କୋଉଟା ସତ? ଦାସ ନା ଦାସବର୍ମା
ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପାଜେରୋ ବିବାଦରେ ଛନ୍ଦି ହୋଇଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ତଥାକଥିତ କେଳେଙ୍କାରୀର ଆଉ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଯାହା ପାଜେରୋ ବିବାଦଠାରୁ ବି ଆହୁରି ସାଂଘାତିକ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ନିର୍ବାଚନ ପ୍ରାର୍ଥୀପତ୍ର...
Read more








