୃଢ ବିରୋଧ କରିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ...
Read more








