Our Correspondent

ନବୀନ ନନ୍ଦ ନିଖୋଜ

ଢ଼େଙ୍କାନାଳ: କୋଲକତା ଯାଇଥିବା ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ସେଠାରେ ନିଖୋଜ ହୋଇଯାଇଛନ୍ତି । ଆଜି ସକାଳୁ ତାଙ୍କର କୌଣସି ପତ୍ତା ମିଳୁନି । ନବୀନଙ୍କୁ ଖୋଜିବା ପାଇଁ ତାଙ୍କ ବଡ଼ପୁଅ ସମ୍ବିତ କୋଲକତା ଯାଇଛନ୍ତି । ସେକ୍ସପିୟର୍ ସାରଥୀ...

Read more

ଶ୍ରୀମନ୍ଦିର ବାବୁଙ୍କ ଉପରେ ଧର୍ମେନ୍ଦ୍ରଙ୍କ ତାଉ !

ଭୁବନେଶ୍ୱର: ଆପଣମାନେ ଉପରୋକ୍ତ ଭିଜୁଆଲ୍ କୁ ଦେଖନ୍ତୁ । ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଓ ତାଙ୍କ ସହଧର୍ମିଣୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଖବର ମିଛ ବୋଲି ଜଣାପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ବାବୁ(ଶ୍ରୀମନ୍ଦିର ପ୍ରଶାସକ)ଙ୍କ ଉପରେ କାହିଁକି କେଜାଣି...

Read more

ସୁଶାନ୍ତ ସିଂଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା

ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମନ୍ତବ୍ୟ ରାଜନୈତିକ ଝଡ଼ ସୃଷ୍ଟି କରିଛି । ଜଣେ ମନ୍ତ୍ରୀଙ୍କ ମୁହଁରୁ ଏଭଳି ଅବାନ୍ତର ଯୁକ୍ତି ବୁଦ୍ଧୀଜୀବୀମହଲକୁ ମଧ୍ୟ ଆନ୍ଦୋଳିତ କରିଛି । ମନ୍ତ୍ରୀଙ୍କର ଏହା ଅଜ୍ଞାନତା ଓ ମୂର୍ଖତା...

Read more

ବୈଜୟନ୍ତଙ୍କ ‘ଖୋଲାକଥା’ ପାଇଁ ସାମ୍ବାଦିକ ଆମଦାନି

ଭୁବନେଶ୍ୱର: ବୈଜୟନ୍ତଙ୍କ ଟିଭିର ‘ଖୋଲାକଥା’ରେ ଏଥର ଆସୁଛନ୍ତି ନିଜେ ବୈଜୟନ୍ତ ପଣ୍ଡା । ଜାତୀୟ ଟିଭିଗୁଡ଼ିକରେ ବୁଲି ବୁଲି ଇଣ୍ଟରଭ୍ୟୁ ଦେଲା ପରେ ନିଜର ଓଡ଼ିଆ ଟିଭି କଥା ତାଙ୍କର ମନେପଡ଼ିଛି । ଏଠାରେ ଆମେ ସୂଚେଇ ଦେବାକୁ ଚାହୁଁ କି ଓଡିଆ...

Read more

ବିଜେଡ଼ିରେ ମାନସଙ୍କୁ ପ୍ରିଣ୍ଟ, ସସ୍ମିତଙ୍କୁ ଇଲେକ୍ଟ୍ରୋନିକ୍ ମିଡ଼ିଆ ଦାୟିତ୍ୱ

ଭୁବନେଶ୍ୱର: ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡ଼ିଆ ପାଇଁ ବିଜୁ ଜନତା ଦଳ ପକ୍ଷରୁ ସଂଯୋଜକ ନିଯୁକ୍ତି କରାଯାଇଛି । ମାନସ ମଙ୍ଗରାଜଙ୍କୁ ଦଳର ପ୍ରିଣ୍ଟ ମିଡ଼ିଆ ସଂଯୋଜକ ଦାୟିତ୍ୱ ଦିଆଯାଇଥିବା ବେଳେ ସସ୍ମିତ୍ ପାତ୍ରଙ୍କୁ ଇଲେକ୍ଟ୍ରୋନିକ୍ ମିଡ଼ିଆ ସଂଯୋଜକ ଦାୟିତ୍ୱ ଦିଆଯାଇଛି...

Read more

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମହିଳାଙ୍କ ପାଇଁ ୭ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା

ଭୁବନେଶ୍ୱର: ରାଜ୍ୟର ମହିଳାମାନଙ୍କ ପାଇଁ ଖୁସି ଖବର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ମିଳିବ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଗତ ୧୨...

Read more

ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ: ୩ ମାସ ପରେ ଏହି ଖବର କାହିଁକି?

ଭୁବନେଶ୍ୱର: ମହାମାନ୍ୟ ରାଷ୍ଟ୍ରପତି କୋବିନ୍ଦ ଦମ୍ପତ୍ତି ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ ମାର୍ଚ୍ଚ ୧୮ ତାରିଖରେ । ଶ୍ରୀମନ୍ଦିର ଦର୍ଶନ ବେଳେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ତିନି ଜଣ ଖୁଣ୍ଟିଆ ମେକାପ୍ ସେବାୟତ ର୍ଦୁବ୍ୟବହାର କରିଥିଲେ । ତତକ୍ଷଣାତ ଏ ନେଇ ରାଷ୍ଟ୍ରପତି ଭବନ...

Read more
Page 893 of 1023 1 … 892 893 894 … 1,023