Our Correspondent

ପଣ୍ଡା ଇନଫ୍ରା ମାଲିକ ଗିରଫ,ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ପରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ ପୁଲିସ ଗିରଫ କରିଛି । ଏ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏହି ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ...

Read more

ସରକାରଙ୍କ ପଣ୍ଡା ଇନଫ୍ରା ପ୍ରୀତି; ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ି ଆଉ ଜଣେ ମଲେ

ଭୁବନେଶ୍ୱର: ବମିଖାଲ୍ ରେ ନିର୍ମାଣାଧୀନ ଓଭରବ୍ରିଜ୍ ପୁଣି ଥରେ ଭୁଶୁଡ଼ି ପଡ଼ିଛି । ରାତିରେ କାମ ଚାଲିଥିବା ବେଳେ ହଠାତ୍ ବ୍ରିଜ୍ ର ଲୁହା ରେଲିଂ ଭୁଶୁଡ଼ି ପଡ଼ିଥିଲା । ତଳେ କାମ କରୁଥିବା ଦୁଇ ଶ୍ରମିକ ସୁନ୍ଦରଗଡ଼ର ଅଜୟ ଭୌମିକ...

Read more

ମିଥ୍ୟା ସତ୍ୟପାଠ: ଫସିଲେ ବୈଜୟନ୍ତ, ଲାଗିଲା ଫୋର ଟୋଣ୍ଟି କେସ୍

- ମାମଲାକୁ ଗ୍ରହଣ କଲେ କେନ୍ଦ୍ରାପଡ଼ା ଏସଡ଼ିଜେଏମ୍ କୋର୍ଟ - ପୁଲିସକୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ,ଜୁଲାଇ ୧୫ ସୁଦ୍ଧା ତଦନ୍ତ ସରିବ କେନ୍ଦ୍ରାପଡ଼ା/ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆଉ ଏକ ବଡ଼ ଝଟକା । ଏଥର ଫୋର୍ ଟୋଣ୍ଟି କେସ୍...

Read more

‘ଅହିଂସା’କୁ ସମ୍ବିଧାନରେ ଯୋଡିବା ସପକ୍ଷରେ ନବୀନ, ରାଷ୍ଟ୍ରପତି ଭବନରେ ଉଚ୍ଚ ପ୍ରଶଂସିତ

ନୂଆଦିଲ୍ଲୀ: ଭାରତର ସମ୍ବିଧାନକୁ ସଂଶୋଧନ କରି ଏହାର ମୁଖବନ୍ଧ(ପ୍ରିଅମ୍ବୁଲ)ରେ ‘ଅହିଂସା’କୁ ସ୍ଥାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବ ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉପଲକ୍ଷେ ରାଷ୍ଟ୍ରପତି ଭବନରେ...

Read more

ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ; ବିଜେଡ଼ି ସହ ପର୍ଯ୍ୟବେକ୍ଷକ, ମିଡ଼ିଆ ପ୍ୟାନେଲିଷ୍ଟ

ଭୁବନେଶ୍ୱର: ନିକଟରେ ବିଜେଡ଼ିରେ ଯୋଗଦେଇଥିବା ଟାଣୁଆ ଯୁବନେତା ମାନସ ରଞ୍ଜନ ମଙ୍ଗରାଜଙ୍କୁ ଦଳରେ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ପାଇଁ ତାଙ୍କୁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି ମିଳିଥିବା ବେଳେ ବିଜୁ ଜନତା ଦଳ...

Read more

ବିଜେଡ଼ିର ‘ମହାନଦୀ ସୁରକ୍ଷା ଅଭିଯାନ’ ୧୬ରୁ

ଭୁବନେଶ୍ୱର: ମହାନଦୀ ସୁରକ୍ଷା ପାଇଁ ବିଜେଡ଼ିର ଦ୍ୱିତୀୟ ପର୍ଯ୍ୟାୟ ଜନ ଆନ୍ଦୋଳନ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ । ମହାନଦୀ ଅବବାହିକାରେ ଥିବା ୧୫ ଟି ଜିଲ୍ଲାରେ ଲୋକଙ୍କୁ ସାମିଲ କରି ବ୍ୟାପକ ଜନ ଜାଗରଣ ସୃଷ୍ଟି କରାଯିବ ।...

Read more

ମାନିକ୍ ସରକାରଙ୍କ ଓଡ଼ିଶା ଗସ୍ତକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ୍ ସରକାର ଆସନ୍ତା ୫ ତାରିଖ ସଂଧ୍ୟାରେ ଓଡ଼ିଶା ଆସୁଛନ୍ତି । ୬ ତାରିଖ ସକାଳ ସାଢ଼େ ଦଶଟା ବେଳେ ଜୟଦେବ ଭବନରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବେ । ସେଦିନ...

Read more
Page 906 of 1023 1 … 905 906 907 … 1,023