Our Correspondent

ନବୀନଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ ବୈଜୟନ୍ତ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଖବର ତିଆରି କରି ତାକୁ ପ୍ରଚାର କରିଥିଲେ ବିଜେଡ଼ି ସାଂସଦ । ଓଡ଼ିଶାରେ ନୁହେଁ ଦିଲ୍ଲୀରେ ଖେଳ ଖେଳିଥିଲେ । ଦିଲ୍ଲୀରେ କାଟତି ରଖିଥିବା ଏହି ସାଂସଦ କୁଆଡ଼େ ବୈଜୟନ୍ତ ପଣ୍ଡା । ସୋସିଆଲ୍...

Read more

ମହାରଥୀଙ୍କ ଏ କି ରୂପ ?

ଭୁବନେଶ୍ୱର: ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀ ଯାତ୍ରା ପାର୍ଟି ମାଲିକ ବେଶରେ ଆଜି ପ୍ରେସ୍ ମିଟ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ଚର୍ଚ୍ଚାର ବିଷୟ ହୋଇଛି । ଯାତ୍ରାକୁ ପ୍ରଶାସନର ଅସହଯୋଗ ଓ ବିନା କାରଣରେ ଯାତ୍ରା ପରିବେଷଣର ଅନୁମତି...

Read more

ଖୁସି ନା ହତାଶାର ଟୁଇଟ୍ ?

- ବୈଜୟନ୍ତଙ୍କ ବିରୋଧରେ ଅସନ୍ତୋଷ ବ୍ୟାପିଲା: ମାହାଙ୍ଗା ପରେ ମହାକାଳପଡ଼ା - ବହିଷ୍କାର ଦାବି, ମୁଖ୍ୟମନ୍ତ୍ରୀ କହିଲେ ବିଚାର କରାଯିବ ଭୁବନେଶ୍ୱର: ମେଳିରେ ବିଫଳ ବୈଜୟନ୍ତ ପଣ୍ଡା ନିଜ ମୁହଁ ବଞ୍ଚାଇବାକୁ ନୂଆ ଚାଲ୍ ଖେଳିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଷ୍ଣବ...

Read more

ଏକା ହୋଇଗଲେ ବୈଜୟନ୍ତ

- ଫୁସୁକିଗଲା ମେଳି - ନବୀନ ଦରବାରରେ ବୈଷ୍ଣବ, ନବୀନ ନନ୍ଦ ଭୁବନେଶ୍ୱର: ଏକା ହୋଇଗଲେ ବୈଜୟନ୍ତ ପଣ୍ଡା । ଯୁଦ୍ଧ କରିବେ କ’ଣ ଆରମ୍ଭରୁ ଚୋଟ ଖାଇଯାଇଛନ୍ତି । ତୃତୀୟ ମହଲାକୁ ନିଶାନା କରି ବିଜେଡ଼ିରେ ଆରମ୍ଭ କରିଥିବା ମେଳି...

Read more

ହେଲିକପ୍ଟର ବୁଲା ଋଣ ସୁଝିଲେ

ଭୁୁବନେଶ୍ୱର: ଗତ କେତେ ମାସ ଧରି ହେଲିକପ୍ଟରର ମଜା ନେଉଥିବା ନବୀନ ନନ୍ଦ ଆଜି ବୈଜୟନ୍ତଙ୍କୁ ସମର୍ଥନ ଜଣାଇ ତୃତୀୟ ମହଲା ବିରୋଧରେ ତାଙ୍କ ଟିଭିରେ ବାହାରିଛନ୍ତି । ଦଳ ଠିକ୍ ଭାବେ ଚାଲୁନି ଏବଂ ମୁଖ୍ୟମନ୍ତ୍ରୀ ଅନ୍ଧାରରେ ରହୁଛନ୍ତି ।...

Read more

ପଣ୍ଡା-ପାଣ୍ଡିୟାନ୍: ଚାଲୁଣି କହୁଛି ଛୁଞ୍ଚିକୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ୍ ଙ୍କ ପିଛା ପଡ଼ିଛନ୍ତି ବୈଜୟନ୍ତ ପଣ୍ଡା । ନିଜେ ପାଣ୍ଡିୟାନ୍ ଙ୍କ ନାଁ ନେବାକୁ ଡରୁଥିବା ବୈଜୟନ୍ତ ନିଜ ଟିଭିରେ କିନ୍ତୁ ତାଙ୍କ ନାଁ, ଗାଁ, ଚାକିରି, ଠିକଣା ଖୋଳିଲେଣି ।...

Read more

ଭୟଙ୍କର ଷଡ଼ଯନ୍ତ୍ର: ବିଜେଡ଼ିକୁ ଫାଳ ଫାଳ କରିବେ ବୈଜୟନ୍ତ !

ଭୁବନେଶ୍ୱର: ବିଜେଡ଼ିକୁ ଫାଳ ଫାଳ କରିବାକୁ ସାଂସଦ ବୈଜୟନ୍ତ ପଣ୍ଡା ଭୟଙ୍କର ଷଡ଼ଯନ୍ତ୍ର ରଚିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ, ତୃତୀୟ ମହଲାକୁ ଅସ୍ତ୍ର କରି ସେ ଅସନ୍ତୁଷ୍ଟ ବିଜେଡ଼ି ନେତାଙ୍କୁ ମନାଇବେ । ଆଉ ଜଣ ଜଣ...

Read more
Page 932 of 1022 1 … 931 932 933 … 1,022