ଓରଟେଲ୍ ଅଫିସ ଉଚ୍ଛେଦ ଦାବିରେ ଆମରଣ ଅନଶନ
ଭୁବନେଶ୍ୱର: ଚନ୍ଦ୍ରଶେଖରପୁରସ୍ଥିତ ବିଡ଼ିଏ କଲୋନୀରେ ଥିବା ଓରଟେଲ୍ ଅଫିସ ସାମ୍ନାରେ ଆଜିଠାରୁ ଆମରଣ ଅନଶନ ଆରମ୍ଭ ହୋଇଛି । ସିଟିଜେନ୍ କମିଟି ପକ୍ଷରୁ ଅଜିତ୍ କୁମାର ଦାଶଙ୍କ ନେତୃତ୍ୱରେ ସ୍ଥାନୀୟ ବିଭିନ୍ନ ସଂଘ ଓ ସଂଗଠନର ପ୍ରତିନିଧିମାନେ ଏହି ଅନଶନରେ ବସିଛନ୍ତି...
Read more








