Friday, March 13, 2026 02:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଇସ୍ତଫା ପାଇଁ ପାଣି ପିଆଇଲେ ଅନୀତା

by Our Correspondent
29 Dec, 2015- 06:59 PM
in News
1 min read
0
ଇସ୍ତଫା ପାଇଁ ପାଣି ପିଆଇଲେ ଅନୀତା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କଟକ ମେୟର ଅନୀତା ବେହେରା ଇସ୍ତଫା ଦେଲେ ସତ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ତଣ୍ଟିଆଣୀ ପାଣି ପିଆଇଦେଲେ । ସଂଧ୍ୟା ୭ ଟା ସୁଦ୍ଧା ଇସ୍ତଫା ଦେବା ପାଇଁ ତୃତୀୟ ମହଲାରୁ ନିଦେ୍ର୍ଧଶ ଯିବା ସତ୍ତ୍ୱେ ଜିଦ୍‍ ଧରି ବସିଲେ ଇସ୍ତଫା ଦେବେନାହିଁ ବୋଲି । ଏଇଥିପାଇଁ ସେ ପାର୍ଟି ସୁପ୍ରିମୋଙ୍କ ବୋଲ୍‍ ବାନିବାକୁ ଅରାଜି ଥିଲେ କି ରାଜନୀତିରେ ସେ ଯେଉଁ ଗାଦି ପାଇଛନ୍ତି ଏଇ ଜନମରେ ପୁଣି କେବେ ଏଭଳି ସ୍ତରକୁ ଛୁଇଁବା ଅସମ୍ଭବ । ତାଙ୍କୁ ସମର୍ଥକମାନେ ବୁଝାଇଥିଲେ ଯେ କେନ୍ଦୁଝରରେ ବିଜେଡ଼ିର ଯେଭଳି ଅବସ୍ଥା ହେଲା କଟକରେ ଅନ୍ତତଃ ସେଭଳି ପରିସ୍ଥିତିର ସାମନା କରିବାକୁ ଦଳ ଡରିବ । ଏହା ବାଦ୍‍ ନିୟମତଃ ଏବେ ମେୟରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରିବ ନାହିଁ । ସୁତରାଂ ଯେତେଦିନ ଯାଏଁ ଗାଦି ଥିବ ଥିବ, ନିଜ ଆଡୁ ଇସ୍ତଫା ଦେବେ କାହିଁକି? ନିଜର ସମର୍ଥକ ଓ ପରାମର୍ଶଦାତାଙ୍କ ବୋଲ୍‍ରେ ପଡିଯାଇଥିଲେ ଅନୀତା । ତେଣୁ ଇସ୍ତଫା ଦେବେ ନାହିଁ ବୋଲି ଇଙ୍ଗିତ ଦେଇସାରିଥିିଲେ ।
ଆଉ ଅନୀତାଙ୍କ ଇଙ୍ଗିତ ତୃତୀୟ ମହଲା ପାଇଲା ପରେ ତାଙ୍କୁ ଗାଦିଚୁ୍ୟତ କରିବାକୁ ଧରପଗଡ଼ ଆରମ୍ଭ ହୋଇଯାଇଥିଲା । ନଗର ଉନ୍ନୟନ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଥିଲା । ନିଜେ ସଚିବ ଅଫିସରମାନଙ୍କୁ ଲଗାଇଲେ ଗାଦିଚୁ୍ୟତର ଗଣିତ କଷିବାକୁ । ବହି ଖେଳା ହେଲା । ଆଇନର ତର୍ଜମା ଚାଲିଲା । କଟକ ମହାନଗର ନିଗମ ସହ ସଂପୃକ୍ତ କୋ÷ଣସି ବେଆଇନ କାର୍ଯ୍ୟରେ ଅନୀତା ବେହେରାଙ୍କର ଛାଇ ପଡ଼ିଛି କି ନାହିଁ ଖୋଜା ଚାଲିଲା । ହେଲେ ସବୁ ବ୍ୟର୍ଥ ହେଲା । ଅନୀତାଙ୍କ ପାଇଁ କୋ÷ଣସି ଆଡୁ ଫାସ ତିଆରି ହୋଇପାରିଲାନି । ତୃତୀୟ ମହଲାର କଡ଼ା ତାଗିଦ୍‍ ଭିତରେ ସଚିବ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ଅନୀତାଙ୍କୁ ଗାଦିଚୁ୍ୟତ କରିବାର ବାଟ ଖୋଜି ଖୋଜି ଅସ୍ଥିର ହୋଇପଡ଼ିଲେ ସଚିବ ମାଥିଭାତନନ୍‍ ।
ସେପଟେ କଟକ ବିଜେଡ଼ି ରାଜନୀତିକୁ ବି ଏହା ହଲଚଲ୍‍ କରିଦେଲା । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ମାନୁନାହାନ୍ତି ଅନୀତା । ଏହି ଖବରଟି ବିଜୁଳି ବେଗରେ ଖେଳିଯିବାରୁ ଦଳୀୟ ବିଧାୟକମାନେ ପ୍ରମାଦ ଗଣି ଧାଇଁଲେ ଅନୀତାଙ୍କ ପାଖକୁ । ଦେବାଶିଷ ସାମନ୍ତରାୟ,ପ୍ରଭାତ ବିଶ୍ୱାଳ ଓ ଚନ୍ଦ୍ରସାରଥୀ ବେହେରାଙ୍କୁ ଖାଲି ଚାପ ପଡ଼ିଲାନି ବରଂ ଅନୀତାଙ୍କ ଇସ୍ତଫା ଦାୟିତ୍ୱ ସେମାନଙ୍କ ଉପରକୁ ଛାଡ଼ି ଦିଆଗଲା । ଯାହା ହେଉ, ତିନି ବିଧାୟକ ବହୁ କଷ୍ଟରେ ଅନୀତାଙ୍କୁ ଇଆଡୁ ସିଆଡୁ ଲୋଭ ଦେଖାଇ ମନେଇବାରେ ସଫଳ ହେଲେ । ତୃତୀୟ ମହଲାରୁ ଆସିଥିବା ଟାଇପ୍‍ କରା ଇସ୍ତଫାପତ୍ରରେ ଡେଡଲାଇନ୍‍ ପୂର୍ବରୁ ଅନୀତାଙ୍କଠାରୁ ଦସ୍ତଖତ ଆଣିବାରେ ସମର୍ଥ ହେଲେ ତିନି ବିଧାୟକ । ସାମ୍ବାଦିକଙ୍କ ଆଗରେ ଅନୀତାଙ୍କୁ ବସାଇ ତାଙ୍କ ପାଟିରେ ଇସ୍ତଫା ଘୋଷଣା କରାଇଲେ ।
ନବୀନଙ୍କୁ ଏହା ଆଶ୍ୱସ୍ତି ଦେଇଛି ସତ ହେଲେ ଦଳର ନେତା/ନେତ୍ରୀମାନେ ଆସ୍ତେ ଆସ୍ତେ ତାଙ୍କ ନିୟନ୍ତ୍ରଣରୁ ଖସିଯାଉଥିବା ତାଙ୍କର ହୃଦବୋଧ ହୋଇଛି । କେନ୍ଦୁଝରଗଡ଼ ପୋ÷ର ପରିଷଦର ନଗଦ ଝଟକା ନବୀନଙ୍କ ଛାତି ଦୋହଲାଇ ଦେଇଥିବା ବେଳେ କଟକ ଘଟଣା ତାଙ୍କୁ ଭୟଙ୍କର ବିପଦକୁ ଟାଣିନେଉଥିଲା । ଆଗାମୀ ଦିନରେ ଏସବୁ ଘଟଣା ତାଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇ ଯେ ଛିଡ଼ା ହେଲାଣି ତାହା ବୁଝିବାକୁ ନବୀନଙ୍କର ବାକି ନାହିଁ । ଏବେଠୁଁ ସାବଧାନ ନ ହେଲେ ପଞ୍ଚାୟତ ନିର୍ବାଚନ ବେଳକୁ ବିଜେଡ଼ି ସ୍ଥିତି ଯେ ଅସମ୍ଭାଳ ନ ହେବ ତାହା କହିହେବ ନାହିଁ ।

Previous Post

ବଦ୍ରି ଇଜ୍ଜତ ନେଇଗଲେ

Next Post

ଝଡ଼ଝଞ୍ଝା ଆସିଛି, କମିନି ଲୋକପ୍ରିୟତା

Next Post
ଝଡ଼ଝଞ୍ଝା ଆସିଛି, କମିନି ଲୋକପ୍ରିୟତା

ଝଡ଼ଝଞ୍ଝା ଆସିଛି, କମିନି ଲୋକପ୍ରିୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA