Our Correspondent

ଅବସ୍ଥା ସଙ୍ଗୀନ, ଆହୁରି ୪୮ ଘଣ୍ଟା ବର୍ଷିବ

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ସାରା ରାଜ୍ୟ । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର ଆଦି ସହରରେ ନାହିଁ ନ ଥିବା ଅବସ୍ଥା । ଭୁବନେଶ୍ୱର ଓ କଟକରେ ଜଳବନ୍ଦୀ ହୋଇଛନ୍ତି ଶହ ଶହ ଲୋକ । ଗତ ରାତିରୁ...

Read more

ମୋଦିଙ୍କୁ ରାହୁଲ କୁଣ୍ଢେଇଲେ, ଆଖି ମାରିଲେ

ନୂଆଦିଲ୍ଲୀ: ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କୁଣ୍ଢେଇବା ଏବଂ ପରେ ରାହୁଲ ନିଜ ସିଟ୍ ରେ ବସି ଆଖି ମାରିବା ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ସାଂସଦର ଏହି ଦୁଇଟି ଦୃଶ୍ୟ...

Read more

ଟ୍ରକ୍ ଚଢ଼ିଗଲା, ୫ ସ୍କୁଲ ଛାତ୍ରଛାତ୍ରୀ ମୃତ

ଭଦ୍ରକ: ସ୍କୁଲ ଛୁଟି ପରେ ପିଲାମାନେ ହସଖୁସିରେ ଘରକୁ ଫେରୁଥିଲେ । ଆଉ ସେମାନଙ୍କ ଉପରେ ମାଡ଼ିଗଲା ଏକ ୧୦ ଚକିଆ ଟ୍ରକ । ଟ୍ରକ ଚକ ତଳେ ଚାପି ହୋଇ ୫ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଚାଲିଗଲା । ଆଉ...

Read more

ଟିଟୋର ପେଟ୍ରୋଲ୍ ପମ୍ପ ପଛରେ ଧର୍ମେନ୍ଦ୍ରଙ୍କ ହାତ !

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ପାରାଦ୍ୱୀପରେ ଗ୍ୟାଙ୍ଗଷ୍ଟର୍ ଟିଟୋ ନିଜ ପରିବାର ନାଁରେ ପେଟ୍ରୋଲ୍ ପମ୍ପ ହାତେଇବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ଅଙ୍ଗୁଳି ଉଠାଇଛି ବିଜେଡ଼ି । କ୍ରାଇବ୍ରାଞ୍ଚ ତଦନ୍ତକୁ ବାଟବଣା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ସିବିଆଇ ତଦନ୍ତର ଚାଲ୍...

Read more

ଟିଟୋ ମାମଲାରେ ସିବିଆଇ: ଗୁଣିଆ ନାଁ ଡାହାଣୀ ?

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଟିଟୋ ହାତେଇଥିବା ପେଟ୍ରୋଲ୍ ପମ୍ପର ସିବିଆଇ ତଦନ୍ତ ହେବ । ବିଭାଗୀୟ ମନ୍ତ୍ରୀଙ୍କ ସୁପାରିଶରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଆଇଓସିଏଲ୍ କୁ ଏହି ମାମଲାଟି ସିବିଆଇକୁ ହସ୍ତାନ୍ତର ପାଇଁ ପରାମର୍ଶ ଦେଇଥିବା ଆଇଓସିଏଲ୍ ଏକ ପ୍ରେସ୍ ବିବୃତିରେ ଜଣାଇଛି...

Read more

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ଭୁବନେଶ୍ୱର: ଲୋକସଭା ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଆଜି ଗ୍ରହଣ ହୋଇଛି । ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ସୂଚନା ମିଳିଛି । ଏଥିସହ ଦୀର୍ଘ ୧୮ ବର୍ଷର ସାଂସଦ ପଦକୁ ଆଜି...

Read more

ପ୍ରତିବାଦ ବଢ଼ିଲା, ଧର୍ମେନ୍ଦ୍ରଙ୍କ ନାଁରେ ଏତଲା

ଭୁବନେଶ୍ୱର: ଗଜପତିଙ୍କ ଦ୍ୱାରା ଛେରାପହଁରାକୁ ଝାଡୁ ମାରିବା ଓ ସ୍ୱଚ୍ଛ ଭାରତ ଅଭିଯାନ ସହ ତୁଳନା କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚାରିଆଡୁ ତୀବ୍ର ବିରୋଧ ହୋଇଛି । ସେ କାହାରି ସାର୍ଟିଫିକେଟ୍ ଦରକାର କରୁ ନ ଥିବା କହୁଥିଲେ ମଧ୍ୟ...

Read more
Page 889 of 1023 1 … 888 889 890 … 1,023