Wednesday, March 4, 2026 02:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପାଣ୍ଡିଆନଙ୍କ ‘ପୂର୍ବ ଚାଟୁକାର’ଙ୍କୁ ପାହାର

ବିଜେଡିରୁ ତଡ଼ା ଖାଇଲେ ପ୍ରଫୁଲ୍ଲ ମଲ୍ଲିକ

by Our Correspondent
12 Sep, 2025- 01:48 PM
in Latest News, News, Politics
1 min read
0
ପାଣ୍ଡିଆନଙ୍କ ‘ପୂର୍ବ ଚାଟୁକାର’ଙ୍କୁ ପାହାର

ଭୁବନେଶ୍ୱର: ବିଜେଡିରୁ ତଡ଼ା ଖାଇଛନ୍ତି ପାଣ୍ଡିଆନଙ୍କ ପୂର୍ବ ଚାଟୁକାର ୭୮ ବର୍ଷୀୟ ପ୍ରଫୁଲ୍ଲ ମଲ୍ଲିକ । ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦେଶରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ଦଳର ଉପସଭାପତି(ମୁଖ୍ୟାଳୟ) ପ୍ରତାପ ଜେନାଙ୍କ ଦସ୍ତଖତରେ ପ୍ରଫୁଲ୍ଲଙ୍କ ଉପରେ ନିଲମ୍ବନ ଆଦେଶ ଜାରି ହୋଇଛି ।

ଏକଦା ପାଣ୍ଡିଆନଙ୍କ ଦୃଢ଼ ସମର୍ଥକ ଥିଲେ ୪ ଥରିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ପାଣ୍ଡିଆନ ଏକାଡେମୀର ସେ ଥିଲେ ଆଜ୍ଞାଧୀନ ଛାତ୍ର । କୁହାଯାଏ, ପାଣ୍ଡିଆନଙ୍କ ଚାଟୁକାରିତା କରି ଗତ ସରକାରରେ ସେ ପୂର୍ତ୍ତ, ଖଣି ଭଳି ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ପାଇଥିଲେ । ନାଁକୁ ମନ୍ତ୍ରୀ, ମାତ୍ର ସବୁ କାମ ହେଉଥିଲା ତୃତୀୟ ମହଲାରେ । ସେ କେବଳ ଫାଇଲ୍ ରେ ଦସ୍ତଖତ କରୁଥିଲେ । ସେ ଯାହା ହେଉ, ୨୦୨୪ ନିର୍ବାଚନରେ ତାଙ୍କର ପାରମ୍ପରିକ କାମାକ୍ଷନଗର ଆସନରୁ ଟିକେଟ୍ ବଜାୟ ରଖିବାକୁ ତାଙ୍କୁ କିନ୍ତୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା । କାରଣ ବୟସ ଅଧିକ ହୋଇଯାଇଥିବା କାରଣରୁ ତାଙ୍କର ଟିକେଟ୍ କଟିବାର ଯଥେଷ୍ଟ ସମ୍ଭାବନା ଥିଲା । ମାତ୍ର ପାଣ୍ଡିଆନଙ୍କ ନାଁ ଜପି ଜପି ସେ ପୁନର୍ବାର ଟିକେଟ୍ ନେଇଥିଲେ ।

ଦୁର୍ଭାଗ୍ୟକୁ, ପ୍ରଫୁଲ୍ଲ ବାବୁ ୪ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନାଙ୍କଠାରୁ ହାରିଗଲେ । ରାଜ୍ୟରେ ବିଜେଡି ସରକାରର ବି ପତ୍ତନ ହେଲା । ଏହା ପରଠୁ ତାଙ୍କର ଆଭିମୁଖ୍ୟରେ ବିରାଟ ପରିବର୍ତ୍ତନ ଆସିଲା । ପାଣ୍ଡିଆନ୍ କବଳିତ ବିଜେଡି କାର୍ଯଧାରାକୁ ନେଇ ସେ ଅସୁଖୀ ହୋଇପଡ଼ିଲେ । ବିଜେଡିର ନୀତି, ଆଦର୍ଶ ଲୋପ ପାଇଯାଇଛି ବୋଲି ହୃଦୟଙ୍ଗମ କଲେ । ବିଜେଡିର ପୂର୍ବ ବିଚାରାଧାରାକୁ ଝୁରି ହେଲେ । ଏହା ତାଙ୍କୁ ବ୍ୟଥିତ କଲା । ବିଜେଡି ଠିକଣା ଢ଼ଙ୍ଗରେ ନ ଚାଲିଲେ ଦଳ ଛାଡ଼ିଦେବେ ବୋଲି ଗତକାଲି ଗଣମାଧ୍ୟମକୁ ବାଇଟ୍ ଦେଇଥିଲେ ।

ପ୍ରଫୁଲ୍ଲ ମଲ୍ଲିକଙ୍କ ଚେତାବନୀକୁ ୧୨ ଘଣ୍ଟା ପୂରିନି, ବିଜେଡି ମୁଖିଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଜି ସକାଳ ୧୦ଟା ୧୦ ମିନିଟ୍ ରେ ଦଳ ପକ୍ଷରୁ ଜାରି ହୋଇଛି ପ୍ରଫୁଲ୍ଲ ମଲ୍ଲିକଙ୍କ ନିଲମ୍ବନ ଆଦେଶ । ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ସେ ଆଗ ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି ଗଣମାଧ୍ୟମରେ ସଫେଇ ଦେଇଛନ୍ତି । ଆଜି ସକାଳେ ସେ ତାଙ୍କ ଇସ୍ତଫାପତ୍ର ଦଳ ସଭାପତିଙ୍କ ପାଖକୁ ପଠାଇଥିଲେ ବୋଲି କହିଛନ୍ତି । ଅବଶ୍ୟ କାହା କଥା ସତ ତାହା ସ୍ପଷ୍ଟ ହୋଇନାହିଁ ।

Previous Post

ଭାରତ-ୟୁଏଇ ଶିକ୍ଷା ସମ୍ପର୍କରେ ଯୋଡିହେଲା ଗୌରବମୟ ଅଧ୍ୟାୟ

Next Post

ନବୀନ ନିବାସକୁ ଶ୍ରୀମୟୀ ଡ଼ର !

Next Post
ନବୀନ ନିବାସକୁ ଶ୍ରୀମୟୀ ଡ଼ର !

ନବୀନ ନିବାସକୁ ଶ୍ରୀମୟୀ ଡ଼ର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA