ବିବାଦ ତୁଟିଲା: କୁନ୍ଦୁଲି ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇନାହିଁ
ଭୁବନେଶ୍ୱର: କୁନ୍ଦୁଲିର ମୃତ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇ ନ ଥିଲା । କୋଲକତାସ୍ଥିତ କେନ୍ଦ୍ରୀୟ ଫରେନସିକ୍ ଲାବରେଟୋରି ପରୀକ୍ଷାରୁ ଏମିତିକା ଘଟଣାର ଚିହ୍ନବର୍ଣ୍ଣ ନାହିଁ । ନାବାଳିକାଙ୍କ ଅନ୍ତବସ୍ତ୍ରରେ ନ ଥିଲା କୌଣସି ପୁରୁଷର ସିମେନ୍ । ରାଜ୍ୟ ଫରେନସିକ୍ ଲାବରେଟୋରିର...
Read more








