Wednesday, March 4, 2026 08:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିରଞ୍ଚି ସାହୁ ଖସି ଯିବେନି ତ ?

by Our Correspondent
04 Aug, 2021- 06:03 PM
in Latest News, News
1 min read
0
ବିରଞ୍ଚି ସାହୁ ଖସି ଯିବେନି ତ ?

ଭୁୁବନେଶ୍ୱର: କୋଟିପତି ପିଏସ୍ ବିରଞ୍ଚି ସାହୁ ଚାକିରିରୁ ତଡ଼ା ଖାଇଥିବା ସବୁ ଗଣମାଧ୍ୟମରେ ଖବର ହୋଇଛି । ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା କୁହାଯାଇଛି । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ମିଡ଼ିଆକୁ ଏହି ସୂଚନା ଦିଆଯାଇ ନାହିଁ । ତେବେ ସେ ଯାହା ହେଉ, ବିରଞ୍ଚି ସାହୁ ଚାକିରିରୁ ତଡ଼ା ଖାଇବା ଅପରିହାର୍ଯ୍ୟ ଏଥିରେ କାହାର ଦ୍ୱିମତ ନଥିଲା ବେଳେ ନିର୍ଦ୍ଦିଷ୍ଟ ନୀତି ନିୟମ ବ୍ୟତିରକେ ସରକାରଙ୍କ ତରବରିଆ କାର୍ଯ୍ୟାନୁଷ୍ଠାନ(ଯଦି ସତ ହୋଇଥାଏ) ଅନେକଙ୍କ ମନରେ ସଂଶୟ ସୃଷ୍ଟି କରିଛି । ଏଭଳି କାର୍ଯ୍ୟାନୁଷ୍ଠାନରୁ ବିରଞ୍ଚି ଖସି ଯାଇପାରନ୍ତି ବୋଲି ସେମାନଙ୍କର ଆଶଙ୍କା ।

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପିଏସ୍ ପଦରେ ଦୀର୍ଘ ୨୬ ବର୍ଷ ଧରି ଚାକିରି କରି ଆସୁଥିବା ବିରଞ୍ଚି ସାହୁଙ୍କ ଘରେ ଭିଜିଲାନସ୍ ଚଢ଼ାଉ କରି ସାଢ଼େ ତିନି କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି । ଚାକିରି କରାଇବା ନାଁରେ ଆଶାୟୀଙ୍କଠାରୁ ସେ ମୋଟା ଅଙ୍କର ଟଙ୍କା ଆଦାୟ କରିଥିବା ଜଳ ଜଳ ଦିଶୁଛି । ଭିଜିଲାନସ୍ ତାଙ୍କୁ ଗିରଫ କରିଛି ଏବଂ ଆଜିଠାରୁ ୪ ଦିନିଆ ରିମାଣ୍ଡରେ ନେଇ ପଚରା ଉଚୁରା କରୁଛି ।

ଏଭଳି ଅସାଧୁ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବା ମେଜର୍ ପେନାଲିଟିସ୍ ନିମନ୍ତେ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ସିସିଏ)ରୁଲସ୍,୧୯୬୨ର ରୁଲ୍ ୧୫ ରେ ବ୍ୟବସ୍ଥା ଅଛି । ଏଥିରେ ସଂପୃକ୍ତ କର୍ମଚାରୀ(ଡେଲିକୁଏଣ୍ଟ)ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାର ତରିକା ସ୍ପଷ୍ଟ ଉଲ୍ଲେଖ ରହିଛି ।

ଏଭଳି କ୍ଷେତ୍ରରେ ଶୃଙ୍ଖଳାଗତ କର୍ତ୍ତୃପକ୍ଷ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ଆଧାରରେ ଚାର୍ଜସିଟ୍ ପ୍ରସ୍ତୁତ କରିବେ, ପକ୍ଷ ରଖିବାକୁ ଅନ୍ତତଃପକ୍ଷେ ୧୦ ଦିନ ସମୟ ଦେବେ । ବିରଞ୍ଚିଙ୍କ କ୍ଷେତ୍ରରେ ଏହା ନ ହୋଇଥିଲେ ଏଥିରୁ ଖସିବା ପାଇଁ ସେ କୋର୍ଟର ଆଶ୍ରୟ ନେଇପାରନ୍ତି । ଏବଂ କୋର୍ଟରେ ନିଜ ସପକ୍ଷରେ ରାୟ ଆଣିବା ବି ଅସମ୍ଭବ ନୁହେଁ ।

ଅତୀତରେ ପିପିଲି ବେବିନା ମୃତ୍ୟୁ ଘଟଣାରେ ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟ ସରକାରଙ୍କ ତରବରିଆ ନିଷ୍ପତ୍ତିର ସୁଯୋଗରେ ହାଇକୋର୍ଟରୁ ଖସି ଆସିଥିଲେ । ସିସିଏ ରୁଲସ୍,୧୯୬୨ ଠିକ୍ ଭାବେ ଅନୁପାଳନ ହୋଇ ନ ଥିବାରୁ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ ଏବଂ ତାଙ୍କ ଚାକିରି ବଞ୍ଚିଯାଇଥିଲା । ବିରଞ୍ଚିଙ୍କ କ୍ଷେତ୍ରରେ ଏହାର ପୁନରାବୃତ୍ତି ନ ହେବା ଦରକାର । ଦୋଷୀ କଠୋର ଶାସ୍ତି ନ ପାଇଲେ ଏଭଳି ଘଟଣାରେ ପୂର୍ଣ୍ଣଚ୍ଛେଦ ପଡ଼ିବ ନାହିଁ ।

Previous Post

ଟୋକିଓ ଅଲିମ୍ପିକ୍ସ: ପୁରୁଷ ହକି ସେମି ଫାଇନାଲ୍ ରେ ହାରିଲା ଭାରତ

Next Post

ନିୟମ ପାଳନରେ ଢ଼ିଲା କଲେ ପୁଣି ଲକଡାଉନ୍: ମୁଖ୍ୟମନ୍ତ୍ରୀ

Next Post
ନିୟମ ପାଳନରେ ଢ଼ିଲା କଲେ ପୁଣି ଲକଡାଉନ୍: ମୁଖ୍ୟମନ୍ତ୍ରୀ

ନିୟମ ପାଳନରେ ଢ଼ିଲା କଲେ ପୁଣି ଲକଡାଉନ୍: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA