Monday, February 16, 2026 12:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବରିଷ୍ଠ ଆଇନଜୀବୀ ବନଲତା ପ୍ରଧାନ(ମୀନା ଅପା)ଙ୍କ ପରଲୋକ

by Our Correspondent
29 Dec, 2020- 08:52 PM
in Latest News, News
1 min read
0
ବରିଷ୍ଠ ଆଇନଜୀବୀ ବନଲତା ପ୍ରଧାନ(ମୀନା ଅପା)ଙ୍କ ପରଲୋକ

ପୁରୀ: ପୁରୀର ଜଣାଶୁଣା ମହିଳା ଆଇନଜୀବୀ ଶ୍ରୀମତୀ ବନଲତା ପ୍ରଧାନ(୫୭) ଙ୍କର ଆଜି ପରଲୋକ ହୋଇଯାଇଛି । ମୀନା ଅପା ନାଁରେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । କିଛି ଦିନ ତଳେ ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର କେୟାର ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ମାତ୍ର ଡାକ୍ତରମାନଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନାହାନ୍ତି । ଆଜି ସକାଳେ ସେ ଆଖି ବୁଜି ଦେଇଛନ୍ତି । ତାଙ୍କ ମୃତ୍ୟୁରେ ପୁରୀ ବାର୍ ଆସୋସିଏନ୍ ତଥା ଆଇନଜୀବୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

ପୁରୀ ବଳଗଣ୍ଡି ରାୟ ବାହାଦୁର ଲେନ୍ ବାସିନ୍ଦା ଶ୍ରୀମତୀ ବନଲତା ପ୍ରଧାନ ଦୀର୍ଘ ୩୦ ବର୍ଷ ଧରି ସ୍ଥାନୀୟ ବାର୍ ଆସୋସିଏସନ୍ ସଦସ୍ୟ ଥିଲେ । ଜଣେ ସଫଳ ଆଇନଜୀବୀ ଭାବରେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ଓକିଲାତି ସହ ସମାଜସେବା କାର୍ଯ୍ୟରେ ମଧ୍ୟ ସଦାସର୍ବଦା ନିଜକୁ ନିୟୋଜିତ ରଖୁଥିଲେ ।

ତାଙ୍କ ସ୍ୱାମୀ ତଥା ବରିଷ୍ଠ ଆଇନଜୀବୀ ରଞ୍ଜନ କୁମାର ପ୍ରଧାନ ଓଡ଼ିଶା ହାଇକୋର୍ଟରେ ଓକିଲାତି କରୁଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ, ଏକମାତ୍ର ପୁଅ ଆକାଶ(ପପୁ), ଦିଅର ତଥା ରାଜ୍ୟର ଜଣାଶୁଣା ଫାଇନାନସ୍ ପ୍ଲାନର୍ ରୂପକୁମାର ପ୍ରଧାନ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଆଜି ଅପରାହ୍ନରେ ସ୍ୱର୍ଗତାଃ ପ୍ରଧାନଙ୍କର ମରଶରୀର ଭୁବନେଶ୍ୱରରୁ ପୁରୀ ଅଣାଯାଇଥିଲା । ବାର୍ ଆସୋସିଏସନ୍ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସ୍ୱର୍ଗଦ୍ୱାରରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା ।

Previous Post

ମହିଳା କମିଶନରେ ଅନୁଭବ-ବର୍ଷା

Next Post

ମହିଳା ଓ ଶିଶୁ ବିରୋଧୀ ହିଂସା ପାଇଁ ସ୍ୱତନ୍ତ୍ର ୱିଙ୍ଗ୍

Next Post
ମହିଳା ଓ ଶିଶୁ ବିରୋଧୀ ହିଂସା ପାଇଁ ସ୍ୱତନ୍ତ୍ର ୱିଙ୍ଗ୍

ମହିଳା ଓ ଶିଶୁ ବିରୋଧୀ ହିଂସା ପାଇଁ ସ୍ୱତନ୍ତ୍ର ୱିଙ୍ଗ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA