ଡି ବ୍ରଦର୍ସ ଲିଙ୍କ୍: ଅଜୁଙ୍କ ସ୍କର୍ପିଓ ଚଢ଼ୁଥିବା ବାପି ମାନିଲେ
ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଓଡ଼ି ୦୫ ଏଫ୍-୦୦୦୧ ନମ୍ବର ଗାଡ଼ିଟି ଡି-ବ୍ରଦର୍ସ ଲିଙ୍କଡ୍ ଅଜୟ ବାରିକଙ୍କର । ସେହି ଗାଡ଼ିଟିକୁ ଛାତ୍ର ବିଜେଡ଼ି ସଭାପତି ତଥା ବିଧାୟକ ବ୍ୟୋମକେଶ ଓରଫ୍ ବାପି ରାୟ ଚଢ଼ୁଥିଲେ । ଏହି ସତଟିକୁ ଆଜି ବାପି ରାୟ...
Read more








