Wednesday, March 11, 2026 04:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶେଷ ପର୍ଯ୍ୟାୟରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ରାତି ପାହିଲେ ଅନ୍ତିମ ଲଢ଼େଇ

by Our Correspondent
31 May, 2024- 06:47 PM
in Latest News, News
1 min read
0
ଶେଷ ପର୍ଯ୍ୟାୟରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅନୁଷ୍ଠିତ ହେବ । ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ୯୯ ଲକ୍ଷ ୬୧ ହଜାର ମତଦାତା ସେମାନଙ୍କ ମନ ପସନ୍ଦର ନେତା ବାଛିବେ । ୬୬ ଲୋକସଭା ପ୍ରାର୍ଥୀ ଏବଂ ୩୯୪ ବିଧାନସଭା ପ୍ରାର୍ଥୀ ଭାଗ୍ୟ ପରୀକ୍ଷା ଦେବେ ।

ପ୍ରମୁଖ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସୁଦାମ ମାର୍ଣ୍ଡି, ଶ୍ରୀକାନ୍ତ ଜେନା, ଲେଖାଶ୍ରୀ ସାମନ୍ତସିଂହାର ଏବଂ ଅଂଶୁମାନ ମହାନ୍ତି । ସେହିପରି ପ୍ରମୁଖ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମନ୍ତ୍ରୀ ସର୍ବଶ୍ରୀ ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ପ୍ରୀତିରଂଜନ ଘଡ଼ାଇ ଏବଂ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ।

ଏହି ଶେଷ ପର୍ଯ୍ୟାୟରେ ମତଦାନ କରିବାକୁ ଥିବା ସମୁଦାୟ ୯୯.୬୧ ଲକ୍ଷ ଭୋଟରଙ୍କ ମଧ୍ୟରେ ୫୦.୮୮ ଲକ୍ଷ ପୁରୁଷ ଏବଂ ୪୮.୭୨ ଲକ୍ଷ ମହିଳା ଭୋଟର ଅଛନ୍ତି । ୬୮୭ ଜଣ ତୃତୀୟ ଲିଙ୍ଗି ଭୋଟର ମତଦାନ କରିବେ ।

ସମୁଦାୟ ୧୦, ୮୮୨ ବୁଥ୍ ରେ ୭୦ ହଜାର ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ୧୬ ପ୍ରତିଶତ ବୁଥ୍ କୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ୧୨୬ କମ୍ପାନୀ ସିଏପିଏଫ ମୁତୟନ ହେବେ । ସେଥିରୁ ୨୧ କମ୍ପାନୀ ଫୋର୍ସ ଯାଜପୁରରେ, ୨୨ କମ୍ପାନି ଫୋର୍ସ ବାଲେଶ୍ୱରରେ, ୧୬ କମ୍ପାନୀ ଫୋର୍ସ ଭଦ୍ରକରେ, କେନ୍ଦ୍ରାପଡ଼ା ଏବଂ ମୟୁରଭଞ୍ଜରେ ୧୮ କମ୍ପାନୀ ଫୋର୍ସ ମୁତୟନ ହେବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ପୁଲିସ ଡିଜି ଅରୁଣ ଷଡଙ୍ଗୀ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥାର ବିସ୍ତୃତ ସୂଚନା ଦେଇଛନ୍ତି ।

ସୂଚନାଥାଉକି, ୨୦୧୯ ନିର୍ବାଚନରେ ଏହି ୬ ଟି ଲୋକସଭା ଆସନ ମଧ୍ୟରୁ ୪ ଟି ଆସନରେ ବିଜେଡି ଜିତିଥିଲା । ଦୁଇଟି ଆସନ ମୟୁରଭଞ୍ଜ ଏବଂ ବାଲେଶ୍ୱର ବିଜେପି ହାତକୁ ଯାଇଥିଲା । ସେହିଭଳି ୪୨ ଟି ବିଧାନସଭା ଆସନ ମଧ୍ୟରୁ ୩୩ଟି ଆସନ ବିଜେଡି ଖାତାକୁ ଯାଇଥିଲା ବେଳେ ବିଜେପିକୁ ୯ଟି ଆସନ ମିଳିଥିଲା । କଂଗ୍ରେସ ଗୋଟିଏ ବି ଆସନ ପାଇ ନ ଥିଲା ।

 

Previous Post

ମୋ ଉତ୍ତରାଧିକାରୀ ରାଜ୍ୟବାସୀ ସ୍ଥିିର କରିବେ: ନବୀନ

Next Post

ଦୋକାନକୁ ଯାଇ ପୁସ୍ତକ କିଣିଲେ ନବୀନ

Next Post
ଦୋକାନକୁ ଯାଇ ପୁସ୍ତକ କିଣିଲେ ନବୀନ

ଦୋକାନକୁ ଯାଇ ପୁସ୍ତକ କିଣିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA