Our Correspondent

ତ୍ରିପୁରାରେ ବିଜେପିକୁ ବହୁମତ, ନାଗାଲାଣ୍ଡରେ ବି କରିସ୍ମା

ନୂଆଦିଲ୍ଲୀ: ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ଫଳ ଆସିଛି । ତ୍ରିପୁରାରେ ଶାସକ ବାମପନ୍ଥୀ ଦଳ ବିଜେପିଠାରୁ ଚିତପଟାଙ୍ଗ ମାରିଛି । ଅପରାହ୍ନ ୪ଟା ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ ନିର୍ବାଚନ ହୋଇଥିବା ୫୯ଟି ବିଧାନସଭା ଆସନରୁ ବିଜେପି...

Read more

ନବୀନଙ୍କ ସରପ୍ରାଇଜ୍: ପ୍ରଫୁଲ୍ଲଙ୍କୁ ପୂର୍ତ୍ତ, ନିରଞ୍ଜନଙ୍କୁ ଜଳସମ୍ପଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ହାତରୁ ପୂର୍ତ୍ତ ଓ ଜଳସମ୍ପଦ ବିଭାଗ ଛାଡ଼ି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ଓ ଜଳସମ୍ପଦ ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଅନ୍ୟ ମନ୍ତ୍ରୀଙ୍କ...

Read more

ମିସନ୍ ଫେଲ୍; ବୈଜୟନ୍ତଙ୍କୁ ବଜ୍ର ଚଡ଼କ

ଭୁବନେଶ୍ୱର: ବରପାଲୀର କୁମ୍ଭାରୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ଫିଙ୍ଗାଯିବା ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ କୁଆଡ଼େ ବୈଜୟନ୍ତ ପଣ୍ଡା । ତାଙ୍କର ପୁରୁଣା ବିଶ୍ୱସ୍ତ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଜରିଆରେ ଏହା କାର୍ଯ୍ୟକାରୀ କରାଇଥଲେ ବୋଲି ବିଶ୍ୱସ୍ତ ସୂତ୍ରରୁ...

Read more

ବିଜେପୁରରେ ବିଜେପିକୁ ମାଷ୍ଟରଷ୍ଟ୍ରୋକ୍

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପରାଜୟକୁ ବିଲକୁଲ ବିଶ୍ୱାସ କରିପାରୁନି ବିଜେପି । ୪୧ ହଜାରରୁ ଅଧିକ ବ୍ୟବଧାନରେ ହାରିବା ନେତାମାନଙ୍କୁ ଭାରି କଷ୍ଟ ଦେଇଛି । ବିଜେପୁର ଫଳ ବାହାରିବା ପରଠୁ କୋଳାହଳମୟ ରାଜ୍ୟ ବିଜେପି ଅଫିସ ଖାଁ ଖାଁ ହୋଇଯାଇଛି...

Read more

ଶ୍ୱଶୁର ସ୍ପଷ୍ଟ କଲେ: ପ୍ରସାଦ କାଲିଠୁ ଇସ୍ତଫା ଦେଲେଣି

ଭୁବନେଶ୍ୱର: ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ସ୍ପଷ୍ଟ ହୋଇଛି । ଗତକାଲି ସେ ତାଙ୍କର ଇସ୍ତଫାପତ୍ର ହାଇକମାଣ୍ଡଙ୍କ ପାଖକୁ ପଠାଇ ଦେଇଛନ୍ତି । ପ୍ରସାଦଙ୍କ ଶ୍ୱଶୁର ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଆଜି ଏହା ସ୍ପଷ୍ଟ...

Read more

ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଚର୍ଚ୍ଚା

ଭୁବନେଶ୍ୱର: ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା । ଏ ସମ୍ପର୍କରେ ନିଜେ ପ୍ରସାଦ ମୁହଁ ଖୋଲି ନ ଥିବାରୁ ସତ୍ୟତା ଜଣାପଡ଼ିନାହିଁ । ତେବେ ପ୍ରସାଦ ତାଙ୍କ ଇସ୍ତଫାପତ୍ର ହାଇକମାଣ୍ଡଙ୍କ ପାଖକୁ ପଠାଇଦେଇଥିବା...

Read more

ସିବିଆଇ ଖଣ୍ଡା: କାର୍ତ୍ତିଙ୍କ ପରେ ବୈଜୟନ୍ତଙ୍କ ପାଳି !

ଭୁବନେଶ୍ୱର: ଆଇଏନଏକ୍ସ ମିଡ଼ିଆର ବେଆଇନ ଅର୍ଥ କାରବାର ମାମଲାରେ ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମ୍ ଙ୍କ ପୁଅ କାର୍ତ୍ତିଙ୍କୁ ଗିରଫ କରିଛି । ଇନ୍ଦ୍ରାଣୀ ମୁଖାର୍ଜୀ ଓ ପିଟର ମୁଖାର୍ଜୀଙ୍କ ସଂସ୍ଥା ଆଇଏନଏକ୍ସକୁ ବେଆଇନ ଭାବେ ବିଦେଶୀ ପୁଂଜି ଯୋଗାଡ଼ କରିବାରେ...

Read more
Page 921 of 1022 1 … 920 921 922 … 1,022