Wednesday, March 11, 2026 08:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୯୮୮୧ ଭୋଟରେ ଜିତିଲେ ସୂର୍ଯ୍ୟବଂଶୀ ସୂରଜ

ଧାମନଗର ଉପନିର୍ବାଚନରେ ବିଜେଡି ଚିତପଟାଙ୍ଗ

by Our Correspondent
06 Nov, 2022- 06:01 PM
in Latest News, News
1 min read
0
୯୮୮୧ ଭୋଟରେ ଜିତିଲେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର: ଧାମନଗର ଆସନ ବଜାୟ ରଖିଲା ବିଜେପି । ଉପନିର୍ବାଚନରେ ବିଜେପିକୁ ହରାଇ ପାରିଲାନି ଶାସକ ବିଜୁ ଜନତା ଦଳ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କର ନିକଟତମ ବିଜେଡି ପ୍ରତିଦ୍ୱନ୍ଦୀ ଶ୍ରୀମତୀ ଅବନ୍ତୀ ଦାସଙ୍କୁ ୯,୮୮୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ବିଜେଡି ବିଦ୍ରୋହୀ ରାଜେନ୍ଦ୍ର ଦାସ ୮,୧୫୩ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ଅମାନତ ଉଡିଯାଇଛି । ମାତ୍ର ୩,୫୬୧ ଖଣ୍ଡ ଭୋଟ ପାଇଛନ୍ତି । ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ମିଳିଛି ୪୯୭ ଖଣ୍ଡ ଭୋଟ । ନୋଟାରେ ପଡ଼ିଛି ୬୫୦ ଭୋଟ ।

କାହାର କେତେ ଭୋଟ

ଶ୍ରୀମତୀ ଅବନ୍ତୀ ଦାସ(ବିଜେଡି)-୭୦,୪୭୦
ସୂର୍ଯ୍ୟବଂଶୀ ସୂରଜ(ବିଜେପି)- ୮୦, ୩୫୧
ବାବା ହରେକୃଷ୍ଣ ସେଠୀ(କଂଗ୍ରେସ)-୩,୫୬୧
ରାଜେନ୍ଦ୍ର ଦାସ(ସ୍ୱାଧୀନ)-୮,୧୫୩
ପବିତ୍ର ମୋହନ ଦାସ(ସ୍ୱାଧୀନ) – ୪୯୭
ନୋଟା- ୬୫୦

ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଭୋଟ ଗଣତି । ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ସୂରଜ ଆଗରେ ଚାଲିଥିଲେ । ପ୍ରତି ରାଉଣ୍ଡରେ ସେ ବିଜେଡି ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗକୁ ବଢ଼ୁଥିଲେ । ମଝିରେ ଦୁଇଟି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାମାନ୍ୟ ଅଧିକ ଭୋଟ ପାଇଥିଲେ । ତେବେ ରାଉଣ୍ଡ ବଢ଼ିବା ସହିତ ଉଭୟଙ୍କ ମଧ୍ୟରେ ଭୋଟ ବ୍ୟବଧାନ ବଢ଼ି ଚାଲିଥିଲା । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ।

ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀ ୮୦,୧୧୧ ଭୋଟ ପାଇଥିଲା ବେଳେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ମିଳିଥିଲା ୭୫, ୪୮୬ ଭୋଟ । କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଜେନା ପାଇଥିଲେ ୭,୩୦୩ ଭୋଟ ।

ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ଯୋଗୁଁ ଏଠାରେ ଉପନିର୍ବାଚନ ହୋଇଥିଲା । ସ୍ୱର୍ଗତ୍ ସେଠୀଙ୍କ ପୁଅ ୨୭ ବର୍ଷୀୟ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଥିଲା ବେଳେ ବିଜେଡି, ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ମୁହଁ ଭାବେ ଶ୍ରୀମତୀ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା । ବିଜେଡିରୁ ଟିକେଟ ଆଶାୟୀ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ ।

୨୦୧୯ ସାଧାରଣ ନିର୍ବାଚନ ପରେ ଧାମନଗରକୁ ମିଶାଇ ଏ ପର୍ଯ୍ୟନ୍ତ ୫ ଟି ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ୪ଟି ଆସନରେ ବିଜେଡି ପ୍ରାର୍ଥୀଙ୍କର ଜିତାପଟ ହୋଇଥିଲା । ସେଥିମଧ୍ୟରୁ ବାଲେଶ୍ୱର ଆସନଟି ପୂର୍ବରୁ ବିଜେପି ହାତରେ ଥିଲେ ମଧ୍ୟ ଉପନିର୍ବାଚନରେ ବିଜେଡି ତାହାକୁ ଛଡ଼ାଇ ଆଣିଥିଲା । ଏବେ ଧାମନଗରରେ କିନ୍ତୁ ସେଭଳି ସ୍ଥିତି ରହିଲା ନାହିଁ । ବିଜେଡିକୁ ଉପନିର୍ବାଚନ ପରାଜୟ ବରଣ କରିବାକୁ ପଡ଼ିଛି ।

Previous Post

ଛାତି ଧଡ୍ ଧଡ୍; କାଲି ଧାମନଗର ରେଜଲ୍ଟ

Next Post

ବିଜେଡିକୁ ଭାରି ପଡ଼ିଲା ବିଦ୍ରୋହ

Next Post
ବିଜେଡିକୁ ଭାରି ପଡ଼ିଲା ବିଦ୍ରୋହ

ବିଜେଡିକୁ ଭାରି ପଡ଼ିଲା ବିଦ୍ରୋହ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA