ଭୁବନେଶ୍ୱର: ୨୦୨୪ ନିର୍ବାଚନକୁ ଆଖିରେ ରଖି ବିଜେପି ସାଂଗଠନିକ ସ୍ତରରେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ କରିଛି । ଆଜି ୪ଟି ରାଜ୍ୟରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି...
ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ଛୋଟ ଅଦଳବଦଳ କରିଛନ୍ତି । ଯାମିନୀ ଷଡ଼ଙ୍ଗୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିଦେ୍ର୍ଦଶକ ଭାବେ ବଦଳି...
ଭୁବନେଶ୍ୱର: ମହାରାଷ୍ଟ୍ରରେ ଗତବର୍ଷ ଉଦ୍ଧବ ଠାକୁରଙ୍କ ବିରୋଧରେ ତାଙ୍କର ଖାସ୍ ସହଯୋଗୀ ଏକନାଥ ସିନ୍ଦେ ବିଦ୍ରୋହ ଘୋଷଣା କରି ଶିବସେନାକୁ ଭାଙ୍ଗି ଦେଇଥିଲେ । ବିଜେପି(ଏନଡିଏ) ପଟକୁ...
ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ନେବାର ତିନି ମାସ ବିତିଯାଇଥିଲେ ମଧ୍ୟ ମନମୋହନ ସାମଲଙ୍କ ନୂଆ ଟିମ୍ ଗଠନ ହୋଇପାରିନାହିଁ । କେନ୍ଦ୍ରୀୟ ନେତୃତ୍ୱ...
ଭୁବନେଶ୍ୱର: ଆଜି 'ଓଡ଼ିଶା ମୋ ପରିବାର' ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ,...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଙ୍କର ଦୁଇଦିନିଆ ଜଗତସିଂହପୁର ଗସ୍ତ ଶେଷ ହୋଇଛି । ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସେ...
ଭୁବନେଶ୍ୱର: ବାସ୍ତବତା କ'ଣ ତାହା ବିଳମ୍ବରେ ହେଲେ ବି ସମ୍ଭବତଃ ବୁଝିଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କ ବିରୋଧରେ ସାଂସଦ...
MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA