Our Correspondent

ବିଷ୍ଣୁଙ୍କ ଗାଲରେ ଚୂନ

ଭୁବନେଶ୍ୱର: ବିଷ୍ଣୁ ଦାସଙ୍କୁ ରାଜ୍ୟସଭାରୁ ହଟାଇ ନବୀନ ନାଲିବତୀ ଧରାଇଛନ୍ତି । ରାଜ୍ୟସଭାରେ ତାଙ୍କର ୯ ମାସ ଅବଧି ନ ପୂରୁଣୁ ନବୀନଙ୍କର ଏହି କ୍ୟାବିନେଟ୍ ଲଡୁ ପଛର ରହସ୍ୟ କାହାରିକୁ ବୁଝାପଡୁନି । ରାଜ୍ୟ ସରକାର ଅନେକ ଗୁଡ଼ାଏ ଯୋଜନା...

Read more

ସମ୍ ନିଆଁ: ଲୋକେ ଭୁଲିଗଲେ କଥା ସରିଲା

ଭୁବନେଶ୍ୱର: ବିଭାଗର ମନ୍ତ୍ରୀଙ୍କୁ ବଳି ପକାଗଲା । ହେଲେ ଅଫିସରଙ୍କୁ ମିଳିଲା ସୁରକ୍ଷା । ଆଜିକୁ ଠିକ୍ ୫ ମାସ ପୂରିଥିବା ସମ୍ ଅଗ୍ନିକାଣ୍ଡ ଘଟଣାକୁ ସରକାର ପୂରା ଭୁଲିଗଲେଣି । ତଦନ୍ତ ରିପୋର୍ଟ ଆସିଲାନି, ମୃତ୍ୟୁ ସଂଖ୍ୟା ରିପୋର୍ଟ ଆସିଲାନି...

Read more

ପେଟ୍ରୋଲ୍ ଧର୍ମେନ୍ଦ୍ରଙ୍କର !

ଭୁବନେଶ୍ୱର() ଆଇନ ମନ୍ତ୍ରୀ ଅରୁଣ ସାହୁ ଏବଂ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କର ଯତିପାତ ଏବେ ଜମିଛି । ଗୋଟେ ସମୟରେ ଦୁହିଁଙ୍କ ଭିତରେ ନାକ ଟେକାଟେକି ଚାଲିଥିଲା । ହେଲେ ଏବେ ସେଇ ପରିସ୍ଥିତି ନାହିଁ । ଭାରି ହସଖୁସିରେ...

Read more

ଫୁଟାଣି ଆଉ କେତେ ଦିନ ?

ଭୁବନେଶ୍ୱର: ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳରୁ ଆମ ବିଜେଡ଼ି ବାବୁମାନେ ବହୁତ ଶିଖିବାର ଅଛି । ସବୁକଥାରେ ଗାଲୁ ପେଲି ଅହଂକାରର ଫୁଟାଣି ମାରୁଥିବା ବିଜେଡ଼ିବାଲା ୟୁପିରୁ ଶିକ୍ଷାଲାଭ ନ କଲେ ୨୦୧୯ ବେଳକୁ ମାଟି କାମୁଡ଼ିବା ଥୟ ହେବ । ସବୁଠାରୁ...

Read more

ମହାରଥୀ ଆଉ କାନ୍ଦନ୍ତୁନୁ

ଭୁବନେଶ୍ୱର: ବରଗଡ଼ କେନ୍ଦପାଲି ଗାଁର ଚାଷୀ ହାଡୁ ବଗର୍ତ୍ତୀଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଡ୍ରାମାବାଜି ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କ ହୃଦୟ ଥରାଇଦେଇଛି । ନିଜ ମୁଣ୍ଡରୁ ଅପବାଦ ଖସାଇବା ପାଇଁ ଶାସନ ଓ ପ୍ରଶାସନ କୁତ୍ସିତ କାର୍ଯ୍ୟ...

Read more

ମୁଁ ପୂରା ସୁସ୍ଥ ଅଛି : ନବୀନ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍ ଅଛି ବୋଲି ଗଣମାଧ୍ୟମକୁ କହିଛନ୍ତି । ଦେହ ଠିକ୍ ଥିବାରୁ ବାହାରକୁ ଯିବାର ଆବଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।...

Read more

ଗୁଜବ ହେଇଥିଲେ ଗୁରୁଚାଣ୍ଡାଳ

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ନାରଦନିଉଜ ଡଟ୍ କମ୍ ନାମକ ଗଣମାଧ୍ୟମ ଏକ ସ୍ପର୍ଶକାତର ଓ ଚାଞ୍ଚଲ୍ୟ ସୃଷ୍ଟିକାରୀ ଖବର ପ୍ରକାଶ କରିଛି । ସେଥିରେ କୁହାଯାଇଛି, ନବୀନ ଲିଭର୍ ସୋରିଆସିସ୍ ରୋଗରେ କିଛି ବର୍ଷ ଧରି...

Read more
Page 985 of 1022 1 … 984 985 986 … 1,022