Wednesday, March 4, 2026 07:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News International

‘ଆର୍ଟ ଅଫ୍ ଗିଭିଂ’ର ଷଷ୍ଠ ବାର୍ଷିକୀ, ଏଥରର ଥିମ୍ “ଖୁସିର ବ୍ୟାଗ୍”

by Our Correspondent
16 May, 2019- 08:44 PM
in International, News
1 min read
0
‘ଆର୍ଟ ଅଫ୍ ଗିଭିଂ’ର ଷଷ୍ଠ ବାର୍ଷିକୀ, ଏଥରର ଥିମ୍ “ଖୁସିର ବ୍ୟାଗ୍”
ଭୁବନେଶ୍ୱର: ସବୁ ମଣିଷ ମୁହଁରେ ହସ ଫୁଟୁ । ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ ଭେଦଭାବ ଉଦ୍ଧ୍ୱର୍ରେ ମଣିଷ ଜୀବନର ଚଲାପଥରେ ଭରିଯାଉ ଖୁସି ଓ ଶାନ୍ତି । ଏଭଳି ଏକ ମହାନ୍ ଜୀବନ ଦର୍ଶନର ସଂଜ୍ଞା ବହନ କରୁଥିବା ଡ. ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପିତ ‘ଆର୍ଟ ଅଫ୍ ଗିଭିଂ’ ଆନ୍ଦୋଳନକୁ ୬ ବର୍ଷ ପୂରୁଛି । ଆସନ୍ତାକାଲି(ଶୁକ୍ରବାର)ଠାରୁ ବିଶ୍ୱବ୍ୟାପୀ ଆର୍ଟ ଅଫ୍ ଗିଭିଂର ଷଷ୍ଠ ବାର୍ଷିକୀ ପାଳନ କରାଯାଉଛି । ଭାରତ ସମେତ ବିଶ୍ୱର ୧୨୦ ଟି ଦେଶରେ ୨୦ ହଜାର କେନ୍ଦ୍ରରେ ଏହା ସପ୍ତାହବ୍ୟାପୀ ପାଳନ କରାଯିବ ।
ଚଳିତବର୍ଷର ବିଷୟବସ୍ତୁ ରହିଛି ‘ଖୁସିର ବ୍ୟାଗ୍’ । ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟ ହାସଲ ଦିଗରେ ଲୋକଙ୍କ ଯୋଗଦାନ ଓ ଲୋକଙ୍କ ଅଂଶଗ୍ରହଣ ହେଉଛି ଏହି ବିଷୟବସ୍ତୁର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ଲୋକମାନେ ଖାତା, ପେନସିଲ୍, ରବର, କଟର୍, କଲମ ଆଦି ପାଠ୍ୟୋପକରଣ ସଂଗ୍ରହ କରି ପିଲାମାନଙ୍କୁ ବାଣ୍ଟିବେ । ଚଳିତବର୍ଷ ପ୍ରଥମ ଥର ପାଇଁ ୟୁନେସ୍କୋ ଓ ଏମଜିଆଇଇପି ଆର୍ଟ ଅଫ୍ ଗିଭିଂ ସହ ହାତ ମିଳାଇଛନ୍ତି । ‘ଖୁସିର ବ୍ୟାଗ୍’ ଦାନ ମାଧ୍ୟମରେ ଚଳିତବର୍ଷ ଓଡ଼ିଶାର ୪୦ ଲକ୍ଷ ଲୋକଙ୍କ ସମେତ ସମଗ୍ର ବିଶ୍ୱରେ ପାଖାପାଖି ୧ କୋଟି ଲୋକଙ୍କୁ ‘ଆର୍ଟ ଅଫ୍ ଗିଭିଂ’ ଆନ୍ଦୋଳନରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ଅବସରରେ ସମସ୍ତେ ଏକାଠି ହୋଇ ମାନବିକତା ଓ ଦୟା ଜରିଆରେ ଏକ ସକରାତ୍ମକ ପରିବେଶ ଗଠନ କରି ସମସ୍ତଙ୍କୁ ଖୁସି ଦେବା ପାଇଁ ‘ଆର୍ଟ ଅଫ୍ ଗିଭିଂ’ର ପ୍ରତିଷ୍ଠାତା ବିଷ୍ଟ ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଆହ୍ୱାନ ଦେଇଛନ୍ତି । ଅନ୍ୟକୁ ସାହାଯ୍ୟ କରିବା ସହ ଅନ୍ୟ ପ୍ରତି ଦୟା ମନୋଭାବ ପୋଷଣ କରିବାରେ ସମସ୍ତେ ଚେଷ୍ଟିତ ହେବାକୁ ସେ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ଡ. ସାମନ୍ତଙ୍କ ଦ୍ୱାରା ୨୦୧୩, ମେ ୧୭ ତାରିଖରେ ‘ଆର୍ଟ ଅଫ୍ ଗିଭିଂ’ ପ୍ରତିଷ୍ଠା ଲାଭ କରିଥିଲା । ପିଲାଦିନରୁ ବହୁ ଘାତ, ପ୍ରତିଘାତ, ଦୁଃଖ, ଦାରିଦ୍ର୍ୟରେ ଜୀବନ କାଟି ଆଜି ଏ ଜାଗାରେ ପହଞ୍ଚିଥିବା ଡ. ସାମନ୍ତଙ୍କ ଆବେଗରୁ ଏହି ଆନ୍ଦୋଳନର ସୃଷ୍ଟି ।
Previous Post

ପୋଡ଼ା ଟ୍ରାନସଫରମରରେ ତେଲ !

Next Post

ପୁଣି ମାତିଲା ପାଗଳା ଅଭିଜିତ୍

Next Post
ପୁଣି ମାତିଲା ପାଗଳା ଅଭିଜିତ୍

ପୁଣି ମାତିଲା ପାଗଳା ଅଭିଜିତ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19162 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA