Friday, March 13, 2026 01:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଚିଟ୍‌ ଫଣ୍ଡ ଟଙ୍କାରେ ମସ୍ତି(୨)

by Our Correspondent
30 Apr, 2016- 07:59 PM
in News
1 min read
0
ଚିଟ୍‌ ଫଣ୍ଡ ଟଙ୍କାରେ ମସ୍ତି(୨)

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଚିଟ୍‌ଫଣ୍ଡ ଟଙ୍କାରେ ନେତାଙ୍କ ମସ୍ତି ପାର୍ଟ ଟୁରେ ଦେଉଛୁ ମଧୁ ମହାନ୍ତିଙ୍କ ସହ ନବୀନ ପଟ୍ଟନାୟକ କ୍ୟାବିନେଟ୍‌ର ତତ୍କାଳୀନ ନମ୍ବର ଟୁ ସୂର୍ଯ୍ୟନାରାୟଣ ପାତ୍ର ଓ ଜେଲ୍‌ ଫେରନ୍ତା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ । ଓଡ଼ିଶା ଭାସ୍କର ୟୁଥ୍‌ ଆଇକନ୍‌ ଆୱାର୍ଡ ଉତ୍ସବରେ ପାୱାରଫୁଲ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତି ମଧୁ ମହାନ୍ତିଙ୍କୁ ଉଲ୍ଲସିତ କରିଥିଲା । ଖାଲି ମଧୁ ନୁହଁନ୍ତି ଉତ୍ସବରେ ପୁଞ୍ଜି ଖଟାଇଥିବା ପ୍ରଦୀପ ସେଠୀ, ପ୍ରଶାନ୍ତ ଦାଶ ଓ ଏସଏଲବି ଚିଟ୍‌ଫଣ୍ଡ ମାଲିକ ବୈରୀଗଞ୍ଜନ ଦାସ ଏହି ନେତାଙ୍କ ଉପସ୍ଥିତିରୁ ପଇସା ଉଠାଇ ଦେଇଥିଲେ । ୨୦୧୧ ଜୁନ୍‌ ୨୦ ତାରିଖରେ ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ରେ ଧୂମ୍‌ ଓ ରଙ୍ଗାରଙ୍ଗ ଆସରର ମଜ୍ଜା ଚଖାଇ ମନ୍ତ୍ରୀ ଓ ବିଧାୟକଙ୍କ ମନ ମୋହିବାରେ ସମର୍ଥ ହୋଇଥିଲେ ମଧୁ, ପ୍ରଦୀପ, ପ୍ରଶାନ୍ତ ଓ ବୈରୀଗଞ୍ଜନଙ୍କ ଭଳି ଚିଟ୍‌ଫଣ୍ଡ ଡାକୁ ।

ଚିଟ୍‌ଫଣ୍ଡ କେଳେଙ୍କାରୀ ଏପିସୋଡରେ ପ୍ରଭାବଶାଳୀ ପ୍ରଭାତ ତ୍ରିପାଠୀଙ୍କ ନାଁ ପ୍ରଥମରୁ ଦର୍ଜ ହୋଇସାରିଛି । ଅର୍ଥତତ୍ତ୍ୱ ମାଲିକ ପ୍ରଦୀପ ସେଠୀଙ୍କଠାରୁ ବଟି ନେବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା । ଜେଲ୍‌ରେ ପ୍ରାୟ ୩ ମାସ କଏଦୀ ଜୀବନ କାଟି ଫେରିଛନ୍ତି ପ୍ରଭାତ । ମାତ୍ର ଭଦ୍ରମୁଖା ପିନ୍ଧିଥିବା ଆନ୍ନା ଓରଫ୍‌ ସୂର୍ଯ୍ୟ ପାତ୍ର ବି ଏହି ପଥର ପଥିକ ତାହା ତାଙ୍କର ଅତୀତ ପୃଷ୍ଠାରୁ ଫୁଟି ବାହାରୁଛି । ମଧୁ ମହାନ୍ତିଙ୍କ ସହ ତାଙ୍କର ସମ୍ପର୍କର ଅନେକ ରୋଚକ ଫଟୋ ପଡ଼ିଛି ମିଡ-ଡେ ଓଡ଼ିଶା ହାତରେ । ସେହି ଫଟୋ କହୁଛି ଚିଟ୍‌ଫଣ୍ଡ ସଂସ୍ଥା ସହ ଆନ୍ନାଙ୍କ ସମ୍ପର୍କ । ଗଞ୍ଜାମ ଜିଲ୍ଲାରୁ ଖାଲି ସେ ଏକା ନୁହଁନ୍ତି, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନାଁ ବି ତାଲିକାରେ ଯୋଡି ହୋଇଛି । ଓଡ଼ିଶା ଭାସ୍କର ୟୁଥ୍‌ ଆଇକନ୍‌ ଆୱାର୍ଡ ଉତ୍ସବରେ ମଧୁ ମହାନ୍ତି-ଆନ୍ନା-ରମେଶଙ୍କ ଡାରେ ନାରେ ସେମାନଙ୍କ ମଧୁର ସମ୍ପର୍କକୁ ବୟାନ କରୁଛି ।

୨୦୧୧ ମସିହା ବେଳକୁ ଚିଟ୍‌ଫଣ୍ଡ କେଳେଙ୍କାରୀ ସାମ୍ରାଜ୍ୟର ଚେର ଲମ୍ବୁଥିଲା । ଠିକ୍‌ ସେହି ସମୟରେ ଏଭଳି ପାୱାରଫୁଲ୍‌ ନେତାଙ୍କ ଆର୍ଶିବାଦ ଚିଟ୍‌ଫଣ୍ଡ ଚେରକୁ ଆହୁରି ସୁଦୃଢ଼ କରିଥିଲା । ଯାହାକି ଶେଷରେ ୨୦ ଲକ୍ଷ ପରିବାର ଉଜୁଡ଼େଇ ଦେଲା । ଜମାକାରୀଙ୍କ ସର୍ବସ୍ୱ ଚାଲିଗଲା, ଠକମାନେ ବନ୍ଧା ହୋଇ ଜେଲ୍‌ ଗଲେ ହେଲେ ଭଦ୍ର ହୋଇ ରହିଗଲେ ନେତା । ଏବେ ସବୁ ଜାଣି ନ ଜାଣିଲା ଭଳି ଅଭିନୟ କରୁଥିବା ଏହି ନେତାମାନଙ୍କ ହାତରେ ନିୟନ୍ତ୍ରଣ ହେଉଛି ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭାଗ୍ୟ । ଏହା ଆମ ପାଇଁ ଦୁର୍ଭାଗ୍ୟ ନୁହେଁ ତ ଆଉ କ’ଣ??

Previous Post

ଚିଟ୍‌ଫଣ୍ଡ ଟଙ୍କାରେ ମସ୍ତି

Next Post

ଖାଣ୍ଟି ନୁହଁନ୍ତି ଜଷ୍ଟିସ୍‌ ଦାସ

Next Post
ଖାଣ୍ଟି ନୁହଁନ୍ତି ଜଷ୍ଟିସ୍‌ ଦାସ

ଖାଣ୍ଟି ନୁହଁନ୍ତି ଜଷ୍ଟିସ୍‌ ଦାସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5814 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA