Friday, January 16, 2026 11:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଟ୍ରମ୍ପଙ୍କ ଆଡ଼ଭାଇଜରୀ ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଛି: ବିଜେଡି

by Our Correspondent
23 Jun, 2025- 07:58 PM
in Latest News, News
0
ଟ୍ରମ୍ପଙ୍କ ଆଡ଼ଭାଇଜରୀ ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଛି: ବିଜେଡି

ଭୁବନେଶ୍ୱର: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳାଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଡ଼ଭାଇଜରୀ, ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଥିବାରୁ ବିଜୁ ଜନତା ଦଳ ଉଦ୍ବେଗ ପ୍ରକାଶ କରିଛି ।
ଶଙ୍ଖଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ଦଳର ଓ ବିସିସେଲ୍ର ଆବାହକ ଡ଼ ଅରୁଣ କୁମାର ସାହୁ, ଦଳରଉପସଭାପତିଶ୍ରୀସଞ୍ଜୟକୁମାରଦାସବର୍ମା ଓ ଦଳରବରିଷ୍ଠସାଧାରଣସମ୍ପାଦିକାଶ୍ରୀମତୀଟୁକୁନିସାହୁବିଜେପିକ୍ଷମତାକୁ ଆସିବା ପରେରାଜ୍ୟରେ ଆଇନ ଶୃଙ୍ଖଳାବିପର୍ଯ୍ୟସ୍ତହୋଇଛିବୋଲିକହିବାସହିତବିଜୁମହିଳାଜନତା ଦଳଜୁଲାଇମାସ ପ୍ରଥମ ସପ୍ତାହରୁରାଜ୍ୟବ୍ୟାପୀଆନେ୍ଦାଳନ କରିବବୋଲିସୂଚନା ଦେଇଥିଲେ ।
ଡ଼ ଅରୁଣକୁମାରସାହୁକହିଥିଲେ, ରାଜ୍ୟବିଜେପିସରକାର ପ୍ରତ୍ୟେକକ୍ଷେତ୍ରରେ ଚରମ ଅବହେଳାକରୁଥିବାରୁ, ଓଡିଶା ଆଜିବିଶ୍ୱରେ ଲଜ୍ଜିତ ଓ ନିନ୍ଦିତହେଉଛି ।ଆମେରିକାରରାଷ୍ଟ୍ରପତିଡୋନାଲ୍ଡଟ୍ରମ୍ପଙ୍କତରଫରୁ ନିକଟରେଜାରିକରାଯାଇଥିବା ଏକ ଟ୍ରାଭେଲ ଆଡ଼ଭାଇଜରୀରେଓଡିଶାସମେତଭାରତର ୬ଟି ରାଜ୍ୟକୁ ଯିବାକୁସେମାନଙ୍କ ନାଗରିକମାନଙ୍କୁବାରଣକରାଯାଇଛି ।ଏହିରାଜ୍ୟଗୁଡିକରେ ଅଧିକସଂଖ୍ୟାରେମହିଳାମାନେ ଦୁଷ୍କର୍ମରଶିକାରହେଉଥିବା ଓ ଉଗ୍ରବାଦ ଉପଦ୍ରବ ଅଞ୍ଚଳ ଭାବେଚିହ୍ନିତହୋଇଥିବାରୁ, ଏଭଳି ନିଦେ୍ର୍ଦଶନାମାଜାରିକରାଯାଇଛି । ଆମେରିକାରରାଷ୍ଟ୍ରପତିଙ୍କ ଦ୍ୱାରାଜାରିକରାଯାଇଥିବା ନିଦେ୍ର୍ଦଶନାମା ଆମରାଜ୍ୟ ପାଇଁ ଲଜ୍ଜାଓ ଅପବାଦ ଆଣିଛି ।ଓଡ଼ିଆ ଅସ୍ମିତାରସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବାଓ ଏକବର୍ଷ ପୂର୍ତ୍ତିରେ ନିଜସଫଳତାରଡିଣ୍ଡିମ ପିଟୁଥିବାରାଜ୍ୟବିଜେପିସରକାରଙ୍କମୁହଁରେଏହାକାଳିବୋଳି ଦେଇଛି ଓ ଓଡ଼ିଆ ଅସ୍ମିତାଭୃଲୁଣ୍ଠିତହୋଇଛି ।ରାଜ୍ୟରମନ୍ତ୍ରୀମାନେ ଟ୍ରମ୍ପଙ୍କ କଥାକୁ ପ୍ରତିବାଦ କରିବା ପରିବର୍ତ୍ତେ, ପ୍ରଧାନମନ୍ତ୍ରୀଏହାରସଫେଇ ଦେବାର ଆବଶ୍ୟକତାରହିଛି ।ଟ୍ରମ୍ପଙ୍କ କଥାକୁବିଜେପିସର୍ବଦା ଗୁରୁତ୍ୱଦେଇଆସୁଥିବାବେଳେଏବେଏହି ଆଡ଼ଭାଇଜରୀକୁନେଇକେନ୍ଦ୍ରସରକାରଚୁପ୍କାହିଁକି?ରାଜ୍ୟରେ ଏକ ଦୁର୍ବଳସରକାର ଥିବାରୁ, ଅପରାଧୀମାନେ ନିର୍ଭୟରେ ଅପରାଧ ଘଟାଉଛନ୍ତି । ଏହାକୁନେଇବିଜୁଜନତା ଦଳ ଉଦ୍ବେଗ ପ୍ରକାଶକରିବାସହିତବିଭିନ୍ନକାର୍ଯ୍ୟକ୍ରମମାଧ୍ୟମରେସରକାରଙ୍କୁଚେତାବନୀ ଦେଇଆସୁଛି ।କିନ୍ତୁ, ସରକାରକେବଳଉତ୍ସବରେମାତିଛନ୍ତି । ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ, ଓଡିଶା ଦେଶର ଅଷ୍ଟମ ଅପରାଧ ପ୍ରବଣରାଜ୍ୟଓ ମହିଳାବିରୋଧୀ ଅପରାଧ କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟଭାବେସ୍ଥାନ ପାଇବାଓଡିଶା ପାଇଁ ଲଜ୍ଜାରବିଷୟ ।
ଶ୍ରୀସଞ୍ଜୟକୁମାରଦାସବର୍ମାକହିଥିଲେ, ନବୀନ ପଟ୍ଟନାୟକଙ୍କସରକାରସମୟରେଜାତୀୟ ଓ ଆନ୍ତର୍ଜାତୀୟସ୍ତରରେଓଡିଶାପ୍ରଶଂସାସାଉଁଟି ଥିବାବେଳେ,ଏବେବିଜେପିସରକାରରାଜ୍ୟ ପାଇଁ ନିନ୍ଦାଓ ଅପବାଦ ଆଣୁଛନ୍ତି ।ବିପର୍ଯ୍ୟୟ ପରିଚାଳନାକ୍ଷେତ୍ରରେଓଡ଼ିଶାମିଳିତଜାତିସଂଘ ଦ୍ୱାରା ପ୍ରଶଂସିତହୋଇଥିଲା । ସେହିପରି ଦୁଇ ଦୁଇ ଥର ହକିବିଶ୍ୱକପ ଆୟୋଜନ କରି ଓ ଥରେଏସିଆନ ଆଥଲେଟିକଚାମ୍ପିୟାନସିପ ଆୟୋଜନ କରିବିଶ୍ୱକ୍ରୀଡାମାନଚିତ୍ରରେଓଡ଼ିଶାଏକ ସ୍ୱତନ୍ତ୍ର ସ୍ଥାନ ହାସଲକରିଥିଲା ।ବିଧାନସଭାରେରାଜ୍ୟସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବାଶ୍ୱେତପତ୍ର ଅନୁଯାୟୀ, ୨୦୨୪ରେ ୩୦୫୪ ଦୁଷ୍କର୍ମହୋଇଛି, ଯାହା ପୂର୍ବବର୍ଷତୁଳନାରେ ୮% ଅଧିକ । ଆଜି ଏକ ସମୀକ୍ଷାକାର୍ଯ୍ୟକ୍ରମରେଓଡ଼ିଶାରମାନ୍ୟବରରାଜ୍ୟପାଳତାଙ୍କବକ୍ତବ୍ୟରେଓଡ଼ିଶାରେସାଇବର ଅପରାଧ ବୃଦ୍ଧି ପାଇଥିବାନେଇ ଉଦ୍ବେଗ ପ୍ରକାଶକରିଛନ୍ତି ।ସରକାରୀଯୋଜନାବାବଦରେସରକାରୀକର୍ମଚାରୀମାନେ ମଧ୍ୟ ଅବଗତ ନାହାନ୍ତି ।ରାଜ୍ୟର ୯୫%ଲୋକସରକାରୀଯୋଜନାବିଷୟରେ ଅବଗତ ନାହାନ୍ତିବୋଲିରାଜ୍ୟପାଳଙ୍କମନ୍ତବ୍ୟସରକାରଙ୍କ ଅପରାଗପଣିଆକୁ ପଦାରେ ପକାଇଛିା
ଶ୍ରୀମତୀଟୁକୁନିସାହୁକହିଥିଲେ, ନବୀନ ସରକାରଙ୍କସମୟରେମହିଳାମାନଙ୍କ ସମ୍ମାନ ବୃଦ୍ଧିପାଇଁସେମାନଙ୍କୁସ୍ୱାବଲମ୍ୱୀକରିବାସହିତଏକ୍ସପୋଜରଭିଜିଟକାର୍ଯ୍ୟକ୍ରମରେବିଦେଶ ଭ୍ରମଣକାର୍ଯ୍ୟକ୍ରମକରାଯାଉଥିଲା ।କିନ୍ତୁ, ବିଜେପିସରକାର ଆସିବା ପରେ ପ୍ରତିଦିନ ୧୫ ଜଣ ମହିଳାଦୁଷ୍କର୍ମରଶିକାରହେଉଛନ୍ତି ।ମହିଳାମାନଙ୍କୁସୁରକ୍ଷା ପ୍ରଦାନରେରାଜ୍ୟସରକାରଙ୍କବିଫଳତାକୁନେଇବିଜୁମହିଳାଜନତା ଦଳ ତରଫରୁଜୁଲାଇମାସ ପ୍ରଥମ ସପ୍ତାହରୁରାଜ୍ୟବ୍ୟାପୀଆନେ୍ଦାଳନକରାଯିବ ।

Previous Post

ଆସ୍କାରେ ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶ

Next Post

ମହାପ୍ରଭୁଙ୍କ ମାଦକ ଚୋରି: ମିଛ କହି ଫାଙ୍କିଦେଲେ ଆଇନମନ୍ତ୍ରୀ

Next Post
ମହାପ୍ରଭୁଙ୍କ ମାଦକ ଚୋରି: ମିଛ କହି ଫାଙ୍କିଦେଲେ ଆଇନମନ୍ତ୍ରୀ

ମହାପ୍ରଭୁଙ୍କ ମାଦକ ଚୋରି: ମିଛ କହି ଫାଙ୍କିଦେଲେ ଆଇନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA