Wednesday, April 8, 2026 03:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଲିସ ଏନକାଉଣ୍ଟରରେ ହାଇଦର ସଫା

ପୁଲିସ ହାତରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା

by Our Correspondent
24 Jul, 2021- 06:06 PM
in Latest News, News
1 min read
0
ପୁଲିସ ଏନକାଉଣ୍ଟରରେ ହାଇଦର ସଫା

ଭୁବନେଶ୍ୱର/ବାଲେଶ୍ୱର: ପୁଲିସ ଏନକାଉଣ୍ଟରରେ ସଫା ହୋଇଗଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । ବାରିପଦା ଜେଲ୍ ସ୍ଥାନାନ୍ତର ବେଳେ ପୁଲିସ ହାତରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ହାଇଦର ପୁଲିସ ଗୁଳିରେ ପ୍ରାଣ ହରାଇଛି । ସଙ୍କଟାପନ୍ନ ଅବସ୍ଥାରେ ତାକୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ତାର ପ୍ରାଣ ଚାଲିଯାଇଥିଲା ।

ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ କଟକ ଡିସିପି ପ୍ରତୀକ ସିଂହଙ୍କ ସୂଚନା ଅନୁଯାୟୀ, ଚୌଦ୍ୱାର ସର୍କଲ୍ ଜେଲ୍ ରୁ ବାରିପଦା ଜେଲ୍ କୁ ଆଜି ହାଇଦରକୁ ସ୍ଥାନାନ୍ତର କରାଯାଉଥିଲା । ଜଣେ ଇନସପେକ୍ଟର, ଜଣେ ସବ ଇନସପେକ୍ଟର ତାକୁ ସାଙ୍ଗରେ ନେଇ ଯାଉଥିବା ବେଳେ ଗୋଟିଏ ସେକ୍ସନ୍ ସଶସ୍ତ୍ର ପୁଲିସ ବାହିନୀ ଏସକର୍ଟ କରୁଥିଲେ ।

ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ଗାଡ଼ି ପହଞ୍ଚିଲା ବେଳେ ପରିସ୍ରା ଯିବ କହି ହାଇଦର ଗାଡ଼ି ଅଟକାଇଥିଲା । ସେତେବେଳକୁ ସମୟ ହୋଇଥିଲା ଅପରାହ୍ନ ୩ଟା ୨୦ । ହାଇଦରକୁ ଗାଡ଼ିରୁ ଓହ୍ଲାଇ ପୁଲିସ ତାକୁ ପରିସ୍ରା ପାଇଁ ନେଉଥିଲା ବେଳେ ସେ ଏସଆଇଙ୍କ ହାତରୁ ହଠାତ୍ ବନ୍ଧୁକ ଛଡ଼ାଇ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା । ଏଭଳି ନ କରିବାକୁ ତାକୁ ୱାର୍ଣ୍ଣିଂ ଦିଆଯାଇଥିଲେ ମଧ୍ୟ ସେ ଶୁଣି ନ ଥିଲା । ଫଳରେ ଏସଆଇ ବାଧ୍ୟହୋଇ ତା ଉପରକୁ ଗୁଳି ଚଳାଇଥିଲେ । ଗୁଳି ହାଇଦରର ପେଟରେ ବାଜିଥିଲା ।

ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

ସୂଚନାଥାଉକି, ସମ୍ବଲପୁଲ ସର୍କଲ୍ ଜେଲ୍ ରେ ସଜ୍ଜା କାଟୁଥିବା ହାଇଦର କିଛି ମାସ ତଳେ ଚିକିତ୍ସା ବାହାନାରେ କଟକ ଆସି ଏସସିବି ୫ ନଂ ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲା । ଗତ ଏପ୍ରିଲ୍ ୧୦ ତାରିଖରେ ଏସସିବି ମେଡ଼ିକାଲ୍ କଲେଜରୁ ସୁରକ୍ଷାକର୍ମୀଙ୍କୁ ବିରିୟାନିରେ ନିଶା ଖୁଆଇ ଚମ୍ପଟ୍ ମାରିଥିଲା । ୪ ଦିନ ପରେ ଏପ୍ରିଲ୍ ୧୫ ରେ ପୁଲିସ ତାକୁ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ଧରିବାରେ ସକ୍ଷମ ହୋଇଥିଲା । ସେବେଠାରୁ ତାକୁ ଚୌଦ୍ୱାର ସର୍କଲ ରେ ଜେଲ୍ ରେ ରଖାଯାଇଥିଲା । ତେବେ ସୁରକ୍ଷା ଦୃଷ୍ଟିରୁ କୋର୍ଟଙ୍କ ଅନୁମତିକ୍ରମେ ଆଜି ତାକୁ ବାରିପଦା ଜେଲ୍ କୁ ସ୍ଥାନାନ୍ତର କରାଯାଉଥିବା କୁହାଯାଇଛି ।

Previous Post

ଅବସରପ୍ରାପ୍ତ ବିଚାରପତି ସରୋଜ କାନ୍ତ ମିଶ୍ରଙ୍କ ପରଲୋକ

Next Post

ଆରବର୍ଷକୁ ଭୁବନେଶ୍ୱରର ନୂଆ ଚେହେରା

Next Post
ଆରବର୍ଷକୁ ଭୁବନେଶ୍ୱରର ନୂଆ ଚେହେରା

ଆରବର୍ଷକୁ ଭୁବନେଶ୍ୱରର ନୂଆ ଚେହେରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19180 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA