Wednesday, April 8, 2026 03:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପଶ୍ଚିମ ଓଡ଼ିଶାରେ ନବୀନ ସୋ’-୨

ସୁନ୍ଦରଗଡ଼ ଜିଲ୍ଲାକୁ ୫ ହଜାର କୋଟିର ପ୍ରକଳ୍ପ ଭେଟି

by Our Correspondent
16 Feb, 2021- 12:47 PM
in Latest News, News
1 min read
0
ପଶ୍ଚିମ ଓଡ଼ିଶାରେ ନବୀନ ସୋ’-୨

ବିର୍ସା ମୁଣ୍ଡାଙ୍କ ନାଁରେ ହକି ଷ୍ଟାଡିୟମ୍

ରାଉରକେଲା/ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ଫୋକସ୍ କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି । ଆଜି ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଆସି ୧୬୮ ଟି ପ୍ରକଳ୍ପ ଉଦଘାଟନ କରିଥିବା ବେଳେ ୨୪୦ ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ରାଉରକେଲା ବିପିୟୁଟି ପରିସରରେ ଦେଶର ସର୍ବବୃହତ୍ତ ହକି ଷ୍ଟାଡିୟମ୍ ନିର୍ମାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିର୍ସା ମୁଣ୍ଡାଙ୍କ ନାଁରେ ଏହା ନାମିତ ହେଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ୧୫ ଏକର ଜମି ଉପରେ ନିର୍ମିତ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍ ରେ ଏକକାଳୀନ ୨୦ ହଜାର ଦର୍ଶକ ବସିବାର ବ୍ୟବସ୍ଥା ହେବ । ୨୦୨୩ ବିଶ୍ୱକପ ହକି ଏହି ଷ୍ଟାଡିୟମ୍ ରେ ହିଁ ଖେଳାଯିବ । ଏଥିସହ ୧୭ଟି ଯାକ ବ୍ଲକ୍ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ୧୭ଟି ଆଷ୍ଟ୍ରୋ ଟର୍ଫ ।

ଜିଲ୍ଲା ପାଇଁ ୪୯୧୫ କୋଟି ପ୍ରକଳ୍ପ ମଧ୍ୟରେ ରହିଛି ପାନୀୟ ଜଳ ପାଇଁ ୧୬୧୧ କୋଟି, ଜଳସେଚନ ୩୨୦ କୋଟି, ସ୍ୱାସ୍ଥ୍ୟସେବା ୧୧୧ କୋଟି, ରାସ୍ତାଘାଟର ବିକାଶ ୧୦୬୦ କୋଟି, ଶିକ୍ଷା ୩୬୬ କୋଟି, ପରିମଳ ୨୫୦ କୋଟି, ଜୀବିକା ବିକାଶ ୨୧୬ କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି, ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ୩୮ କୋଟି, ଭିତ୍ତିଭୂମି ଉନ୍ନୟନ ୬୭ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୩୫ କୋଟି, ପରିବେଶ ସୁରକ୍ଷା ୧୨ କୋଟି, ଦକ୍ଷତା ବିକାଶ ୧୫ କୋଟି ଏବଂ କ୍ରୀଡ଼ା ପାଇଁ ୧୨୦ କୋଟି ।

ସୂଚନାଯୋଗ୍ୟ, କୋଭିଡ୍ ମହାମାରୀ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଜିଲ୍ଲା ଗସ୍ତରେ ବାହାରି ଗତ ଜାନୁଆରୀ ୧୪ ତାରିଖରେ କଳାହାଣ୍ଡି ଆସିଥିଲେ । ଇନ୍ଦ୍ରାବତୀ ବହୁମୁଖୀ ଜଳସେଚନ ପ୍ରକଳ୍ପ ସମେତ ୨୦୮୫ କୋଟି ଟଙ୍କାର ୧୦୬ ପ୍ରକଳ୍ପ କଳାହାଣ୍ଡିବାସୀଙ୍କୁ ଭେଟି ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କର ରାଉରକେଲା ଗସ୍ତକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ବିଜେଡ଼ି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଥିଲା । ରାଉରକେଲା ସମେତ ଜିଲ୍ଲାର ୧୭ ବ୍ଲକ୍ ରେ ୧୭ ମନ୍ତ୍ରୀ ଓ ୭୦ ବିଧାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାର ଦାୟିତ୍ୱ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇବାକୁ ରାଉରକେଲା ସହରର ୧୦ଟି ଜାଗା ସମେତ ଜିଲ୍ଲାର ସବୁ ପଞ୍ଚାୟତର ୧୨୦ ଟି ଜାଗାରେ ଲାଗିଥିଲା ଏଲଇଡି ।

Previous Post

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୦୦ କୋଟି

Next Post

ରାଉରକେଲାରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ….

Next Post
ରାଉରକେଲାରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ….

ରାଉରକେଲାରେ କ'ଣ କହିଲେ ମୁଖ୍ୟମନ୍ତ୍ରୀ....

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA