Sunday, April 5, 2026 01:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କାର୍ଯ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ

by Our Correspondent
27 Nov, 2024- 06:24 PM
in Latest News, News
1 min read
0
କାର୍ଯ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ

ଭୁୁବନେଶ୍ୱର: ଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ତାଙ୍କ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଉ ୬ ମାସ ଛୁଟି ପାଇଁ ତାଙ୍କର ଆବେଦନକୁ ରାଜ୍ୟ ସରକାର ଗତକାଲି ଅଗ୍ରାହ୍ୟ କରିଦେଇଥିଲେ । ଆଜି ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଥିଲା । ସେ କାର୍ଯ୍ୟରେ ଯୋଗଦେବେ ନା ନାହିଁ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ମାତ୍ର ତାହାର ଅବସାନ ଘଟାଇ କାର୍ଯ୍ୟକ୍ଷେତ୍ରକୁ ଫେରିଛନ୍ତି ସୁଜାତା । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

୨୦୦୦ ବ୍ୟାଚ୍ ର ଆଇଏଏସ୍ ସୁଜାତା କାର୍ତ୍ତିକେୟନ ହେଉଛନ୍ତି ପୂର୍ବତନ ଆଇଏଏସ୍ ତଥା ବିଜେଡିର ବହୁ ଚର୍ଚ୍ଚିତ ଭି.କେ.ପାଣ୍ଡିଆନଙ୍କର ପତ୍ନୀ । ଗତ ମେ’ ୩୧ ତାରିଖରୁ ସେ ଚାଇଲଡ୍ କେୟାର୍ ଲିଭ୍(ସିସିଏଲ) ରେ ୬ ମାସ ପାଇଁ ଛୁଟିରେ ଯାଇଥିଲେ । ଝିଅର ଦଶମ ପରୀକ୍ଷା ପାଇଁ ଯତ୍ନ ନେବା ସକାଶେ ଏହି ଛୁଟି ନେଇଥିଲେ । ଜୁନ୍ ୪ ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦିନକ ପରେ ସାଧାରଣ ପ୍ରଶାସନ ବିଭାଗ ତାଙ୍କର ଛୁଟି ମଞ୍ଜୁର କରିଥିଲା । ପିଛିଲା ଭାବେ ମେ ୩୧ ରୁ ଏହି ଛୁଟି ଲାଗୁ ହୋଇଥିଲା । ନଭେମ୍ବର ୨୬ ଯାଏ ଥିଲା ତାଙ୍କର ଛୁଟି ଅବଧି ।

ତେବେ ଏହିି ଅବଧି ସରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଆଉ ୬ ମାସ ଛୁଟି ମାଗିଥିଲେ ସୁଜାତା । ମାତ୍ର ସରକାର ଏହାକୁ ଗ୍ରହଣ କରି ନ ଥିଲେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ତାଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇ ୨୭ ତାରିଖରେ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଥିଲା ।

ବିଜେଡି ସରକାରରେ କ୍ଷମତାଶାଳୀ ଥିଲେ ସୁଜାତା । ମିସନ୍ ଶକ୍ତି ବିଭାଗ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ତେବେ ନିର୍ବାଚନ ବେଳେ ବିଜେପି ତାଙ୍କ ବିରୋଧରେ ଶାସକ ଦଳକୁ ସହଯୋଗ କରୁଥିବା ଅଭିଯୋଗ ଆଣିଥିଲା । ବିଜେପିର ଏହି ଅଭିଯୋଗ ଉପରେ ନିର୍ବାଚନ କମିସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ତାଙ୍କୁ ମିଶନ ଶକ୍ତିରୁ ହଟାଯାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା ।

Previous Post

ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ

Next Post

ନବୀନ..ନବୀନ, ମୋହନ..ମୋହନ

Next Post
ନବୀନ..ନବୀନ, ମୋହନ..ମୋହନ

ନବୀନ..ନବୀନ, ମୋହନ..ମୋହନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19177 shares
    Share 7671 Tweet 4794
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA