Our Correspondent

ପ୍ରସାଦଙ୍କ ପାୱାର:୯ କଂଗ୍ରେସ ବିଧାୟକଙ୍କୁ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀରୁ ନିଜର ତାକତ୍ ଦେଖାଇଛନ୍ତି ପ୍ରସାଦ ହରିଚନ୍ଦନ । ଓଡ଼ିଶା ପାଇଁ ଆଜି ଘୋଷିତ ଏଆଇସିସିର ୭୮ ଜଣିଆ ସଭ୍ୟ ତାଲିକାରେ ୯ ଜଣ ବିଧାୟକଙ୍କୁ ସ୍ଥାନ ମିଳିନାହିଁ । ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରସାଦଙ୍କୁ ଖୋଲାଖୋଲି ଗାଳି କରୁଥିବା...

Read more

ଦଳୀୟ କ୍ଷମତାକୁ ଫେରିଲେ ରଘୁ ମହାନ୍ତି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଦୁଃଖ ଓ ପ୍ରତୀକ୍ଷାର ଅନ୍ତ ଘଟିଛି । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଶେଷରେ ତାଙ୍କୁ ତାଙ୍କର ପୁରୁଣା ଦାୟିତ୍ୱକୁ ଫେରାଇ ଆଣିଛନ୍ତି । ଦୀର୍ଘ ୬ ବର୍ଷ ପରେ ସଭାପତି ନବୀନ ପଟ୍ଟନାୟକ...

Read more

ବିଜେପୁର ସକ୍ ଟ୍ରିଟମେଣ୍ଟ! ଧର୍ମେନ୍ଦ୍ରଙ୍କ ସ୍ୱାଗତରେ କମ୍ପିବ ରାଜରାସ୍ତା

ଭୁବନେଶ୍ୱର: ପ୍ରଥମଥର ପାଇଁ ଏକ ଲମ୍ବା ବ୍ୟବଧାନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶା ଆସୁଛନ୍ତି । ଓଡ଼ିଶା ବିଜେପିର ଅଘୋଷିତ ସୁପ୍ରିମୋ, ପାୱାରଫୁଲ ଧର୍ମେନ୍ଦ୍ର ବିଜେପୁର ଉପନିର୍ବାଚନରେ ନିଜର ସମସ୍ତ ଶକ୍ତି ଖଟାଇ ବିଫଳ ହେବା ପରଠୁ ଓଡ଼ିଶା...

Read more

ଜେଲ୍ ଗଲେ ଜୟନାରାୟଣ

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ପୁଲିସ ଗିରଫ କରିଛି । ତାଙ୍କ ସହଯୋଗୀ ଶିବ ଦିୱାନ୍ ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । କୋର୍ଟରେ ଜାମିନ୍ ନାମଂଜୁର ହେବାରୁ ଉଭୟଙ୍କୁ ୧୪ ଦିନ...

Read more

ଟାର୍ଗେଟ୍ ପିସିସି ସଭାପତି..ଏଥର ପିଟାପିଟି

ଭୁବନେଶ୍ୱର: ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା । ଯେ କୌଣସି ମୁହୁର୍ତ୍ତରେ ତାଙ୍କ ଉପରେ ହୋଇପାରେ ଆକ୍ରମଣ । ବିରୋଧୀ ଗୋଷ୍ଠୀ ପକ୍ଷରୁ ତାଙ୍କୁ ଆକ୍ରମଣ କରାଯାଇ କଂଗ୍ରେସ ଭବନ ଦଖଲ ଯୋଜନା ହୋଇଛି ।...

Read more

ଦୋହଲିଗଲା ବିଜେପି ଗଡ଼

ନୂଆଦିଲ୍ଲୀ: ବିଜେପିକୁ ସାଂଘାତିକ ଝଟକା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଗୋରଖପୁରକୁ ଦଖଲ କରିଛନ୍ତି ଅଖିଳେଶ-ମାୟାବାତୀ ଯୋଡି । ଗୋରଖପୁର ଲୋକସଭା ଆସନରୁ ଲଗାତର ପାଞ୍ଚ ଥର ନିର୍ବାଚିତ ହୋଇଥିଲେ ଆଦିତ୍ୟ ଯୋଗୀ । ସେହିଭଳି ଉପମୁଖ୍ୟମନ୍ତ୍ରୀ କେଶବ...

Read more

ସୁକମା ମାଓ ହମଲାରେ ୯ ଯବାନ୍ ସହିଦ, ଓଡ଼ିଶାର ମନୋରଞ୍ଜନ

ଭୁବନେଶ୍ୱର: ସୁରକ୍ଷା ଦେଇପାରିଲାନି ସିଆରପିଏଫର ମାଇନ୍ ପ୍ରୋଟେକ୍ଟେଡ଼ ଭେଇକିଲ୍ । ମାଓବାଦୀ ଉଡ଼ାଇଦେଲେ ଗାଡ଼ିଟିକୁ । ଛତିଶଗଡ଼ ସୁକମା ଜଙ୍ଗଲରେ ଆଜି ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରି ସିଆରପିଏଫ ଯବାନଙ୍କ ଗାଡ଼ିକୁ ଉଡାଇ ଦେଇଛନ୍ତି । ଏଥିରେ ୯ ଯବାନଙ୍କର ମୃତ୍ୟୁ...

Read more
Page 917 of 1022 1 … 916 917 918 … 1,022