Sunday, March 15, 2026 02:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କରୋନାର ଗମ୍ଭୀର ସ୍ଥିତି

by Our Correspondent
23 Jul, 2020- 01:46 PM
in Latest News, News
1 min read
0
କରୋନାର ଗମ୍ଭୀର ସ୍ଥିତି

– ଦେଶରେ ଦିନକରେ ୪୫,୭୨୦ ଆକ୍ରାନ୍ତ,୧୧୨୯ ମୃତ
– ରାଜ୍ୟରେ ୧୨୬୪ ଆକ୍ରାନ୍ତ, ୬ ମୃତ

ଭୁବନେଶ୍ୱର: ଦେଶରେ ଭୟଙ୍କର ହୋଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରେକର୍ଡ ୪୫ ହଜାର ୭୨୦ ଆକ୍ରାନ୍ତ ହୋଇଥିବା ବେଳେ ୧୧୨୯ ଜଣଙ୍କର ଜୀବନ ନେଇଛି କରୋନା । ଆକ୍ରାନ୍ତ ଓ ମୃତ ସଂଖ୍ୟାରେ ଏହା ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି । ଏଥିସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୮ ହଜାର ୬୩୫ ଏବଂ ମୃତ୍ୟୁ ସଂଖ୍ୟା ୨୯ ହଜାର ୮୬୧ କୁ ବୃଦ୍ଧି ପାଇଛି । ୭,୮୨,୬୦୬ ସୁସ୍ଥ ହୋଇଥିବା ବେଳେ ଏବଂ ଆକ୍ଟିଭ୍ କେସ୍ ଅଛନ୍ତି ୪,୨୬, ୧୬୭ । ମହାରାଷ୍ଟ୍ରରେ ୩ ଲକ୍ଷ ୩୭ ହଜାର ୬୦୭ ଆକ୍ରାନ୍ତ ଏବଂ ୧୨,୫୫୬ ମୃତ୍ୟୁବରଣ କରିଛନ୍ତି ।
ସେହିଭଳି ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡ ୧୨୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟେ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟରେ ଏହା ରେକର୍ଡ ସୃଷ୍ଟି କରିଛି । ଗଞ୍ଜାମ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ବି ରେକର୍ଡ ଭାଙ୍ଗିଛି । ଜିଲ୍ଲାରୁ ବାହାରିଛନ୍ତି ୫୪୦ ଆକ୍ରାନ୍ତ । ଦ୍ୱିତୀୟ ସର୍ବାଧିକ ଜିଲ୍ଲା ଭାବେ ଖୋର୍ଦ୍ଧାରୁ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ୧୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୭ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।
ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ପାର୍ ହୋଇଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୯୯ ରେ ପହଞ୍ଚିଛି । ୧୩,୭୪୯ ସୁସ୍ଥ ହୋଇଥିବାରୁ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୨୦୫ ।
ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବି ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏକ ନମ୍ବର ହଟସ୍ପଟ୍ ଜିଲ୍ଲା ଗଞ୍ଜାମରୁ ୫ ଜଣ ଏବଂ ଦ୍ୱିତୀୟ ହଟସ୍ପଟ୍ ଜିଲ୍ଲା ଖୋର୍ଦ୍ଧାରୁ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪ କୁ ବୃଦ୍ଧି ପାଇଛି । ଏହାକୁ ଛାଡ଼ି କରୋନା ଆକ୍ରାନ୍ତ ୩୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଥିବା ଦର୍ଶାଯାଉଛି । କେବଳ ଗଞ୍ଜାମରୁ କରୋନା ୬୭ ଜଣଙ୍କର ଜୀବନ ନେଇଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୫ ଜଣଙ୍କର ଜୀବନ ନେଲାଣି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୭, ବାଲେଶ୍ୱର-୯, ବରଗଡ଼-୨୪, ଭଦ୍ରକ-୩୦,ବୌଦ୍ଧ-୨, କଟକ-୪୭, ଢ଼େଙ୍କାନାଳ-୬, ଗଜପତି-୭୪, ଗଞ୍ଜାମ-୫୪୦, ଜଗତସିଂହପୁର-୪, ଯାଜପୁର-୧୭, ଝାରସୁଗୁଡ଼ା-୩, କଳାହାଣ୍ଡି-୭, କନ୍ଧମାଳ-୨୯, କେନ୍ଦ୍ରାପଡ଼ା-୮, କେନ୍ଦୁଝର-୨୫, ଖୋର୍ଦ୍ଧା-୧୩୭, କୋରାପୁଟ-୨୭, ମୟୁରଭଞ୍ଜ-୧୫, ନବରଙ୍ଗପୁର-୪,ନୟାଗଡ଼-୬୧, ନୂଆପଡ଼ା-୧, ପୁରୀ-୨୨, ରାୟଗଡ଼ା-୮୪, ସମ୍ବଲପୁର-୨୦, ସୁନ୍ଦରଗଡ଼-୬୦ ।
Previous Post

ଦର୍ଶକ ଏବଂ ପାଠକ, ଶ୍ରେଷ୍ଠ ବିଚାରକ

Next Post

‘ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଚିନ୍ତା କରନ୍ତୁ ନାହିଁ’

Next Post
‘ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଚିନ୍ତା କରନ୍ତୁ ନାହିଁ’

‘ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଚିନ୍ତା କରନ୍ତୁ ନାହିଁ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA