Wednesday, March 4, 2026 05:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News International

ମୁଣ୍ଡ ନୂଆଁଇଲା ପାକିସ୍ତାନ

ଭାରତ-ପାକ୍ ମଧ୍ୟରେ ଅସ୍ତ୍ରବିରତି

by Our Correspondent
10 May, 2025- 07:01 PM
in International, Latest News, News
1 min read
0
ମୁଣ୍ଡ ନୂଆଁଇଲା ପାକିସ୍ତାନ

ଭୁବନେଶ୍ୱର: ଶେଷରେ ମୁଣ୍ଡ ନୂଆଁଇଲା ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଯାଇଥିବା ଅଘୋଷିତ ଯୁଦ୍ଧରେ ବିରାମ ଲାଗିଛି । ଅସ୍ତ୍ରବିରତି ଲାଗୁ ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଛି । ଜଳ, ସ୍ଥଳ ଓ ଆକାଶପଥରେ ଆକ୍ରମଣ ନ କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଭାରତୀୟ ସମୟ ଆଜି ଅପରାହ୍ନ ୫ଟାରୁ ଏହା ଲାଗୁ ହୋଇଛି ବୋଲି ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି ।

ଭାରତର ଆକ୍ରମଣରେ ଥରହର ପାକିସ୍ତାନର ଡିଜିଏମଓ ଆଜି ଦିନ ୩ଟା ୩୫ରେ ଭାରତର ଡିଜିଏମଓଙ୍କୁ ଫୋନ୍ କରି ଯୁଦ୍ଧବିରତି/ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ । ଭାରତ ଏହି ପ୍ରସ୍ତାବରେ ସହମତି ଜଣାଇଥିଲା । ଏହାପରେ ୩ ବାହିନୀକୁ ଉଭୟ ଦେଶ ପକ୍ଷରୁ ଏହି ନିଷ୍ପତ୍ତି ଜଣାଇ ଦିଆଯାଇଥିଲା । ଆସନ୍ତା ୧୨ ତାରିଖ ୧୨ଟାରେ ଡିଜିଏମଓସ୍ତରୀୟ ପୁଣି ଆଲୋଚନା ହେବ ।

ତେବେ ଆମେରିକାର ମଧ୍ୟସ୍ଥତାରେ ଏହା ସମ୍ଭବ ହୋଇଛି ବୋଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ଦାବି କରିଛନ୍ତି । ଭାରତର ଅସ୍ତ୍ରବିରତି ଘୋଷଣା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଏବଂ ସେକ୍ରୋଟାରୀ ମାରକୋ ରୁବିଓ ଭାରତ-ପାକ୍ ମଧ୍ୟରେ ଯୁଦ୍ଧବିରତି ନେଇ ସହମତି ହୋଇଥିବା ସେମାନଙ୍କ ଏକ୍ସ ହାଣ୍ଡଲରେ ସୂଚନା ଦେଇଥିଲେ । ଆମେରିକା ମଧ୍ୟସ୍ଥତାରେ ଗତ ରାତିରେ ଲମ୍ବା ସମୟ ଧରି ଆଲୋଚନା ପରେ ଭାରତ ଏବଂ ପାକିସ୍ତାନ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ସହମତି ଦେଇଥିବା ସେ କହିଥିଲେ । ଏଥିପାଇଁ ଦୁଇଦେଶକୁ ସେ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।

ସେକ୍ରେଟାରୀ ରୁବିଓ ଲେଖିଥିଲେ ଯେ ଗତ ୪୮ ଘଣ୍ଟା ଧରି ସେ ଏବଂ ଉପରାଷ୍ଟ୍ରପତି ଭାନ୍ସ ଭାରତ-ପାକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସେହବାଜ ସରିଫ୍, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ପାକ୍ ସେନା ମୁଖ୍ୟ ଅସିମ ମୁନିର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ଅସିମ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ । ଉଭୟ ପକ୍ଷ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ କରିଥିବା ସେ ସୂଚନା ଦେଇଥିଲେ ।

ତେବେ ଆମେରିକା ମଧ୍ୟସ୍ଥତା ନେଇ ଭାରତ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

Previous Post

ସେନା ବାହିନୀକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

Next Post

ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Next Post
ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ  ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA