Wednesday, April 29, 2026 09:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ପ୍ରତିକ୍ରିୟା: ସ୍ୱାଗତ କମ୍, ନୈରାଶ୍ୟ ବେଶୀ

by Our Correspondent
01 Feb, 2020- 08:19 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ପ୍ରତିକ୍ରିୟା: ସ୍ୱାଗତ କମ୍, ନୈରାଶ୍ୟ ବେଶୀ
ଭୁୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟ୍ ରେ କେତେକ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଓଡ଼ିଶା ପାଇଁ ସେଭଳି ଆଶା ଦେଖିନାହାନ୍ତି । କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ପାଇଁ ଅର୍ଥବରାଦରେ ସ୍ଥାଣୁତା ଆସିଥିବା ବେଳେ କେନ୍ଦ୍ରୀୟ ଟିକସ ଭାଗରୁ ଓଡ଼ିଶା ୩୦ଜାର କୋଟି ଟଙ୍କା ହରାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବଜେଟ୍ ରେ କୃଷି ରେଳ ଏବଂ କୃଷି ଉଡ଼ାନ ଯୋଜନା, ୨୦ ଲକ୍ଷ ଚାଷୀଙ୍କୁ ସୌରପମ୍ପ ଯୋଗାଇବା ନିମନ୍ତେ ‘ପିଏମ-କୁସୁମ’ ଯୋଜନ, ଡିଭିଡେଣ୍ଟ ଡିଷ୍ଟ୍ରିବୁସନ୍ ଟାକ୍ସ ଉଚ୍ଛେଦ ହୋଇ କନସେସନାଲ୍ କମ୍ପୋନେଣ୍ଟ ଟାକ୍ସ ପ୍ରଚଳନକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି । ସେଥିପାଇଁ ଓଡ଼ିଶା ପୂର୍ବରୁ ଦାବି କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ବୀମାଭୁକ୍ତ ଜମାରାଶି ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି, ନୂଆ ଶିକ୍ଷା ନୀତି ଏବଂ ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ଘୋଷଣାକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ପାଇଁ ଅର୍ଥ ପ୍ରଦାନରେ ସ୍ଥାଣୁତା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ସେହିପରି କେନ୍ଦ୍ରୀୟ ଟିକସର ଭାଗମାପ ପ୍ରାୟ ୫୯,୦୦୦ କୋଟି ଟଙ୍କା କମାଇ ଦିଆଯାଇଥିବାରୁ ଓଡ଼ିଶା ୩୦୦୦ କୋଟି ଟଙ୍କା ହରାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିକାଶ ପାଇଁ ବଛା ଯାଇଥିବା ଆଇକନିକ୍ ସାଇଟ୍ ମଧ୍ୟରେ ଓଡ଼ିଶାର କୌଣସି ଜାଗା ନାହିଁ । ପାନୀୟ ଜଳ ଜାତୀୟ ଗୁରୁତ୍ୱ ବହନ କରୁଥିଲେ ମଧ୍ୟ ସମଗ୍ର ଦେଶ ପାଇଁ ୩.୬ ଲକ୍ଷ କୋଟିର ଅନୁମୋଦିତ ଯୋଜନା ବେଳେ ଦିଆଯାଇଛି ମାତ୍ର ୧୧,୫୦୦ କୋଟି ଟଙ୍କା । କେବଳ ଓଡ଼ିଶାରେ ପାନୀୟ ଜଳ ପାଇଁ ୩୬୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।
ନିବେଶକାରୀଙ୍କ ବିଶ୍ୱାସର ସୂଚାଙ୍କ ହେଉଛି ସେନସେକ୍ସ । ମାତ୍ର ବଜେଟ୍ ଆଗତ ହେବା ପରେ ସେନସେନ୍ସ ୧୦୦୦ ପଏଣ୍ଟ ହ୍ରାସ୍ ହେବା ଦର୍ଶାଉଛି ଯେ ଦେଶର ଅର୍ଥନୀତି ପାଇଁ ଆହୁରି ଅନେକ ପଦକ୍ଷେପ ନେବାର ସୁଯୋଗ ରହିଛି । ଅର୍ଥନୀତି ଅଭିବୃଦ୍ଧି ପାଇଁ ନିବେଶକାରୀଙ୍କ ବିଶ୍ୱାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯୁବକଙ୍କ ନିଯୁକ୍ତି ଏବଂ ପେଟପାଟଣା ଉପରେ ଏହାର ବଡ଼ ପ୍ରଭାବ ରହିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
Previous Post

ମଧ୍ୟମ ବର୍ଗଙ୍କ ପାଇଁ ଆୟକର ରିହାତି

Next Post

ଅକ୍ଷମଣୀୟ ତ୍ରୁଟି

Next Post
ଅକ୍ଷମଣୀୟ ତ୍ରୁଟି

ଅକ୍ଷମଣୀୟ ତ୍ରୁଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA