Thursday, February 19, 2026 09:00 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା

ପ୍ରଦୀପ୍ତ ନାୟକଙ୍କ ଜାଗା ନେଲେ

by Our Correspondent
30 Jul, 2022- 04:20 PM
in Latest News, News, Politics
1 min read
0
ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା

?????????????????????????????????????????????????????????

ଭୁୁବନେଶ୍ୱର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ହୋଇଛନ୍ତି ବିରୋଧୀ ଦଳର ନେତା । ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାଁ ଘୋଷଣା ହୋଇଛି । କୋଭିଡ୍ ରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିବା ସମ୍ଭବ ନ ହେବାରୁ ତାଙ୍କ ସ୍ଥାନ ଜୟନାରାୟଣଙ୍କୁ ଦିଆଯାଇଛି ।

ସମ୍ବଲପୁର ଆସନରୁ ଚତୁର୍ଥ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଜୟନାରାୟଣ ମିଶ୍ର । ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ । ପଶ୍ଚିମ ଓଡ଼ିଶାରୁ ଜଣେ ଦକ୍ଷ ଓ ଟାଣୁଆ ଲୋକପ୍ରତିନିଧି ଭାବେ ତାଙ୍କର ସୁନାମ ଅଛି । ତାଙ୍କର ସ୍ପଷ୍ଟବାଦିତା ପାଇଁ ଅତୀତରେ ସେ ବିଭିନ୍ନ ବିବାଦରେ ଛନ୍ଦି ବି ହୋଇଛନ୍ତି । ୨୦୧୮ ମସିହାରେ ବିଜେପୁର ଉପନିର୍ବାଚନ ବେଳେ ତକ୍ରାଳୀନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂ ଏବଂ ତାଙ୍କର ୩ ସହଯୋଗୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ସେ ଗିରଫ ହୋଇ ଜେଲ୍ ଯାଇଥିଲେ ।

୨୦୧୯ ନିର୍ବାଚନରେ ଜୟନାରାୟଣ ସମ୍ବଲପୁର ବିଧାନସଭା ଆସନରୁ ଚତୁର୍ଥ ଥର ପାଇଁ ବିଜୟୀ ହେବା ପରେ ବିରୋଧୀ ଦଳ ନେତା ଭାବେ ତାଙ୍କ ନାଁ ବେଶୀ ଚର୍ଚ୍ଚା ହୋଇଥିଲା । ମାତ୍ର ଶେଷରେ ପ୍ରଦାପ୍ତ ନାୟକଙ୍କୁ ସେହି ପଦ ମିଳିଥିଲା । ଏଥିରେ ଜୟନାରାୟଣ ଅସନ୍ତୁଷ୍ଟ ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ତେବେ ଦଳର ନିଷ୍ପତ୍ତ ବିରୋଧରେ ସେ ପାଟି ଖୋଲି ନ ଥିଲେ ।

ଗତବର୍ଷ ପ୍ରଦୀପ୍ତ ନାୟକ କୋଭିଡ୍ ରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ହୋଇଥିଲେ । ଦିଲ୍ଲୀରେ ରହି ଏବେ ବି ଚିକିତ୍ସାରେ ଅଛନ୍ତି । ବିଧାନସଭାରେ ତାଙ୍କର ଅନୁପସ୍ଥିତି ଯୋଗୁଁ ବିଧାୟକ ଦଳ ରଣକୌଶଳରେ ପଛୁଆ ହୋଇଯାଇଥିଲେ । ନୂଆ ନେତା ନିର୍ବାଚିତ କରିବା ପାଇଁ ବିଧାୟକ ଦଳ ପକ୍ଷରୁ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

Previous Post

କିମ୍‍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍‍ସର ସେଣ୍ଟର ଉଦ୍‍ଘାଟିତ

Next Post

ଇଡି ପଞ୍ଝାରେ ପ୍ରଭାତ ବିଶ୍ୱାଳ

Next Post
ଇଡି ପଞ୍ଝାରେ ପ୍ରଭାତ ବିଶ୍ୱାଳ

ଇଡି ପଞ୍ଝାରେ ପ୍ରଭାତ ବିଶ୍ୱାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA