ରମେଶ ଜେନାଙ୍କ ସପକ୍ଷରେ ବାହାରିଲେ ପ୍ରସାଦ
ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନିରବତା ଭାଙ୍ଗି ପ୍ରସାଦ ହରିଚନ୍ଦନ ଶେଷରେ ରମେଶ ଜେନାଙ୍କ ସପକ୍ଷରେ ବାହାରିଛନ୍ତି । ରମେଶଙ୍କୁ ରାତିଅଧିଆ ଗିରଫଦାରି ପ୍ରତିବାଦରେ ଆସନ୍ତାକାଲି ବ୍ରହ୍ମପୁର ଆଇଜି ଅଫିସ ଘେରାଉକୁ ସେ ସମର୍ଥନ ଘୋଷଣା କରିଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ ଏହି ଆନ୍ଦୋଳନକୁ...
Read more








