Monday, February 23, 2026 07:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୀବନ ପ୍ରଦୀପ ଦାଶ ବିଜେଡ଼ିରୁ ସସପେଣ୍ଡ୍

ଉପନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ କରିଥିଲେ

by Our Correspondent
05 Nov, 2020- 01:56 PM
in Latest News, News, Politics
1 min read
0
ଜୀବନ ପ୍ରଦୀପ ଦାଶ ବିଜେଡ଼ିରୁ ସସପେଣ୍ଡ୍

ଭୁବନେଶ୍ୱର: ଉପନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ କରିବା ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ମହଙ୍ଗା ପଡ଼ିଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ସସପେଣ୍ଡ୍ କରିଛନ୍ତି । ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଦସ୍ତଖତରେ ଜାରି ଦୁଇଧାଡ଼ିଆ ପ୍ରେସ୍ ରିଲିଜ୍ ରେ ଏହି ନିଷ୍ପତ୍ତି ଶୁଣାଇ ଦିଆଯାଇଛି ।

ଗତ ସାଧାରଣ ନିର୍ବାଚନରେ ହାରିଥିବା ଜୀବନ ପ୍ରଦୀପ ଦାଶ ଉପନିର୍ବାଚନ ପାଇଁ ଟିକେଟ ଆଶା ବାନ୍ଧିଥିଲେ । ସେପଟେ ରବୀନ୍ଦ୍ର ଜେନା ନିଜ ପତ୍ନୀଙ୍କ ପାଇଁ ଟିକେଟ ଆଶା ରଖିଥିଲେ । ବାଲେଶ୍ୱର ବିଜେଡ଼ି ରାଜନୀତିରେ ଏମାନେ ପରଷ୍ପର ବିରୋଧୀ ହୋଇଥିବାରୁ ହାଇକମାଣ୍ଡଙ୍କ ପାଇଁ ପ୍ରାର୍ଥୀ ଚୟନ ସହଜ ନ ଥିଲା । ତେବେ ଶେଷ ମୁହୂର୍ତ୍ତରେ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା ।

ସୁପ୍ରିମୋଙ୍କ ନିଷ୍ପତ୍ତି ବିରୋଧରେ ରବି ଜେନାଙ୍କ ସମର୍ଥକମାନେ ପ୍ରଥମେ ବିଦ୍ରୋହ ଘୋଷଣା କରିଥିଲେ ମଧ୍ୟ ପରେ ସବୁ ଠିକ୍ ହୋଇଯାଇଥିଲା । ସେହିଭଳି ଜୀବନ ପ୍ରଦୀପ ମଧ୍ୟ ସ୍ୱରୁପଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ ଆଗକୁ ବାହାରିଥିଲେ ।

ଗୋଟେ ପଟେ ରବୀନ୍ଦ୍ର ଜେନା ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମ୍ପୂର୍ଣ୍ଣ ସପର୍ମିତ ହୋଇ କାର୍ଯ୍ୟ କରିଥିଲେ ମଧ୍ୟ ଜୀବନ ପ୍ରଦୀପ ଦାଶଙ୍କ କାର୍ଯ୍ୟକଳାପ କିନ୍ତୁ ସନ୍ଦେହଜନକ ଥିଲା । ଭିତରେ ଭିତରେ ବିଜେପି ସହ ହାତ ମିଳାଇ ଦଳବିରୋଧୀ କାର୍ଯ୍ୟ କରୁଥିବା ହାଇକମାଣ୍ଡଙ୍କ ନଜରକୁ ଆସିଥିଲା । ଏହାର ପ୍ରମାଣ ମିଳିବା ପରେ ଉପନିର୍ବାଚନ ସରିବାର ଦିନକ ପରେ ଆଉ କାଳବିଳମ୍ବ ନ କରି ଜୀବନ ପ୍ରଦୀପଙ୍କୁ ଦଳରୁ ସସପେଣ୍ଡ କରାଯାଇଛି ।

Previous Post

ଡିସେମ୍ବରରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର !

Next Post

କରୋନାରେ ଚାଲିଗଲେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ

Next Post
କରୋନାରେ ଚାଲିଗଲେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ

କରୋନାରେ ଚାଲିଗଲେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA