Our Correspondent

ବିଜେଡ଼ି ଛାଡ଼ିଲେ ବୈଜୟନ୍ତ; ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଦଳ ଚାଲେ ବୋଲି ମାନିଲେ

ଭୁବନେଶ୍ୱର: ଶେଷରେ ବିଜେଡ଼ିରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ଏକ ତିନିପୃଷ୍ଠିଆ ଚିଠି ଲେଖି ନିଜର ଇସ୍ତଫା ଜଣାଇଛନ୍ତି । ଏଥିସହ ସାଂସଦ ପଦରୁ ମଧ୍ୟ ସେ ଇସ୍ତଫା...

Read more

ମହାନଦୀ ଜବାବ ଦେଲେ ମୋଦି

କଟକ: ମହାନଦୀ ପ୍ରସଙ୍ଗ ନେଇ ଆଜି କଟକ ସମାବେଶରେ ଓଡ଼ିଶା ସରକାରଙ୍କୁ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାନଦୀ ନେଇ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ମୋଦି ଆରୋପ ଲଗାଇଛନ୍ତି । ନିଜେ ରାଜ୍ୟ ସରକାର...

Read more

ବିଜେପି ପାଇଁ ବିକ୍ରୀ ହେବାକୁ ନାମୀ ମିଡ଼ିଆ ସଂସ୍ଥା ବ୍ୟାକୁଳ !

ନୂଆଦିଲ୍ଲୀ: ଖବରଟି ମନକୁ ଥରେଇ ଦେଲା ଭଳି । ଟାଇମସ୍ ଗ୍ରୁପ, ଇଣ୍ଡିଆ ଟୁଡ଼େ ଗ୍ରୁପ୍, ଦୈନିକ ଭାସ୍କର, ଦୈନିକ ଜାଗରଣ, ଇଣ୍ଡିଆନ୍ ଏକ୍ସପ୍ରେସ୍, ହିନ୍ଦୁସ୍ଥାନ ଟାଇମ୍ସ, ଜୀ-ନିଉଜ୍, ଷ୍ଟାର ଇଣ୍ଡିଆ,ଏବିପି ଭଳି ଦେଶର ନାମୀ ମିଡ଼ିଆ ସଂସ୍ଥା ବିପୁଳ ଟଙ୍କା...

Read more

ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ନୂଆ ରାଜ୍ୟପାଳ

ଭୁବନେଶ୍ୱର: ପ୍ରଫେସର ଗଣେଶୀ ଲାଲ ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରୁ ତାଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ଓଡ଼ିଶା ଦାୟିତ୍ୱରେ ଥିବା ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କଠାରୁ ସେ ଦାୟିତ୍ୱଭାର...

Read more

ମହାନଦୀ ସୁରକ୍ଷା ଯାତ୍ରା ଶେଷ; ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ୧୬ ତାରିଖରେ ଝାରସୁଗୁଡ଼ାର ସୁଖାସୋଡାରୁ ଆରମ୍ଭ ହୋଇଥିବା ବିଜେଡ଼ିର ମହାନଦୀ ସୁରକ୍ଷା ମହାସଂଗ୍ରାମ ଯାତ୍ରା ଆଜି ପାରାଦ୍ୱୀପରେ ଶେଷ ହୋଇଛି । ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷଣ ଦେଇ ବିଜେପି ଉପରେ ଭୀଷଣ ବର୍ଷିଛନ୍ତି ।...

Read more

ତେଲ ତାତିରେ ଧର୍ମେନ୍ଦ୍ର ବାଉଳା

ଭୁବନେଶ୍ୱର: ପେଟ୍ରୋଲ୍ ଓ ଡିଜେଲ୍ ଦରବୃଦ୍ଧି ସାରା ଦେଶବାସୀଙ୍କୁ ହାହାକାର କରିଥିବା ବେଳେ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠି ଆସି କଅଁଳିଆ ଭାଷଣ ଦେଇଛନ୍ତି । ଆଜି ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଛନ୍ତି, ତମେ ତେଲ ଉପରୁ ଭାଟ୍ କମେଇଦିଅ...

Read more

ରଘୁଙ୍କୁ କ୍ୟାବିନେଟ୍ ପାହ୍ୟା ସହ ନିଗମ ଅଧ୍ୟକ୍ଷ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରେ ନିଯୁକ୍ତି ସହ କ୍ୟାବିନେଟ୍ ପାହ୍ୟାର ମର୍ଯ୍ୟାଦା ଦେଇଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଏହି ନିର୍ଦ୍ଦେଶାନାମା...

Read more
Page 900 of 1023 1 … 899 900 901 … 1,023