Our Correspondent

ବିଜେପି ଦ୍ୱାରରେ ବୈଜୟନ୍ତ !

- ଧର୍ମେନ୍ଦ୍ରଙ୍କ ସ୍କ୍ରିପ୍ଟ୍ ବୈଜୟନ୍ତଙ୍କ ମୁହଁରେ -୨୪ ଲକ୍ଷର ପାଣିଟାଙ୍କି ଉଦଘାଟନ ପାଇଁ କୋଟିଏ ଖର୍ଚ୍ଚ ! ଭୁବନେଶ୍ୱର: ବିଜେଡ଼ିରୁ ଏକଘରିକିଆ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ଡ୍ରାମାବାଜି ବୁହୋଳ ପାଣିଟାଙ୍କି ଉଦଘାଟନ ପର୍ବ ଧରାପକେଇ ଦେଇଛି । ସମଗ୍ର ଘଟଣାରେ...

Read more

ସେଇ ମାୟାରେ ବାୟା: ଚାଙ୍ଗା ହେଲେ ରମା

ଭୁବନେଶ୍ୱର: ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂ ଆଜି ଔପଚାରିକ ଭାବେ ବିଜେଡ଼ି ଛାଡ଼ିଛନ୍ତି । ୨୦୧୪ ନିର୍ବାଚନରେ ବିଜେଡ଼ି ତାଙ୍କୁ ଟିକେଟ ଦେଇଥିଲା । ମାତ୍ର ଦଳର ବିଦ୍ରୋହୀ ପ୍ରାର୍ଥୀ ଉମା ସାମନ୍ତରାୟଙ୍କଠାରୁ ସେ ପରାସ୍ତ ହୋଇଥିଲେ । ନିର୍ବାଚନ...

Read more

ପାଣିଟାଙ୍କି ଉଦଘାଟନର ବି ଲାଇଭ୍

ଭୁବନେଶ୍ୱର: ନିଶ୍ଚନ୍ତକୋଇଲି ବ୍ଲକ୍ ବୁହୋଳ ଗ୍ରାମରେ ଏକ ପାଣିଟାଙ୍କିକୁ ସ୍ଥାନୀୟ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଉଦଘାଟନ କରିଛନ୍ତି । ଏକ ମାମୁଲି ପାଣିଟାଙ୍କି ଉଦଘାଟନ ପର୍ବକୁ ପ୍ରଥମ ଥର ପାଇଁ ତିନି ତିନିଟି ଚାନେଲ୍ ଲାଇଭ୍ ପ୍ରସାରଣ କରିଛନ୍ତି ।...

Read more

ବାଟ ହୁଡ଼ିଲେଣି ଆନ୍ନା !

ଭୁବନେଶ୍ୱର: ସାମୟିକ ନିର୍ବାସନ ପରେ ମନ୍ତ୍ରୀପଦକୁ ଫେରିଥିବା ସୂର୍ଯ୍ୟନାରାୟଣ ପାତ୍ର ଓରଫ୍ ଆନ୍ନା ଏଥର ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । କେତେବେଳେ କ’ଣ କହୁଛନ୍ତି ଏବଂ କ’ଣ କରୁଛନ୍ତି ତାର ଥଳକୂଳ ନାହିଁ । ଦାମୋଦର ରାଉତଙ୍କ ଭଳି ଆଜିକାଲି ତାଙ୍କ ମୁଣ୍ଡ...

Read more

ବୈଜୟନ୍ତ ବାଟବଣା! ନିଶ୍ଚିନ୍ତକୋଇଲିରୁ ତୃତୀୟ ମହଲା

- ଅଞ୍ଚଳ ନେତାଙ୍କ ବିରୋଧ ଯୋଗୁଁ ସାଂସଦ ଘାଇଲା - ବିଜେପିର ଉଧାରି ଡାଇଲଗ୍ ଖାପିଲେ - ନିର୍ଦ୍ଦିଷ୍ଟ ଟିଭିର ଅହେତୁକ ଆଗ୍ରହ ଭୁବନେଶ୍ୱର: ନଈ ନ ଦେଖୁଣୁ ଲଙ୍ଗଳା । ସାମାନ୍ୟ ଜଣେ ସାଂସଦଙ୍କ ପାଣିଟାଙ୍କି ଉଦଘାଟନ ପୂର୍ବର ରାଜନୈତିକ...

Read more

ବିଜେପୁର ଫାୟାରିଂ: ବିଜେଡ଼ି-ବିଜେପି ନିର୍ବାଚନୀ ନାଟ

ଭୁବନେଶ୍ୱର: ବିଜେପୁରରେ କିଏ ଗୁଳି ଫୁଟାଇଲା ତାହାକୁ ନେଇ ବିଜେଡ଼ି-ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେପି ସିଧାସଳଖ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଆସାମୀ କରିଦେଇଛି । ସୁଶାନ୍ତଙ୍କ ନିର୍ଦ୍ଦେଶରେ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମନୋରଂଜନ ମେହେରଙ୍କ ଘର ଉପରକୁ ଗୁଳିମାଡ଼ ହୋଇଛି...

Read more

ଏଭଳି ପୁଲିସଙ୍କୁ ବଦଳି ଦଣ୍ଡ ଯଥେଷ୍ଟ କି ?

ଭୁବନେଶ୍ୱର: ସମସ୍ତଙ୍କ ସାମନାରେ ଉତ୍ପାତ କଲେ । ସାମ୍ବାଦିକଙ୍କୁ ପିଟିଲେ । କ୍ୟାମେରା ଭାଙ୍ଗି ମୋବାଇଲ୍ ଛଡ଼ାଇନେଲେ । ଆଉ ଏହାର ପ୍ରତିକ୍ରିୟାରେ ଦଣ୍ଡ ମିଳିଲା ଥାନାରୁ ହେଡକ୍ୱାଟରକୁ ବଦଳି । ତାଳବଣିଆ ଥାନାର ଆଇଆଇସି ଥିଲେ । ଏବେ ପୁରୀ...

Read more
Page 933 of 1022 1 … 932 933 934 … 1,022