Friday, February 27, 2026 03:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାର୍ବଣ ପାଇଁ ସତର୍କ କଲେ ପ୍ରଧାନମନ୍ତ୍ରୀ

ସ୍ଥିତି ବିଗିଡ଼ିବାକୁ ଦେବାନି:ମୋଦି

by Our Correspondent
20 Oct, 2020- 07:23 PM
in Latest News, News
1 min read
0
ପାର୍ବଣ ପାଇଁ ସତର୍କ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପାର୍ବଣ ବେଳେ ଖୁସି ମନାଇବାକୁ ଯାଇ ସାମାନ୍ୟ ଅସାବଧାନତା ଅବଲମ୍ବନ କଲେ ତାହା ନିଜ ଓ ପରିବାର ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ସାମାଜିକ ଦୂରତା ରକ୍ଷା କରିବା, ମୁହଁରେ ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ସଫା କରି କରୋନାଠାରୁ ଦୂରେଇ ରହିବାକୁ ଆମେ ସମସ୍ତେ ଚେଷ୍ଟା ଜାରି ରଖିବା । ଭାକସିନ୍ ନ ବାହାରିଲା ପର୍ଯ୍ୟନ୍ତ ଏହି ନିୟମ ପାଳନ କରିବା ଏବଂ ନିଜେ, ପରିବାର ଏବଂ ଦେଶକୁ ସୁରକ୍ଷିତ ଓ ସୁସ୍ଥ ରଖିବା । ସ୍ଥିତି ବିଗିଡ଼ିବାକୁ ଦେବାନି ।

ଆଜି ସଂଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସତର୍କ କରାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ଲକଡାଉନ୍ ଯାଇଛି ସତ ହେଲେ ଭାଇରସ୍ ଯାଇନି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ଅଛି । ପ୍ରତି ୧୦ ଲକ୍ଷରେ ୫,୫୦୦ ଜଣ ସଂକ୍ରମିତ ଥିଲା ବେଳେ ଆମେରିକା ଓ ବ୍ରାଜିଲ୍ ଭଳି ଦେଶରେ ୨୫ ହଜାରରୁ ଅଧିକ ସଂକ୍ରମିତ । ସେହିଭଳି ଆମ ଦେଶରେ ପ୍ରତି ୧୦ ଲକ୍ଷ ଲୋକରେ ୮୩ ଜଣଙ୍କର ମୃତ୍ୟୁ ହେଉଥିଲା ବେଳେ ଆମେରିକା, ବ୍ରାଜିଲ୍, ସ୍ପେନ୍, ବ୍ରିଟେନ୍ ରେ ୬୦୦ ରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଉଛନ୍ତି ।

ଆମେରିକା, ବ୍ରାଜିଲ୍, ୟୁରୋପ ରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିଲା । ମାତ୍ର ହଠାତ୍ ତାହା ବୃଦ୍ଧି ପାଇ ଭୟଙ୍କର ରୂପ ଧାରଣ କରିଛି । ଆମେ ଢ଼ିଲା ମାରିଲେ ଆମର ଅବସ୍ଥା ବି ଖରାପ ହୋଇପାରେ । କିଛି ଲୋକ କରୋନା ଚାଲିଗଲା ଭାବି ବେପରୁଆ ହେଉଛନ୍ତି । ବିଭିନ୍ନ ଭିଡ଼ିଓରୁ ଏମାନଙ୍କ ଆଚରଣ ଦେଖିବାକୁ ମିଳୁଛି । ବିନା ମାସ୍କରେ ଯିବା ଦ୍ୱାରା ଆପଣ ଆପଣଙ୍କ ପରିବାର ପାଇଁ ବିପଦ ଡାକୁଛନ୍ତି ।

ଯେ ପର୍ଯ୍ୟନ୍ତ ଭାକସିନ୍ ବାହାରି ନାହିଁ ଆମେ କରୋନା ବିରୋଧରେ ଲଢ଼େଇକୁ ଦୁର୍ବଳ କରିବାନି । ଭାକସିନ୍ ଆସିଲେ ପ୍ରତିଟି ଭାରତୀୟଙ୍କ ପାଖରେ ଏହା ପହଞ୍ଚାଇବାକୁ ସରକାର ଚେଷ୍ଟିତ ଅଛନ୍ତି । ସେ ପର୍ଯ୍ୟନ୍ତ ସମସ୍ତେ ଯତ୍ନବାନ ଓ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଛନ୍ତି । ଜନସାଧାରଣଙ୍କ ମନରେ ସଚେତନତା ରକ୍ଷା ପାଇଁ ମିଡ଼ିଆ ଓ ସୋସିଆଲ୍ ମିଡ଼ିଆର ସହଯୋଗ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ।

ପାର୍ବଣ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Previous Post

“HR professionals need to become a partner of the upper management”

Next Post

ଇଂଜିିନିୟର୍ ବାବୁଙ୍କର ୪୮ ଟି ଫ୍ଲାଟ୍, ୨ଟି ବିଲଡିଂ, ୮ଟି ପ୍ଲଟ୍

Next Post
ଇଂଜିିନିୟର୍ ବାବୁଙ୍କର ୪୮ ଟି ଫ୍ଲାଟ୍, ୨ଟି ବିଲଡିଂ, ୮ଟି ପ୍ଲଟ୍

ଇଂଜିିନିୟର୍ ବାବୁଙ୍କର ୪୮ ଟି ଫ୍ଲାଟ୍, ୨ଟି ବିଲଡିଂ, ୮ଟି ପ୍ଲଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16598 shares
    Share 6639 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA