Wednesday, January 14, 2026 10:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସଚିବଙ୍କ ଆଦେଶକୁ ଫୁ’

ଗୃହ ବିଭାଗରେ ଖାଲି ପଦବୀ ତଥ୍ୟ ମିଳୁନି

by Our Correspondent
14 Jan, 2026- 07:17 PM
in Latest News, News
1 min read
0
ସଚିବଙ୍କ ଆଦେଶକୁ ଫୁ’

ଭୁବନେଶ୍ୱର: ରାଜ୍ୟ ପ୍ରଶାସନରେ ଅଭାବନୀୟ ସ୍ଥିତି । ସଚିବଙ୍କ ଆଦେଶକୁ ମାନୁନାହାନ୍ତି ଅଧସ୍ତନ ଅଧିକାରୀ । ଗୃହ ବିଭାଗର ଏକ ଚିଠିରୁ ଏହି ସତ୍ୟ ଧରାପଡ଼ିଛି । ବିଭାଗରେ କେତେ ପଦବୀ ଖାଲି ଅଛି ସେହି ତଥ୍ୟ ବାରମ୍ବାର ମାଗିବା ପରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଦେଉନାହାନ୍ତି । ୧୫ ତାରିଖ(ଆସନ୍ତାକାଲି) ସୁଦ୍ଧା ଯେମିତି ହେଲେ ଏହି ତଥ୍ୟ ଦେବାକୁ ତୃତୀୟ ଚିଠି କରାଯାଇଛି । ପୁଲିସ ଡିଜି, ଅଗ୍ନିଶମ ଡିଜି, ଜେଲ୍ ଡିଜି, ହାଇକୋର୍ଟ ରେଜିଷ୍ଟ୍ରାର ଓ ଜୁଡିସିଆଲ୍ ଏକାଡେମୀକୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଏହି ଚିଠି ଲେଖିଛନ୍ତି ।

ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ୧୫ ସୂତ୍ରୀ କାର୍ଯ୍ୟକ୍ରମର ଟାକ୍ସ ଦେଇଛନ୍ତି । ଏଥିରେ ଖାଲି ଥିବା ସରକାରୀ ପଦବୀ ପୂରଣ ରହିଛି । ତାଙ୍କର ପ୍ରଥମ ସଚିବସ୍ତରୀୟ ବୈଠକରେ ଶ୍ରୀମତୀ ଗର୍ଗ ଏହି ବିଷୟ ଉପରେ ଆଲୋଚନା କରିଥିଲେ ଏବଂ ସବୁ ବିଭାଗରେ କେତେ ପଦବୀ ଖାଲି ଅଛି ତାହାର ତଥ୍ୟ ମାଗିଥିଲେ । ଏହା କିଭଳି ତୁରନ୍ତ ପୂରଣ ହୋଇପାରିବ ପରବର୍ତ୍ତୀ ବୈଠକରେ ତାହାର ତର୍ଜମା କରାଯିବ ବୋଲି କୁହାଯାଇଥିଲା । ଅଧିକାଂଶ ବିଭାଗରୁ ଏହି ତଥ୍ୟ ଆସି ସାରିଥିଲେ ମଧ୍ୟ ଗୃହ ବିଭାଗର ଖାଲି ପଦବୀ ତଥ୍ୟ ବିଭାଗୀୟ ମୁଖିଆମାନେ ଦେଇନାହାନ୍ତି । ଦୁଇ ଦୁଇଟି ଚିଠି ପରେ ମଧ୍ୟ ଖାତିର କରୁନାହାନ୍ତି । ୧୫ ତାରିଖ ସୁଦ୍ଧା ସେହି ତଥ୍ୟ ଯୋଗାଇ ଦେବାକୁ ତୃତୀୟ ଚିଠିରେ କଡ଼ା ଭାଷାରେ କୁହାଯାଇଛି ।

ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କ ଦ୍ୱିତୀୟ ସଚିବସ୍ତରୀୟ ବୈଠକ ଥିବା ବେଳେ ଏବଂ ଖାଲି ଥିବା ସରକାରୀ ପଦବୀ ପୂରଣ ସଂକ୍ରାନ୍ତରେ ଆଲୋଚନାର ଅନ୍ୟତମ ପ୍ରସଙ୍ଗ ଥିବା ବେଳେ ଖୋଦ୍ ଗୃହ ବିଭାଗ ଅଧିକାରୀମାନଙ୍କ ହେୟଜ୍ଞାନ ପାୱାର କରିଡରରେ ଚର୍ଚ୍ଚାର ବିଷୟ ହୋଇଛି । ଏହା ଉପରେ ମୁଖ୍ୟ ଶାସନ ସଚିବଙ୍କ ଆଭିମୁଖ୍ୟ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Previous Post

ମକର ସଂକ୍ରାନ୍ତିରେ ଖାଡ଼ା ଉପାସ ଲିଙ୍ଗରାଜ ମହାପ୍ରଭୁ

Next Post

କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦଘାଟିତ

Next Post
କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦଘାଟିତ

କିଟ୍‍ ରେ ଚେସ୍‍ ମହାକୁମ୍ଭ ଉଦଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19146 shares
    Share 7658 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA