ତ୍ରିମୂର୍ତ୍ତି ଫେଲ୍, ବବି ପାସ୍
ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଅଧ୍ୟାପକଙ୍କ ଯୁକ୍ତ ଦୁଇ ଖାତା ଦେଖା ବର୍ଜନ ଆନ୍ଦୋଳନରେ ଝାଳନାଳ ହୋଇଗଲେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ବିକଳ୍ପ ବ୍ୟବସ୍ଥା କରି ଅଧିକ ଅଡୁଆକୁ ଡାକି ଆଣିଲେ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ କମିଟି ଅଧ୍ୟାପକଙ୍କ ଆନ୍ଦୋଳନ...
Read more








