Sunday, February 22, 2026 02:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Guest Column

ତଥାପି…ନବୀନ ଏତେ ଲୋକପ୍ରିୟ କାହିଁକି?

by Our Correspondent
13 Nov, 2020- 06:35 AM
in Guest Column, Latest News, News
1 min read
0
ତଥାପି…ନବୀନ ଏତେ ଲୋକପ୍ରିୟ କାହିଁକି?

ଭୁବନେଶ୍ୱର: ବିଗତ ୨୦ ବର୍ଷ ଧରି  ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ  ଓଡିଶାର ମୁଖ୍ୟମନ୍ତ୍ରୀ। ତଥାପି  ଲୋକେ  ତାଙ୍କ ପ୍ରତି  ଏତେ ପ୍ରିୟ କାହିଁକି ? ୟେ ପ୍ରଶ୍ନ ର ଉତର  ଖୋଜିବା ଆବଶ୍ୟକ  ହୋଇପଡିଛି ।

ସାଧାରଣ ଜାଣିଛନ୍ତି ଯେ  ରାଜ୍ୟ ସରକାରଙ୍କ  ସବୁ କାର୍ଯ୍ୟାଳୟ  ରେ ନିଶ୍ଚିତ ଭାବେ ଦୃର୍ନୀତି  ଚାଲିଛି । ଦୃର୍ନୀତି  ରୋକିବା ପାଇଁ ଯେତେ ଶପଥ ନେଲେ କଣ ହେବ, ପୋଲିସ  ବିଭାଗ  ଦୃର୍ନୀତି  ରେ ବୁଡି ରହିଛି । ବିନା  ଅର୍ଥ ରେ  ଥାନା ରେ କୌଣସି କାମ ହୁଏ ନାହିଁ। କାଁ ଭାଁ  କେଉଁଠି  ଜଣେ ବା ଦୁଇଜଣ ଭଲ ପୋଲିସ, ଥାନା ରେ ଥାଇ  ପାରନ୍ତି । ଥାନା ଅଂଚଳ ରେ ଥିବା ସମସ୍ତ ମଦ ଦୋକାନ, ମଲ ଏବଂ ଅନ୍ୟ କିଛି  ସଂସ୍ଥା  ମାସିକ  ବଟି ଦିଅନ୍ତି। ଗୋରୁ  ଗାଡି, ପଥର ଗାଡି, ବାଲି ଓ ମୋରମ୍ ଗାଡି ପ୍ରଭୁତି ରୁ  ବଟି  ଆଦାୟ ହୁଏ । ବୋଧେ ସବୁ ଥାନା ବାବୁ ତାହା ଜାଣନ୍ତି ,ପ୍ରତିକାର କାହିଁ ?

ତହସିଲ ଓ  ରେଜିଷ୍ଟ୍ରର୍ ଙ୍କ କାର୍ଯ୍ୟାଳୟ ବିନା ବଟି ରେ ଚାଲେ ନାହିଁ। ଜଣେ ଜଣେ କିରାଣୀ ଏକ ନିର୍ଦିଷ୍ଟ ସିଟ ରେ କାର୍ଯ୍ୟ କରିବା ପାଇଁ ଲକ୍ଷାଧିକ  ଟଙ୍କା   ଲାଞ୍ଚ ଦିଅନ୍ତି , ତାହା କୁ ନିଏ କିଏ ? ଚାଷ ଜମି ବା ପଡିଆ ଜମି କୁ ,ଘର ବାରି କୁ  ପରିବର୍ତନ କରିବା ପାଇଁ  ତହସିଲଦାର ମାନେ  ଲକ୍ଷାଧିକ ଟଙ୍କା ଲାଞ୍ଚ ନିଅନ୍ତି । ଅମିନ, ସୱେର୍ଭିସର ଙ୍କ ଠାରୁ ଆରମ୍ଭ କି  ତହସିଲଦାର ମାନେ ୟେ ଲାଞ୍ଚ ନିଅନ୍ତି ନାହିଁକି ?

ଯେଉଁଠି  ଯନ୍ତ୍ରୀ ମାନେ  ନିଯୁକ୍ତି ପାଉଛନ୍ତି , ସେମାନେ ନିଶ୍ଚିତ ଭାବେ  ୧୮% ରୁ  ୩୦% ଲାଞ୍ଚ ନିଅନ୍ତି। ଏହା ସମସ୍ତେ  ଜାଣିଛନ୍ତି । ସେଥିରେ ,ହାକିମଙ୍କର ମଧ୍ୟ ଭାଗ ଥାଇପାରେ ? ଜଙ୍ଗଲ ବିଭାଗ ରେ ତ ଜଙ୍ଗଲ ରାଜ  ଚାଲିଛି। ବନ ଅଧିକାରୀ ମାନଙ୍କ ପାଇଁ ଜଙ୍ଗଲ କ୍ଷୟ  ହେଉଛି ।  ପ୍ରତିକାର କାହିଁ ?

ସମସ୍ତ ପଂଚାୟତ ସମିତି ରେ  ୧୮% ଷଣ୍ଢ ପାଉଣା। ୱାର୍ଡ ମେମ୍ବର ଠାରୁ  ପଂଚାୟତ ଅଧିକାରୀ ପର୍ଯ୍ୟନ୍ତ  ସେଥିରେ ଭାଗ ନିଅନ୍ତି।  ସବୁ ବିଭାଗ ରେ  ସମାନ ଢଙ୍ଗ ରେ  ଦୃର୍ନୀତି  ଚାଲିଛି ?

ଏହା ସବୁ ଜଣ ସାଧାରଣ ଜାଣିଛନ୍ତି।  ଅଧିକାରୀ ଙ୍କ ଠାରୁ ନେତା ମାନେ ପ୍ରାୟ ଉଣା ଅଧିକେ  ସମସ୍ତେ  ଦୃର୍ନୀତି ରେ ଲିପ୍ତ। ତଥାପି ସେହି ନବୀନ ? କାହିଁକି ??

ନବୀନ ଙ୍କର ସରଳ ଜୀବନ ଧାରଣ। ଅନ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ  ୟେ କିଛି ଭିନ୍ନ । ଗାଁ ଗଣ୍ଡା ଠାରୁ ସହର ପର୍ଯ୍ୟନ୍ତ  କିଛି ନା କିଛି କାମ ଚାଲିଥିବା କଥା  ଲୋକେ ଜାଣୁଛନ୍ତି। ଜନ୍ମ ଠାରୁ ମଲା ପର୍ଯ୍ୟନ୍ତ  ଉଣା ଅଧିକେ  ଲୋକେ  ସାହାଯ୍ୟ  ପାଉଛନ୍ତି। ପୁରୀ ଓ ଭୁବନେଶ୍ୱର ର ପ୍ରାଚୀନ କୀର୍ତି ର  ପୁନରୁଦ୍ଧାର ଲୋକଙ୍କୁ  ଆକର୍ଷିତ କରିଛି ।

ଏତଦବ୍ୟତୀତ ନବୀନ ଙ୍କ ଦର୍ଶନ  ଓ ଲୋକାଭିମୁଖୀ  କାର୍ଯ୍ୟକ୍ରମ  ଓଡିଶା ର କୌଣସି ନେତା ଙ୍କ ଠାରେ ଦେଖିବାକୁ ମିଳେ ନାହିଁ ?ଲୋକେ କାହାକୁ ବାଛିବେ ? ନବୀନ ଙ୍କୁ ଛାଡିଦେଲେ , ଲୋକ ଙ୍କ ଆଖିରେ  କମ୍ବଳ ଗୋଟାକ ଯାକ ……….?

ଲୋକେ ତ ଆଉ କିଛି ଅଧିକ ଆଶା କରନ୍ତି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପରି ନବୀନ ବାବୁ ଲୋକଙ୍କ  ଅଭିଯୋଗ କୁ ଶୁଣନ୍ତୁ  ଏବଂ ସବୁ ଜିଲା ଗସ୍ତ କରି ରିପୋର୍ଟ  ଦେବାକୁ  ସବୁ ନେତାଙ୍କୁ କୁହନ୍ତୁ, ଓଡିଶା ରେ ବହୁ  ଅସୁବିଧା ଦୂର ହୋଇଯିବ।

(ସମ୍ବଲପୁରରୁ ଜଣେ ସାଧାରଣ ପାଠକ ଆମ ପାଖକୁ ଏହି ଲେଖାଟି ପଠାଇଛନ୍ତି । ତାଙ୍କ ପରିଚୟ ଗୋପନ ରଖିବାକୁ ମନା କରିଥିବାରୁ ଆମେ ନାଁ ଦେଇନାହୁଁ)

Previous Post

କଳାହାଣ୍ଡିରେ ବିକାଶ ନାଁରେ ବ୍ୟାପକ ହରିଲୁଟ୍ !

Next Post

ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

Next Post
ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19161 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16597 shares
    Share 6639 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA