Our Correspondent

ରାଜ୍ୟସଭା ଯିବେ ସୌମ୍ୟ, ଅଚ୍ୟୁତ, ପ୍ରଶାନ୍ତ !

ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେଡ଼ି ତିନି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି । ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ନାଁ ଘୋଷଣା କରିବେ । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟସଭାର ଏହି ତିନି ପ୍ରାର୍ଥୀ ହେଉଛନ୍ତି...

Read more

ବିଜେଡ଼ିରେ ବିଲୀନ ସୌମ୍ୟ; ନବୀନ କୋଳେଇଲେ ‘ପଟ୍ଟନାୟକ ପରିବାର’କୁ

ଭୁବନେଶ୍ୱର: ‘ଆମ ଓଡ଼ିଶା ପାର୍ଟି’ ର ସଭାପତି, ‘ସମ୍ବାଦ’ ସମ୍ପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୋଇଁ ସୌମ୍ୟରଂଜନ ପଟ୍ଟନାୟକ ଆଜି ବିଜେଡ଼ିରେ ମିଶିଛନ୍ତି । ସକାଳ ୧୧ଟାରେ ନବୀନ ନିବାସରେ ଆୟୋଜିତ ଭବ୍ୟ ମିଶ୍ରଣ ପର୍ବରେ...

Read more

ଧର୍ମେନ୍ଦ୍ରଙ୍କ ଗଜା ନିଶକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାଣିରେ କିଛି କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଆଗରୁ ବହଳା, ତାଗଡ଼ା ନିଶ ରଖୁଥିବା ଧର୍ମେନ୍ଦ୍ର ଏବେ ତାକୁ ପତଳା କରିଦେଇଛନ୍ତି । କିଶୋର ମୁହଁରେ କଅଁଳୁଥିବା ନିଶ ଭଳିଆ ହୋଇଯାଇଛି ଧର୍ମେନ୍ଦ୍ରଙ୍କର ନିଶ...

Read more

ବିଜେଡ଼ି ମିଶ୍ରଣ ପର୍ବ ସସପେନସ୍

ଭୁବନେଶ୍ୱର: ଆସନ୍ତାକାଲି କିମ୍ବା ପଅରଦିନ ବିଜେଡ଼ିରେ ଏକ ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟ ଦଳର ଜଣେ ଦି ଜଣ ବଡ଼ ମୁଣ୍ଡ ବିଜେଡ଼ିରେ ଯୋଗଦେବେ ବୋଲି ସୂଚନା ମିଳିଛି । ତେବେ ସେଇ ବଡ଼ମୁଣ୍ଡ କିଏ...

Read more

ନବୀନଙ୍କ ଖୁସି ପସରା: ଦାମଙ୍କ ପୁଅ ଦଳ ସେକ୍ରେଟେରି

ଭୁବନେଶ୍ୱର: ଡାକ୍ତର ଦାମୋଦର ରାଉତ ଏଣିକି ଟିଭି କ୍ୟାମେରା ଦେଖିଲେ ଏଣୁତେଣୁ ଗପି ନ ପାରନ୍ତି । ବିଜେଡ଼ି କି ସୁପ୍ରିମୋଙ୍କ କାର୍ଯ୍ୟକଳାପକୁ ଅଙ୍ଗୁଳି ଉଠାଇ ଢ଼ଗ ଛାଡ଼ି ନ ପାରନ୍ତି । ତୁଣ୍ଡରେ ବାଡ଼ବତା ନ ଥିବା ଦାମଙ୍କ ପାଇଁ...

Read more

ଜୁଏଲ୍ ଙ୍କ ଏଣ୍ଟ୍ରି, ଧର୍ମେନ୍ଦ୍ର ସାଇଡଲାଇନଡ୍ ?

ଭୁୁବନେଶ୍ୱର: ଓଡ଼ିଶାରେ ବିଜେପିର ଅଘୋଷିତ ନେତୃତ୍ୱ ଦାୟିତ୍ୱରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଇଡଲାଇନ କରାଯାଇଥିବା ଚର୍ଚ୍ଚା ଜୋର୍ ହୋଇଛି । ଧର୍ମେନ୍ଦ୍ରଙ୍କ ପତିଆରାର ପରୀକ୍ଷା ଥିଲା ବିଜେପୁର ଉପନିର୍ବାଚନ । ମାତ୍ର ସେଥିରେ ସେ ଫେଲ୍ ମାରିଲେ । ତାଙ୍କ ପତିଆରା...

Read more

ବିଜେପୁର: କଂଗ୍ରେସର ୧୫ ଲକ୍ଷ ଦଳୀୟ ପାଣ୍ଠିରୁ ୪ ଲକ୍ଷ ହଡ଼ପ୍ !

ଭୁବନେଶ୍ୱର: ବିଜେପୁରରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ଦଳୀୟ ପାଣ୍ଠିରୁ ମଂଜୁର ହୋଇଥିଲା ସର୍ବମୋଟ ୩୦ ଲକ୍ଷ ଟଙ୍କା । ପୋଷ୍ଟର ଓ ବ୍ୟାନର୍ ପାଇଁ ୧୫ ଲକ୍ଷ ଓ ହାତଖର୍ଚ୍ଚ ପାଇଁ ୧୫ ଲକ୍ଷ ।...

Read more
Page 920 of 1022 1 … 919 920 921 … 1,022